ଯଦି ଆପଣଙ୍କ ନାମ A,G,K,M,T ରୁ ଆରମ୍ଭ, ତେବେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ଆଜି ଆମେ କହିବା କି ଆମ ନାମର ପ୍ରଥମ ଅକ୍ଷର ଆମ ବିଷୟରେ କଣ କହିଥାଏ । ଦେଖିବା ପାଇଁ ଗଲେ ଆମ ନାମର ପ୍ରଥମ ଅକ୍ଷର ଆମ ଆଗାମୀ ଜୀବନ ବିଷୟରେ କହିଥାଏ । ଜ୍ୟୋତିଷଙ୍କ ଅନୁସାରେ ବ୍ୟକ୍ତି ଜନ୍ମ ହେବା ସମୟରେ ଚନ୍ଦ୍ରମାର ସ୍ଥିତିକୁ ନେଇ ଆମର ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ , ଏବଂ ସେହି ଚନ୍ଦ୍ରର ସ୍ଥିକୁ ନେଇ ଆମର ନାମର ପ୍ରଥମ ଅକ୍ଷର ମଧ୍ୟ ବାହାରିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଏହି ସବୁ ଅକ୍ଷର ହୋଇଥାଏ ତେବେ ଆପଣଙ୍କ ଆଗାମୀ ଦିନ କିଭଳି ରହିବ ।

ପ୍ରଥମ ଅକ୍ଷର ହେଉଛି “A” – ଏହି ଅକ୍ଷରରେ ନାମ ଥିବା ଲୋକମାନେ ସବୁ ବେଳେ ବହୁତ ପରିଶ୍ରମ କରିଥାନ୍ତି, ଏମାନେ ସବୁ ବେଳେ ଧର୍ଯ୍ୟର ସହ କାମ କରିବା ପାଇଁ ଭଲ ପାଇଥାନ୍ତି । ଏମାନେ ରାଗିବା, ଝଗଡା କରିବା ଭଳି କାମ ଠାରୁ ଦୂରେଇ ରହିବା ପାଇଁ ଭଲ ପାଇଥାନ୍ତି ।

ଅନ୍ୟକୁ କେତେ ଖରାପ ଲାଗୁନା କାହିଁକି ଏମାନେ ସବୁ ବେଳେ ସତ କହିବା ପାଇଁ ଭଲ ପାଇଥାନ୍ତି । ଏମାନେ ନିଜ ବ୍ୟକ୍ତିଗତ ଜୀବନ ଓ କର୍ମ ଜୀବନ ଉଭୟକୁ ନିଜ ଠାରୁ ଅଲଗା କରି ରଖିଥାନ୍ତି । ଏମାନେ ନିଜ ବିଚାର ଖୋଲା ଖୋଲି ଭାବେ ସମସ୍ତଙ୍କ ଆଗରେ ରଖିଥାନ୍ତି କିନ୍ତୁ ରୋମାନ୍ସରେ ଏମାନେ ଟିକେ ଲାଜ କରିଥାନ୍ତି ।

ଏହା ପର ନାମ ହେଉଛି “G” – ଏହି ନାମର ମହିଳାଙ୍କ କଥା କହିବାକୁ ଗଲେ ଏମାନେ ସାନ୍ତ ସ୍ଵଭାବର ଅଟନ୍ତି । କିନ୍ତୁ ଭୁଲ କଥା ଶୁଣିବା ପରେ ଏମାନେ ରାଗି ଯାଇ ଥାନ୍ତି । ଏମାନେ କାହା କଥାରେ ଆସି କୌଣସି କାମ କରିବାକୁ ପସନ୍ଦ କରନ୍ତି ନାହିଁ । ଏମାନେ ଖୋଲା ଚିନ୍ତା ଧାରାର ବ୍ୟକ୍ତି ଅଟନ୍ତି ।

ଯଦି କେହି ତାଙ୍କୁ ବୁଝିଥାଏ ତେବେ ସେମାନଙ୍କ ପାଇଁ ଏମାନେ ସବୁ କିଛି କରିଥାନ୍ତି । ଏହାଙ୍କ ପସନ୍ଦ ନା ପସନ୍ଦ ଟିକେ ଅଲଗା ପ୍ରକାର ଥାଏ । ଏମାନେ ଭଲ ପାଇବା କଥାରେ ଟିକେ ପଛୁଆ ଥାନ୍ତି କିନ୍ତୁ ଯଦି ଏମାନେ ତାକୁ ପାଇ ଯାଇଥାନ୍ତି ତ ଏମାନେ ସବୁ ଦିନ ପାଇଁ ତାକୁ ନିଜ ପାଖରେ ରଖିଥାନ୍ତି ।

ଏହା ପରେ “K” – ଏହି ନାମର ଲୋକମାନେ ଏମାନେ ବହୁତ ବୁଝିବାର ହୋଇଥାନ୍ତି । ଏମାନେ ସବୁ ବେଳେ ଖୁସିରେ ରହିବା ପାଇଁ ଭଲ ପାଇଥାନ୍ତି । ଏମାନେ ଦେଖିବା ପାଇଁ ଆକର୍ଷିତ ହୋଇଥାନ୍ତି । ଏମାନଙ୍କ ବ୍ୟକ୍ତିତ୍ବ ପାଇଁ ଏମାନେ ସଫଳତା କୁ ହାସଲ କରିଥାନ୍ତି ।

“M” ନାମର ଲୋକମାନେ – ଏମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ବହୁତ ସାହସୀ ହୋଇଥାନ୍ତି, ଯେଉଁ କାମ ପାଇଁ ଏମାନଙ୍କୁ ଛାଡିଲେ ଏମାନେ ସଫଳ ହୋଇକି ଆସିଥାନ୍ତି ।

“T” ନାମର ବ୍ୟକ୍ତି – ଏମାନେ ମଧ୍ୟ ଖୁବ ବୁଦ୍ଧିମାନ ଅଟନ୍ତି । ଯେଉଁ ସମୟରେ ଏମାନେ ସବୁ କଷ୍ଟ ଭୋଗିଥାନ୍ତି ସେହି ସମୟରେ ଏମାନଙ୍କ ପାଇଁ କିଛି ନୂଆ ରାସ୍ତା ବାହାରି ଥାଏ । ଏମାନେ ସବୁ ବେଳେ ସୁଯୋଗ କୁ ଦେଖିକି କାମ କରିଥାନ୍ତି ।

Leave a Reply

Your email address will not be published. Required fields are marked *