ବାଛନ୍ତୁ ନିଜ ଜନ୍ମ ମାସବାଲା 1 ହୃଦୟ, ଜାଣନ୍ତୁ ନିଜ ବିଷୟରେ 1 ରାଜର କଥା

ଆପଣଙ୍କ ମନ ଆପଣଙ୍କ ଜୀବନର ଆଇନା ଅଟେ । ଆପଣ କଣ ଚାହାଁନ୍ତି କିମ୍ବା କିଭଳି ଅଟନ୍ତି ଏହା ଆପଣକ ମନରୁ ଜଣା ପଡି ଥାଏ । ଆପଣ ଯଦି ନିଜ ସ୍ଵଭାବ ବିଶାୟରେ କହିବେ ଏହା ମଧ୍ୟ ଆପଣଙ୍କୁ ନିଜ ମନରୁ ଜଣା ପଡି ଯାଇ ଥାଏ । କିଛି ଲୋକମାନେ ଥାନ୍ତି ଯେଉଁ ମାନଙ୍କୁ କିଛି ଭି ଭଲ ଲାଗି ନଥାଏ । କିନ୍ତୁ କିଛି ଏହି ଭଳି ଲୋକମାନେ ଅଛନ୍ତି ଯେଉଁ ମାନନକୁ ସବୁ ପରିସ୍ଥିତି ଖୁବ ପସନ୍ଦ ଆସିଥାଏ ।

ଆଜି ଆମେ କହିବା ପାଇଁ ଯାଉଥିବା ମାସ ମାନଙ୍କ ରୁ ଆପଣ ଏକ ମାସ ବାଛି ଦେଖନ୍ତୁ ଓ ଆମେ ଆପ୍ପାନ୍ନ୍କ ବିଷୟରେ ଏକ ଗଭୀର କଥା କହିବୁ ଯାହା ହୁଏତ ଆପଣ ମଧ୍ୟ ଜଣାଇ ନଥିବେ । ଆଜି ଆମେ ଆପଣଙ୍କୁ 12 ଟି ମାସ ସହ କିଛି ହୃଦୟର ଚିତ୍ର ଦେଖାଇବୁ ଓ ଆପଣ ଏହାକୁ ବାଛି କହିବେ । ତେବେ ଆସନ୍ତୁ ଓ ବାଛନ୍ତୁ

ଜାନୁୟାରୀ – ଆପଣ ଏହି ମାସ ବାଛି ଛନ୍ତି ଯଦି ଆପଣ ନିଶ୍ଚିତ ଭାବେ ଭଲ ମଣିଷ ଅଟନ୍ତି ଆପଣଙ୍କ ମନରେ କାହା ପାଇଁ ଦ୍ଵେ-ଷ ଭାବନା ନାଇ । ଆପଣ ଯେଉଁ କାମକୁ କରିବା ପାଇଁ ଥରେ ଚି-ନ୍ତା କରି ନିଅନ୍ତି ଏହାକୁ କରିକି ହିଁ ଛାଡନ୍ତି ।

ଫେବୃୟାରି -ଆପଣ ବହୁତ ଆକର୍ଷିତ ଅଟନ୍ତି । ଆପଣ ଯେଉଁ ଭି କାମ କରନ୍ତି ଏହାର ପ୍ଳାନ ଆପଣ ବହୁ ଆଗରୁ କରି ନିଅନ୍ତି ଯାହା ପାଇଁ ଆପଣ ସଫଳ ହୁଅନ୍ତି ।

ମାର୍ଚ୍ଚ – ଆପଣ ଖୁବ ଭଲ ଓ ସଫା ମନର ବ୍ୟକ୍ତି ଆପଣ ସବୁ ବେଳେ ଅନ୍ୟ କୁ ସାହାଜ୍ଯ କରନ୍ତି ଓ କେବେ ହେଲେ କାହାକୁ କିଛି ଦେବା ଅପାଇନ ମନା କରନ୍ତି ନି । ଆପାଙ୍କୁ ସବୁ ପରିସ୍ଥିତି ରୁ ବାହାରିବା ର ବାଟ ଜଣା ଥାଏ ।

ଏପ୍ରିଲ – ଆପନ ସବୁ ବେଳେ ନିଜ ପରିବାର କୁ ଆଗ ଦେଖନ୍ତି ଆପଣଙ୍କ ପାଇନସମ୍ପର୍କ ପଇସା ଠାରୁ ମଧ୍ୟ ବଡ ଥାଏ । ଆପଣ ଯାହାକୁ ଠାରେ ନିଜର ଭାବନ୍ତି ତା ପାଇଁ ଆପଣ କିଛି ଭି କରି ପାରନ୍ତି ।

ମେ – ଆପଣ ଙ୍କ ମନ ଖୁବ ଭଲ ଆପଣ ନିଜ ଲକ୍ଷ୍ୟ କୁ ପାଇବା କୁ ନିଜ ଜୀବନର ସବୁ ଚେଷ୍ଟା କରି ଦେଇ ଥାନ୍ତି । ଆପଣ ଯାହାଭି କରନ୍ତି ତାକୁ ଆପଣ ନିଜ ପରିବାର ପାଇଁ ଭାବି ନେଇ ଥାନ୍ତି ।

ଜୁନ – ଆପଣ ଖୁବ ଭଲ ମଣିଷ । ଆପଣ ସବୁ ବେଳେ ନିଜ ଠାରୁ ଅଲଗା ଲୋକମାନଙ୍କ ଖୁଶି ଆଗ ଦେଖନ୍ତି କିନ୍ତୁ ଯିଏ ଆପଣଙ୍କୁ ପସନ୍ଦ ନୁହେଁ ସେ ଯେତେ ଚେଷ୍ଟା କରିଲେ ମଧ୍ୟ ଆପଣଙ୍କ ପାଖକୁ ଆସି ପାରେନି ।

ଜୁଲାଇ – ଆପଣ ସବୁ କାମ କରିବାର ଜୋଷ କୁ ସବୁ ବେଳେ ଜାଗୃତ ରାଖୀ ଥାନ୍ତି ଆପଣ ଯଦି କିଛି କାମ କରିବା ପାଇଁ ଚି-ନ୍ତା କରନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ କରିକି ହିଁ ରୁହନ୍ତି । ଆପଣଙ୍କ ଜଣ ସମ୍ପର୍କ ଖୁବ ଭଲ ଥାଏ ।

ଅଗଷ୍ଟ – ଆପଣ ଚତୁର ଥାନ୍ତି । ଆପଣଙ୍କ ପାଇଁ ସମସ୍ଯା କେବେ ହେଲେ ଖାଲି ଆସି ନଥାଏ ସମାଧାନ ମଧ୍ୟ ଆପଣ ଏହା ମଧ୍ୟରୁ ବାଛି ଦେଇ ଥାନ୍ତି ।

ସେପ୍ଟେମ୍ବର – ଆପଣ ସବୁ ବେଳେ ନିଜ କୁ ସବୁ କାମରେ ଆଗୁଆ ରଖନ୍ତି । ଆପଣ ଯାହା ଭାବନ୍ତି ତାହା କୁହନ୍ତି । ଆପଣ କେବେ ହେଲେ କାହାକାଉ ଦୁଃଖ ଦେଇ ନଥାନ୍ତି କି କାହାର ହସ୍ତକ୍ଷେପ ମଧ୍ୟ ଆପଣଙ୍କୁ ପସନ୍ଦ ନୁହେଁ ।

ଅକ୍ଟୋବର – ଆପଣ ଯଦି କିଛି ନୂଆ କାମ ଅକରିବା ଅପାଇନ ଚାହାଁନ୍ତି ଆପଣଙ୍କୁ କେହି ଅଟକାଇ ପାରିବେ ନି କିନ୍ତୁ ସବୁ ବେଳେ ନିଜ କର୍ମ ବଦଳାଇବା ଆପଣଙ୍କ ସ୍ଵଭାବ ଅଟେ ।

ନଭେମ୍ବର – ଆପଣ ଟିକେ ଅଳସୁଆ ଥାନ୍ତି କିନ୍ତୁ ଆପଣ ନିଜ ଆୟତ ଠାରୁ ଆଗକୁ ଜୀବ ଅପାଇନ କେବେ ହେଲେ ଡଋ ନଥାନ୍ତି । ଆପଣ ଖୁବ ବୁଝିବାର ହୋଇ ଥାନ୍ତି ।

ଡିସେମ୍ବର – ଆପଣ ଦେଖିବା ଅପାଇନ ଖୁବ ଆକର୍ଷିତ ହୋଇ ଥାନ୍ତି ଅନେକ ସମୟରେ ଭୁଲ ଚି-ନ୍ତା ଧାରା ପାଇଁ ଆପଣ କିଛି ଭୁଲ କାମ କରି ଥାନ୍ତି ଏହାକୁ ଆପଣ ପରେ ଠିକ କରି ନେଇ ଥାନ୍ତି ।

Leave a Reply

Your email address will not be published. Required fields are marked *