ଯଦି ପୁଅ ମାନଙ୍କ ଚେହରା ମା’ଙ୍କ ଭଳି ଓ ଝିଅଙ୍କ ଚେହେରା ପିତାଙ୍କ ଭଳି ହୋଇଥାଏ ତେବେ ଏହାର ଅର୍ଥ କଣ ?

ଯଦି ପୁଅର ମୁହଁ ମା ସହ ମିସୁଛି ଓ ଝିଅର ମୁହଁ ବାପା ସହ ମିସୁଛି ତେବେ ଏହା ଭଲ କି ଖରାପ ହୋଇ ଥାଏ ? ଆଜି ଆମେ କହିବାକି ସମୁଦ୍ର ଶାସ୍ତ୍ର ଅନୁସାରେ ଅଙ୍ଗର ବିଚାର କୁ ନେଇକି ବ୍ୟକ୍ତି ବିଷୟେର କୁହାଯାଇ ଥାଏ । ତେବେ ଆଜି ଆସନ୍ତୁ ଜାଣିବା ଏହାର ଅର୍ଥ କଣ ଅଟେ । ଶରୀରର ତିଆରି ହୋଇ ଥବା ଢଙ୍ଗ ଓ ସେମାନଙ୍କ ଚିହ୍ନ ମଧ୍ୟ ଦେଖିକି ଧନୀ କିମ୍ବା ଗରିବ ହେବାର ସୂଚନା ମିଳି ଯାଇ ଥାଏ ।

ତେବେ ଏହା ସହ ହସ୍ତଶାସ୍ତ୍ର , କପାଳଶାସ୍ତ୍ର, ଦନ୍ତଶାସ୍ତ୍ର, ଲକ୍ଷଣ ଏହି ଭଳି ଅନେକ ଲକ୍ଷଣ ଅଛି ଯାହାକୁ ଆଧାର କରି ଏହାର ଗଣନା କରାଯାଇ ଥାଏ । ତେବେ ଆଗରୁ ବିବାହ ସମୟରେ ଏହି ଶାସ୍ତ୍ର କୂ ଆଧାର କରି ବିବାହ କରା ଯାଉଥିଲା । ଏହି ଶାସ୍ତ୍ର ରେ ଏହା ମଧ୍ୟ କୁହା ଯାଇଛି କି ଏହା କୁ ଅନେକ ଅଧୟନ କରିବା ପରେ ତିଆରି କରା ଯାଇଛି ।

ଏହି ଶାସ୍ତ୍ର ର ତିଆରି କରିବା ପାଇଁ ଅନେକ ସମୟରେ ଅନେକ କ୍ଷେତ୍ରର ଲୋକଙ୍କ ଶାରୀରିକ ଗଠନ କୁ ଦେଖିକି କରା ଯାଇଛି । ଆଜି ଆମେ ଆପଣଙ୍କୁ କହିବାକି ମୁହଁର ଗଠନ ଦ୍ଵାରା ଆମେ କିଭଳି ଜାଣିବା କି ଏହା କେଉଁ ଭଳି ଜୀବନ ପାଇବେ । ଆଗକୁ ଯାଇକି ଆସନ୍ତୁ ତେବେ ଆରମ୍ଭ କରିବା ।

କପାଳ ରୁ ଆସନ୍ତୁ ଜାଣିବା ଯଦି କାହାର କପାଳ ଚଉଡା କମ ଓ ଲାମ୍ବା ଅଧିକ ଥାଏ ତେବେ ସେ ଜୀବନରେ ଅନେକ ସଫଳତା ପାଇ ଥାଏ । ଯେଉଁ ମାନଙ୍କ ମୁଣ୍ଡ ମାଧ୍ୟମ ଥାଏ ସେମାନେ ଧନବାନ ଥାନ୍ତି । ଏହା ପରେ ଆସେ ଯଦି କାହାର ମୁଣ୍ଡ ବଡ ଓ ଚଉଡା ଥାଏ ତେବେ ସେମାନେ ଅନେକ କଷ୍ଟ ସମ୍ଭାଳି ଥାନ୍ତି । ଏହା ପରେ ଆସିବା ଚେହେରାକୁ ।

ଯଦି ଆପଣଙ୍କ ମୁହଁ ଅଣ୍ଡାକାର ତେବେ ଆପଣଙ୍କର ନିଜ ଉପରେ ଅଧିକ ରୁ ଅଧିକ ନିୟନ୍ତ୍ରଣ ଥାଏ । ଏମାନେ ଯାହା ସହ ଯୋଡି ହୋଇ ଯାଇଥାନ୍ତି ଏମାନେ ତାକୁ ଛାଡି ପାରି ନଥାନ୍ତି । ଏମାନେ ସହନଶୀଳ ଥାନ୍ତି ଏହା ସହ ଏମାନେ ରାଗି ମଧ୍ୟ ଥାନ୍ତି ମାତ୍ର ଅଧିକା ନୁହେଁ । ଏହା ପରେ ଆସେ ଚକୋର ଚେହେରା ଏହା ସାଧାରଣ ଭାବେ ମହିଳା ମାନଙ୍କ ପାଖରେ ଦେଖା ଯାଇ ଥାଏ । ସେମାନେ ଦେଖିବା ପାଇଁ ସୁନ୍ଦର ହୋଇ ଥାନ୍ତି ।

ଏହା ସହ ସେମାନେ ରାଗି ମଧ୍ୟ ହୋଇଥାନ୍ତି । ନିଜ ଇଚ୍ଛା ଅନୁସାରେ ସେମାନେ ଅନ୍ଯଠାରୁ କାମ କରାଇ ପାରିଥାନ୍ତି । ଏହା ପରେ ଗୋଲାକାର ଚେହେରା ଏମାନେ ଦେଖିବା ପାଇଁ ସୁନ୍ଦର ଅଟନ୍ତି । ଏମାନେ ସବୁ ବେଳେ ଖୁଶିରେ ରହିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ଯଦି ଭୂଲରେ କାହାର ମଜା ଉଡାଇ ଦେଇଥାନ୍ତି ଏମାନେ ତେବେ ଏମାନେ ଭୁଲ ମଧ୍ୟ ମାଗି ଦେଇଥାନ୍ତି । ଏହା ପରେ ଆସେ ତ୍ରିକୋଣ ବାଲା ଚେହେରା ଯେଉଁ ମାନଙ୍କ ଚେହେରା ତ୍ରିକୋଣ ଆକାରର ଥାଏ ସେମାନେ ରଚନାତ୍ମକ ହୋଇଥାନ୍ତି ।

ନିଜର ଏକ ପରିଚୟ କରିବା ପାଇଁ ଭଲ ପାଇ ଥାନ୍ତି ଏମାନେ କଳାରେ ବହୁତ ନାମ କମାଇବା ଥାନ୍ତି । ଯେଉଁ ପୁଅ ମାନଙ୍କ ମୁହଁ ସେମାନଙ୍କ ମାତା ସହ ମିଶୁଥାଏ ସେମାନେ ଅନେକ ନାମ କମାଇ ଥାନ୍ତି ଓ ସେମାନେ ସବୁ ବେଳେ ଅନେକ ଲୋକଙ୍କ ଦ୍ଵାରା ପ୍ରଶଂସା ମଧ୍ୟ ପାଇ ଥାନ୍ତି । ଯେଉଁ ଝିଅ ମାନଙ୍କ ମୁହଁ ତାଙ୍କ ପିତାଙ୍କ ଭଳି ହୋଇ ଥାଏ ସେମାନେ ମଧ୍ୟ ଭଲ ଓ ଗୁଣୀ ହେବା ସହ ତେଜସ୍ବୀ ସନ୍ତାନ କୁ ଜନ୍ମ ଦେଇ ଥାନ୍ତି ।

Leave a Reply

Your email address will not be published. Required fields are marked *