ଇଶ୍ଵରଙ୍କ ନାମ ନେଇ ବାଛନ୍ତୁ ଏହି ତିନୋଟି ସଂଖ୍ୟା ମଧ୍ୟରୁ ଗୋଟିଏ ସଂଖ୍ୟା ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି

ବୈବାହିକ ଜୀବନରେ ଅନେକ ପ୍ରକାରର ସମସ୍ଯା ଆସିଥାଏ । ସବୁ ସମସ୍ୟାର ସମାଧାନ ମଧ୍ୟ ଥାଏ । କିଛି ଲୋକ ଏହାକୁ ମାନନ୍ତି ତ ଆଉ କିଛି ଲୋକ ମାନନ୍ତି ନାହିଁ । କିନ୍ତୁ ଏହା ସତ କି ନିଜ ଭାଗ୍ୟ କୁ କେହି ବଦଳାଇ ଦିଅନ୍ତି ନହିଁ । ନିଜ କର୍ମ ଦ୍ଵାରା ହିଁ ଫଳ ପ୍ରାପ୍ତି ହୋଇଥାଏ । ସବୁ ବେଳେ ସମସ୍ତେ ଚାହାନ୍ତି କିପରି ନିଜ ବୈବାହିକ ଜୀବନ ସୁଖ ଶାନ୍ତିରେ ବିତିଯାଉ । ତ ଆଜି ଆପଣଙ୍କ ଭବିଷ୍ୟତ ବିଷୟରେ କିଛି କହିବୁ । କଣ ରହିଛି ଆପଣଙ୍କ ଭବିଷ୍ୟତରେ ।

ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ବାଛନ୍ତୁ । ଯଦି ଆପଣ ପ୍ରଥମ ସଂଖ୍ୟା ଟି ବାଚିଛନ୍ତି ତ ଆପଣଙ୍କ ଜୀବନରେ ଭଲ କାମ କରିବେ । କୌଣସି ଜରୁରୀ କାମ କରିବାକୁ ଯାଉଥିଲେ ସେଥିରେ ସଫଳ ହେବେ । ଯେକୌଣସି କାମ କରୁଛନ୍ତି ମନ ଦେଇ କରନ୍ତୁ କେବେ ପଛକୁ ଦେଖନ୍ତୁ ନାହି । ଯାହା ଅତୀତରେ ହୋଇ ଯାଇଛି ତାହା ଭାବନ୍ତୁ ନାହି । ଆପଣ ଯାହା ଚାହୁଛନ୍ତି ତାହା ମନଧ୍ୟାନ ଦେଇ କରନ୍ତୁ । ଯାହା ହେବ ସବୁ ଭଲହି ହେବ ।

ଭଗବଙ୍କ ଆଶୀର୍ବାଦ ରହିଛି ଯାହାବି କାମ କରିବେ ସବୁ ଭଲ ହିଁ ଭଲ ହେବ । କୌଣସି କାମ କରିବା ଆଗରୁ କିଛି ଭାବୁଛନ୍ତି ତ ଚିନ୍ତାର କଥା କିଛି ନହିଁ  ଯାହା ଚାହୁଛନ୍ତି ତାହା ହିଁ କରନ୍ତୁ । କର୍ମ କ୍ଷେତ୍ରରେ କିଛି ଗର୍ବ ଆସିପାରେ ଏଥିପ୍ରତି ଧ୍ୟାନ ଦେବେ । ମଝିରେ ମଝିରେ କିଛି ଜିନିଷରେ ରାଗ ଆସିଯାଏ । ତ ସେହି ରାଗକୁ ନିଜ ସଂଯୋଗରେ ରଖନ୍ତୁ ।  ଯଦି ଆପଣ ଦିତୀୟ ସଂଖ୍ୟାଟି ଚୟନ କରିଛନ୍ତି । ତ ଆପଣଙ୍କ ଜୀବନରେ ବହୁତ ଖୁସିର ଦିନ ହେବ ।

ବ୍ୟବସାୟରେ ହେଉ ବା ଚାକିରିରେ ଉନ୍ନତି କରିବେ । ଧାନ ସମ୍ପତିରେ ମଧ୍ୟ ଅଭାବ ରହିବ ନହିଁ । କୌଣସି ଚାକିରି କରୁଥିଲେ ପଦ୍ୱୋନତି କରିବେ । ଯାହାକୁ ନେଇ ପରିବାରର ସମସ୍ତ ସଦସ୍ୟ ଖୁସି ରହିବେ । ବହୁତ ଆଗରୁ ଯାହା ପାଇବାକୁ ଚହୁଁଛନ୍ତି ତାହା ଏକ ମାସ ବା ଏକ ବର୍ଷ ମଧ୍ୟରେ ମିଳିଯିବ । କୌଣସି ବ୍ୟକ୍ତି ଚାକିରି ପାଇ ଅପେକ୍ଷା କରିଛନ୍ତି । ତ ବହୁତ ଶୀଘ୍ର ମିଳିଯିବ । ଯଦି ଆପଣ ତୃତୀୟ ସଂଖ୍ୟା ଟି ଚୟନ କରିଛନ୍ତି ।

ଆପଣ ଯାହାବି କିଛି ପାଇବାକୁ ଚାହୁଛନ୍ତି ତାହା ବହୁ ଶୀଘ୍ର ମିଳିଯିବ । ବହୁତ କଷ୍ଟ କରିବେ ସେ କାମ ହାସଲ କରିବା ପାଇ । ପରିବରେ ବହୁତ ଖୁସିର ସମୟ ଆସିବ । ଚାକିରି ବା ବ୍ୟବସାୟରେ ବହୁତ ଉଚ୍ଚ ସ୍ଥାନକୁ ଯିବେ । ସମାଜରେ ବହୁତ ପ୍ରଶଂସିତ ହେବେ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *