ଯଦି ଦୁଃଖରୁ ବଞ୍ଚିବା ପାଇଁ ଚାହୁଁ ଛନ୍ତି ତେବେ ମାନେ ରଖନ୍ତୁ ମୋର ଏହି ଗୋଟେ କଥା- Chanakya Niti

ଜଣେ ଲୋକ ଫାଇନାନ୍ସ କମ୍ପାନୀ ଖୋଲିଲା ଏବଂ ଲୋକଙ୍କୁ ଏହା କହିଲାକି ତାଙ୍କର ପଇସା ଦୁଇଗୁଣ କରି ଫେରାଇବ, ସେ ଲୋକଙ୍କ ଠାରୁ କେବଳ ଶହେ ଶହେ ଟଙ୍କା ଜମା କରାଇଲା ଏବଂ ଗୋଟିଏ ମାସ ପରେ ସମସ୍ତଙ୍କୁ ୨୦୦- ୨୦୦ ଟଙ୍କା ଫେରାଇଲା । ଏହା ପରେ ସେ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଜମା କରାଇଲେ ଓ ଗୋଟେ ମାସପରେ ସମସ୍ତଙ୍କୁ ଦୁଇ ହଜାର ଦୁଇହାଜର ଫେରାଇ ଦେଲା ।

ଏହା ଦ୍ଵାରା କମ୍ପାନୀ ଉପରେ ଲୋକଙ୍କ ବହୁତ ବିଶ୍ବାସ ହେଲାକି ଲୋକ ଟଙ୍କା ଭରିକରି ପଇସା ଆଣିବା ଆରମ୍ଭ କାଲେ । ଏହା ପରେ ବହୁତ କୋଟି ଟଙ୍କା ଜମା ହୋଇଗଲା । ଏବଂ ତାପରେ କମ୍ପାନୀ ବନ୍ଦ ଓ ଫାଇନାନ୍ସ ବାଲା ଫେରାର ହୋଇଗଲା । ଆଉ ଗୋଟିଏ କମ୍ପାନୀ ନିବେଶ କରିବା ନାମରେ ଲୋକଙ୍କ ଠାରୁ ୩ କୋଟି ଟଙ୍କା ନେଇ ଫେରାର ହୋଇଯାଇଛି ।

କମ୍ପାନୀ ଲୋକଙ୍କୁ ବିଶ୍ବାସ ଦେଇଥିଲାକି ଦେଢ ବର୍ଷ ପରେ ଲୋକଙ୍କୁ ୨୭ ରୁ ୧୦୦ ଗୁଣ ଅଧିକ ଟଙ୍କା ବଢାଇକି ଫେରାଇବ କିନ୍ତୁ କମ୍ପାନୀ ନିର୍ଦେଶକ ଲୋକଙ୍କୁ ଓଲା ବନାଇକି ତିନି କୋଟି ଟଙ୍କା ଏକତ୍ର କରି ରାତି ରାତି ଫେରାର ହୋଇଗଲେ । ଏହିଭଳି ଘଟଣା ବାରମ୍ବାର ଘଟୁଛି ଖାଲି ରୂପ ବଦଳି ଯାଉଛି । କିଏ ଗୋଟିଏ ମାସରେ ଦୁଇଗୁଣ କରିବା ପାଇଁ ବିଶ୍ବସା ଦେଉଚିତ ଆଉ କିଏ ବଜାର ମୂଲ୍ଯରେ ଅଧାରେ ଦେବା ବୋଲି କହୁଛନ୍ତି । କିନ୍ତୁ ଏହା କଣ ସମ୍ଭବ ଅଟେ ।

କେବେବୁ ନୁହେଁ ଏହିଭଳି ଯୁଗରେ କୌଣସିକମ୍ପାନୀ ଏତେ ଲାଭ ପ୍ରାପ୍ତ କରୁନି ଯାହା ଦ୍ଵାରା ସେ ଲୋକଙ୍କୁ ଏହିଭଳି ଇଛା ସବୁ ପୂର୍ଣା କରିବ । କେବେବି ସମ୍ଭବ ହୋଇନଥାଏ ଦୁଇଗୁଣ ଅଧିକ ଟଙ୍କା ଫେରାଇବ । ଏମିତି ସବୁ ହୋଇକି ମଧ୍ୟ ଲୋକ ସିଖୁ ନାହାନ୍ତି, ଠକ ଲୋକଙ୍କ କଥାରେ ପଡି ନିଜ ପରିଶ୍ରମଫଳ ଲୋଭରେ ଇନଭେସ୍ଟ କରୁଛନ୍ତି ଯାହା ପରେ ଲୋକ ଠକି ଦେଲା ପରେ ଜୀବନ ସାରା କାନ୍ଦିବାକୁ ପଡିଥାଏ ।

କଣ ଏମିତି ଲୋକଙ୍କ ବିଷୟରେ ଶୁଣିଛନ୍ତି ଯିଏ ନିଜେ ଅସୁବିଧାରେ ରହି ଲୋକଙ୍କୁ ଲାଭ ଦେଇଥାଏ । ଆଜି କଲି କେହି କାହାପାଇଁ କରୁନାହାନ୍ତି ନିଜ ଲୋକ ମଧ୍ୟ ଠିକ ସମୟରେ ହାତ ଛାଡି ଦେଉଛନ୍ତି ଆଉ କିଏ କଣ ପାଇଁ ଲାଭ ଦେବ ବିନା ସ୍ଵାର୍ଥରେ । ସେଥିଲାଗି କୌଣସି କଥା କରିବା ଆଗରୁ ଶହେଥର ଭାବନ୍ତୁ କାରଣ କାମ ସାରିଲା ପରେ କୌଣସି ଉପାୟ ମିଳେ ନହିଁ । ଶେଥି ଲାଗି ଠିକ ଜହରେ ପଇସାର ଉପଯୋଗ କରନ୍ତୁ । ସାବଧାନ ରୁହନ୍ତୁ ।

Leave a Reply

Your email address will not be published. Required fields are marked *