ଜଦି ଦାନ୍ତ ମଝିରେ ଗେପ୍ ଓ ପାଦର ଆଙ୍ଗୁଠି ଏପରି ଥାଏ ତେବେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Vastu tips

ଆମ ଶରୀର ମଧ୍ୟ ଆମକୁ ଅନେକ କଥା କହି ଥାଏ । ତେବେ ଆମେ ଆଜି କହିବା କି କେଉଁ ଭଳି ଭାବେ ଆମେ ଏହା ବିଷୟରେ ଜାଣିବା । ଆମ ସମୁଦ୍ର ଶାସ୍ତ୍ର ରେ ଏହି ବିଷୟରେ କୁହା ଯାଇଛି । ଆପଣ ପାଦରେ ଆଙ୍ଗୁଠି ର ଗ୍ୟାପ ଥିଲେ ଏହା ଭଲ କି ନାଇ । ଆମ ଦାନ୍ତରେ ଯଦି ଗ୍ୟାପ ଅଛି ତେବେ ଏହା କଣ ପରିଣାମ ଦେବ ଏହା ସହ କିଛି ମହିଳା ମାନଙ୍କ ର ନିଶ ଥାଏ । ସେମାନେ କେଉଁ ଭଳି ମହିଳା ଅଟନ୍ତି ବିବାହ ପରେ ସେହି ଭଳି ମହିଳା ମାନେ କିଭଳି ଦେଖା ଯିବେ ଇତ୍ୟାଦି ଆମେ ଆଜି ଆପଣଙ୍କୁ କହିବା ।

ଯେଉଁ ପୁରୁଷ ମାନଙ୍କ ର ନିଶ ଦାଢି ଆସି ନଥାଏ ସେମାନେ କିଭଳି ଥାନ୍ତି । ଯଦି ଆପଣଙ୍କ ପାଖରେ ଏହି ମାନଙ୍କ ମଧ୍ୟରୁ କିଛି ଲକ୍ଷଣ ଥାଏ ତେବେ ଜାଣନ୍ତୁ ଏହା ଆପଣଙ୍କ ପାଇଁ ଭଲ କି ଖରାପ । ଆପଣଙ୍କ ପାଦର ଆଙ୍ଗୁଳି କିଭଳି ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ପାଦର ମାଝି ଆଙ୍ଗୁଳି ଯଦି ବଡ ଥାଏ ଏମିତି ଲୋକମାନେ ସବୁ କମାକୁ ଭଲ ଭାବେ କରି ଥାନ୍ତି ।

ଏହି ଭଳି କି ତାଙ୍କ କାମ ରେ ତାଙ୍କୁ କେହି ହରାଇ ପାରି ନଥାନ୍ତି । ଯାହାର ବୁଢା ଆଙ୍ଗୁଳି ପାଖ ଆଙ୍ଗୁଳି ଛୋଟ ହୋଇ ଥାଏ । ସେମାନେ ସବୁ ବେଳେ ଖୁଶିରେ ରହିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ମାନଶୀକ ସ୍ତରରେ ଭଲ ଥାନ୍ତି । କିନ୍ତୁ ଏମାନେ ଶାରୀରିକ କାମ ରେ ପଛରେ ଥାନ୍ତି । ଏମାନେ ବହୁତ ଭବାଇ ଚିନ୍ତି ଏମାନେ କାମ କରି ଥାନ୍ତି ।

ଯଦି ପାଦର ମାଝି ଆଙ୍ଗୁଳି ମାନ ସମାନ ଥାଏ । ସେମାନେ ସବୁ ବେଳେ ସମ୍ମାନ ର ଅଧିକାରି ହୋଇ ଥାନ୍ତି । ଯେଉଁ ମାନଙ୍କ ପାଦର ଆଙ୍ଗୁଳି ସାନରୁ ବଡ ହୋଇ ଥାଏ ସେମାନେ ସବୁ ବେଳେ ନିଜ କଥା ଭାବି ଥାନ୍ତି ସେମାନେ ଭାବି ଥାନ୍ତି କି ସେମାନେ ଯାହା କରୁ ଛନ୍ତି ତାହା ଠିକ ଥାଏ ।

କାହା କଥା ଶୁଣିବା ପାଇଁ ସେମାନେ ଭଲ ପାଇ ନଥାନ୍ତି । ଏହି ଭଳି ଲୋକମାନେ ସବୁ ବେଳେ କିଛି ନା କିଛି କାମରେ ଲାଗି ରହିବା ପାଇଁ ଭଲ ପାଇ ଥାନ୍ତି । ଆପଣ ଯାହାକୁ ଯାହା ସେଇ କଥାରେ ସବୁ ଚାଳିବେ ଏହାର ମାନେ ନାଇ । ସମୁଦ୍ର ଶାସ୍ତ୍ର ଅନୁସାରେ ଚକା ମୁହଁ ଥିବା ବ୍ୟକ୍ତି ମାନେ ନିଜ ଜୀବନରେ ଭଲ ଚାକିରି ଭଲ ଜୀବନ ସାଥି ପାଇ ଥାନ୍ତି ।

ଯେଉଁ ମାନଙ୍କ ଆଖିରେ କଳା ଯାଇ ଥାଏ ସେମାନେ ଭାଗ୍ୟବାନ ହେବା ସହ ଅନ୍ୟ ମାନଙ୍କ ପାଇଁ ଖୁବ ଖାସ ହୋଇ ଥାନ୍ତି । ଯେଉଁ ମାନଙ୍କ ଦାନ୍ତ ସଫା ଥାଏ ସେମାନେ ଭାଗ୍ଯବାନ ଥାନ୍ତି । ଯେଉଁ ମାନଙ୍କ ଦାନ୍ତ ମଝିରେ ଫାଙ୍କ ଥାଏ । ତେବେ ଏମାନେ ଭାଗ୍ଯବାନ ଥାନ୍ତି ।

ଏମାନେ ଯାହା ପାଇବା ଥାନ୍ତି ତାକୁ ପାଇ ଯାଇ ଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କ ଦାନ୍ତ ଆଗକୁ ବାହାରିକି ଥାଏ ସେମାନେ ମଧ୍ୟ ଭାଗ୍ଯବାନ ମାଗର ଖୁବ ରାଗି ଓ ଜିଦିଆ ସ୍ଵଭାବର ହୋଇ ଥାନ୍ତି । ମହିଳା ମାନେ ଯଦି ନିଶ ଅଛି ତେବେ ଏହାକୁ ଆମେ ସଫା କରିବା ଭଲ ହୋଇଥାଏ ନ ହେଲେ ଆମେ ଉରନ୍ନତି କରି ପାରିବାନୀ ।

Leave a Reply

Your email address will not be published. Required fields are marked *