ଯଦି ଏହି ଦିନ ହୁଏ ମହିଳାଙ୍କର ପ୍ରଥମ ଋତୁସ୍ରାବ ତେବେ ବନିଥାଏ ବିଧବା ଯୋଗ- Astro Tips

ଶାସ୍ତ୍ର ରେ କୁହାଯାଇଛି କି ସାଧାରଣ ଭାବେ ଝିଅ ମାନେ ଆଠ ବର୍ଷ ଯାଏ ଗୌରିୟ ଅବସ୍ଥାରେ ଥାନ୍ତି । ନଅ ବର୍ଷରୁ ରୋହିଣୀ । ଦଶ ବର୍ଷରୁ ବାଲା ଓ ୧୧ ବର୍ଷରୁ ରଜସଫଲା ହୋଇ ଥାନ୍ତି । ତେଣୁ ଯେତେବେଳେ ଜଣେ ନାରୀ ଯେଉଁ ଦିନ ରଜସ୍ଫଳା ହେବ ସେହି ଦିନର ସବୁ କିଛି ନେଇକି ହିସାବ କରାଯାଏ କି ତାର ଆଗାମୀ ଦିନ କିଭଳି ଜୀବ । ମନେ ରଖନ୍ତୁ କି ଆମେ ଯାହାଭି କହିବା ପାଇଁ ଯାଉଛୁ ଏହା ସବୁ ସାତରରେ ଲେଖା ହୋଇକି ଅଛି ଏହା ଆମେ ଆପଣଙ୍କୁ ମନରୁ କହୁନୁ ।

ମୂହୁର୍ତ୍ତ ଚିନ୍ତାମଣି ଗ୍ରନ୍ଥରେ ଲେଖା ଅଛି କି ମାଘ, ବୈଶାଖ, ଆଶ୍ଵିନ, ଜ୍ୟଷ୍ଠ, ଫାଲଗୁନ, ଶ୍ରାବଣ ଏହି ମାସର ଶୁକ୍ରବାର ଦିନ ରଜସ୍ଫଲା ହେଲେ ଏହା ଆତ୍ୟନ୍ତ ସୁଖ ହୋଇ ଥାଏ । ଯଦି ସଂଧ୍ୟା କିମ୍ବା ସକାଳେ ଏହାକୁ ଦେଖିଲେ ଏହା ଭଲ ହୋଇ ଥାଏ । ସାୟନ ସମୟ କୁ ଛାଡି ଦେଲେ ଆମେ ଯେଉଁ ସମୟରେ ରଜ ଘଟି ଥାଏ ଏହା କନ୍ୟା ପାଇଁ ଶୁଭ ହୋଇ ଥାଏ । ଏବେ କହିବା କେଉଁ କେଉଁ ନଖେଟର ସମୟ ରେ ରାଜହୋଇ ଥିଲେ ଭଲ ହୋଇ ଥାଏ । ଗୋଚର ରେ ଶ୍ରବଣା, କନିଷ୍ଠା, ସତାଭିଷା, ଚିତ୍ରା, ଅନୁରାଧା, ମୃଗଶିରା, ରେବତୀ, ଅଶ୍ଵିନୀ, ପୁଷ୍ୟା, ହସ୍ତା, ରୋହିଣୀ, ଉତ୍ତର ଫାଲ୍ଗୁନୀ, ଉତ୍ତାରା ଶାଡା, ଉତ୍ତାରା ଭାଦ୍ରପଦା ସ୍ଵାତି ଆଦି ।

ଏହି ସବୁ ନକ୍ଷତ୍ର ଯଦି ଗୋଚର କରୁଥାନ୍ତି ସେହି ସମୟରେ ଯଦି କନ୍ୟାଟି ରଜ ହୁଏ ଏହା ତା ପାଣି ଶୁଭ ଫଳ ଦାଇ ରହିବ ଶୁଭ ଫଳ ପ୍ରଦାନ କରିବ । ଏହା ବ୍ଯତୀତ ରେ ଯଦି ଅନ୍ୟ କିଛି ଗୋଚର ଚାଲୁଥିବା ବେଳେ କନ୍ୟାଟି ରଜ ହୁଏ ତେବେ ତାକୁ ବହୁତ ଦୁଃଖ କଷ୍ଟ ଭୋଗିବା ପାଇଁ ପଡିବ । ସନ୍ତାନ ଦୁଃଖ, ସାସୁ ଘର ଦୁଃଖ, ସ୍ଵାମୀ ଦୁଃଖ ତା ଜୀବନରେ ଆସିଥାଏ । ଯଦି ଆଉ କେଉଁ ସମୟରେ ନାରୀ ରଜ ହେଲେ ଶୁଭ ହେବ ।

ଯଦି ନାରୀଟି ନୂଆ ବସ୍ତ୍ର ପରିଧାନ କରୁଥିବ ଓ ଏହା ଶ୍ଵେତ ବସ୍ତ୍ର ହୋଇଥିବ ଓ ନାରୀ ରଜ ହୋଇ ଥାଏ ଏହା ମଧ୍ୟ ଶୁଭ ହୋଇ ଥାଏ । ଯଦି ନାରୀଟି ବିଛଣାରେ ସୋଇଛି ରଯ ହୁଏ ଏହା ମଧ୍ୟ ଶୁଭ ଅଟେ । ଯଦି ଏକ ନାରୀ ନ ସୋଇକି କେବଳ ବସିଛି ଓ ରଜ ହୋଇଥାଏ ଏହା ମଧ୍ୟ ଶୁଭ ଅଟେ । ଶୁଭ କାର୍ଯ୍ୟ ବା ଉତ୍ତମ କାର୍ଯ୍ୟ କରୁଥିବା ବେଳେ ଯଦି ନିଜର ପ୍ରଥମ ରଜ ହୋଇ ଥାଏ ତେବେ ଏହା ମଢହୟ ଶୁଭ ପରିଣାମ ଦେଇ ଥାଏ ସେହି ନାରୀ ମାନଙ୍କୁ । ଆପଣ ଏହାର ଧ୍ୟାନ ରାଖୀ ଯଦି ହାକୁ ଦେଖି ପାରିବେ ତେବେ ଜାଣି ପାରିବେ କି ଆପଣଙ୍କ ଜୀବନରେ କଣ ଖୁଶି ଆସିବା ପାଇଁ ଯାଉଛି ।

Leave a Reply

Your email address will not be published. Required fields are marked *