ଯଦି ଆପନଙ୍କ ନାମ S, R, P, B, M, N ଏହି ଅକ୍ଷରରୁ ଆରମ୍ଭ ତେବେ ନିଶ୍ଚୟ ଦେଖନ୍ତୁ…

ଏହା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଦୁନିଆରେ ପ୍ରତେକ ବ୍ୟକ୍ତି ନେଚର ଅଲଗା ଅଲଗା ହୋଇଥାଏ । ସବୁ ବ୍ୟକ୍ତିଙ୍କ ସ୍ଵଭାବ ଦୁନିଆରେ ନିଜର ଗୋଟେ ଗୋଟେ ପରିଚୟ ବନେଇଥାଏ । ଏହି ଦୁନିଆର ପ୍ରତେକ ମଣିଷ ନିଜର ଭାଗ୍ୟ ନେଇ ଆସିଥାଏ । ପ୍ରତେକ ମଣିଷର ନାମ ତାର ଜନ୍ମର ଗ୍ରହର ସ୍ଥିତି ଅନୁସାରେ ହୋଇଥାଏ । ପ୍ରତେକ ଅକ୍ଷରର କିଛି ଅଲଗା ମହତ୍ତ୍ଵ ରହିଥାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ଅକ୍ଷରର ନାମ ବିଷୟରେ କହିବୁ ଯାହାଙ୍କୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ।

S ନାମର ବ୍ୟକ୍ତି:- ଏହି ବ୍ୟକ୍ତି ବହୁତ ଚାଲାକ ହୋଇଥାନ୍ତି । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ନିଜର ଜିନିଷ ଓ ରହସ୍ୟ କଥାକୁ କାହା ସହିତ ଶେୟାର କରିବା ଏମାନଙ୍କୁ ପସନ୍ଦ ନୁହେଁ । ଛୋଟ ଛୋଟ କଥାକୁ ନେଇ ଏମାନେ ବେଳେ ବେଳେ ବହୁତ ଭାବୁକ ହୋଇ ଯାଆନ୍ତି ।

R ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ନରମ ହୃଦୟର ହୋଇଥାନ୍ତି । ଏମାନେ କେବେ କାହାରି ଦୁଃଖ ଦେଖିପାରନ୍ତି ନାହିଁ । ଏମାନେ ନିଜ ପରିବାରରକୁ ବହୁତ ମହତ୍ଵ ଦିଅନ୍ତି । ଏମାନେ ଭିଡରୁ ଅଲଗା ହୋଇ ରହିବାକୁ ପସନ୍ଦ କରନ୍ତି । ଏମାନେ ଜୀବନରେ କାମ କରିବାକୁ ପସନ୍ଦ କରନ୍ତି ।

P ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ରାଗି ହୋଇଥାନ୍ତି । ଏମାନେ ଟିକେ ଟିକେ କଥାରେ ରଗିଥାନ୍ତି । ଏହି ବ୍ୟକ୍ତି ମାନେ ସବୁବେଳେ ଠିକ କଥା କହୁଥାନ୍ତି । ଏମାନେ ବହୁତ ସଚ୍ଚୋଟ ଓ ବିଶ୍ଵାସୀ ହୋଇଥାନ୍ତି । ଏମାନେ ବହୁତ ପ୍ରତିଭାର ମାଲିକ ହୋଇଥାନ୍ତି । ଏମାନଙ୍କୁ ଜୀବନରେ ସମସ୍ତ ଖୁସି ମିଳିଥାଏ । ଅନ୍ୟର ସାହାର୍ଯ୍ୟ କରିବା ମନୋଭାବ ଏମାନଙ୍କ ମନରେ ସବୁବେଳେ ଥାଏ ।

B ନାମର ବ୍ୟକ୍ତି:- ଏହି ବ୍ୟକ୍ତି ମାନେ ବହୁତ ଖୋଲା ହୃଦୟର ହୋଇଥାନ୍ତି । ଏମାନେ ସବୁବେଳେ ଖୁସିରେ ରହିବାକୁ ଇଚ୍ଛା କରିଥାନ୍ତି । ଏହି ବ୍ୟକ୍ତି ମାନେ ନିଜର ସମସ୍ତେ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଯଥା ଚେଷ୍ଟା କରିଥାନ୍ତି ଏବଂ ସେଥିରେ ସେ ସଫଳ ମଧ୍ୟ ହୋଇଥାନ୍ତି ।

M ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ନରମ ସ୍ୱଭାବର ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ନିଜର ସୁନ୍ଦରତା ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି । ଏହି ବ୍ୟକ୍ତି ମାନେ ନିଜର ବ୍ୟବହାର ଦ୍ୱାରା ସମସ୍ତଙ୍କ ମନରେ ଘର କରିଥାନ୍ତି । ଏମାନେ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ ।

N ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତିମାନେ ସବୁବେଳେ ସମସ୍ତଙ୍କ ସହ ମିଳିମିଶି ରହିବାକୁ ଇଚ୍ଛା କରିଥାନ୍ତି । ଏମାନେ ନିଜର କାମ ପୁରା ମନ ଧ୍ୟାନ ଦେଇ କରନ୍ତି । ଏ ନାମ ବ୍ୟକ୍ତି ସ୍ଵଭାବରେ ବହୁତ ଜିଦ୍ଦି ଏବଂ ମଜାଳିଆ ହୋଇଥାନ୍ତି, ଏହି ଲୋକ ଦେଖିବା ପାଇଁ ବହୁତ ଆକର୍ଷିତ ହୋଇଥାନ୍ତି ଓ ନିଜ ଆକର୍ଷଣ ଦ୍ଵାରା ଅନ୍ୟ ଲୋକଙ୍କୁ ନିଜ ଦିବାନା ବନେଇଥାନ୍ତି ।

Leave a Reply

Your email address will not be published. Required fields are marked *