ଯଦି ସ୍ତ୍ରୀ ସକାଳୁ କରେ ଏହି କାମ ସ୍ୱାମୀକୁ କୋଟିପତି ହେବାକୁ କେହି ରୋକିପାରିବେନି

ସ୍ୱାମୀ, ସ୍ତ୍ରୀ ର ସମ୍ପର୍କ ସବୁ ସମ୍ପର୍କରେ ଉପରେ । ଯେତେବେଳେ ସୃଷ୍ଟି ରଚୟିତା ସୃଷ୍ଟି ରଚନା କଲେ ସେତେବେଳେ ସେ ଗୋଟେ ପୁଅ ଆଉ ଗୋଟେ ଝିଅ ସୃଷ୍ଟି କଲେ । ସେତେବେଳେ ଏହି ଦୁଇ ଜଣ ଙ୍କ ବିବାହ ହେଲା । ତାପରେ ସମ୍ପର୍କ ସ୍ଥାପନ ହେଲା । ଏମିତି ହେବା ପରେ ମନୁଷ୍ୟ ଜନ୍ମ ହେବା ଦ୍ବାରା ଏହି ମନୁଷ୍ୟ ଜାତି ବିସ୍ତାର ହେଲା । ସ୍ତ୍ରୀ କୁ ସ୍ୱାମୀ ର ଅର୍ଧଆଙ୍ଗିନୀ କୁହାଯାଏ । ସ୍ତ୍ରୀ ଯାହା କରେ ସ୍ୱାମୀ ତାର ଫଳ ଭୋଗ କରେ ।

ତେଣୁ ଯଦି ସ୍ତ୍ରୀ ଭଲ କର୍ମ କଲା ସ୍ୱାମୀ ବହୁତ ଭଲ ରେ ରୁହେ । ଆଉ ଯଦି ଖରାପ କର୍ମ କଲା ତେବେ ସ୍ୱାମୀ ବହୁତ ଦୁଃଖରେ ଜିବନ କାଟେ । ତେଣୁ ଏମିତି କର୍ମ କଲେ ସ୍ୱାମୀ କୋଟିପତି ରୁ ଭିକାରୀ ହୋଇଯିବ । ଆସନ୍ତୁ ଜାଣିବା ସ୍ତ୍ରୀ କଣ କଲେ ସ୍ୱାମୀ କେବେ ବି ଗରିବ ହେବନି ।

ସ୍ତ୍ରୀ ସକାଳୁ ଉଠି ଦୁଇ ହାତକୁ ଯୋଡି ଭଗବାନ ଙ୍କୁ ସ୍ମରଣ କରିବା ଉଚିତ । ତାପରେ ନିତ୍ୟକର୍ମ ସାରି ଭଗବାନ ଙ୍କ ସେବା କରିବା, ସ୍ୱାମୀ ଶାଶୂ, ଶଶୁରଙ୍କ ସେବା କରିବା ଉଚିତ । ତୁଳସୀ ଚଉରା ରେ ଜଳ ଅର୍ପଣ କରିବା ଉଚିତ ।

ସ୍ୱାମୀକୁ କୋଟିପତି ହେବାକୁ କେହି ରୋକିପାରିବେନି:

ଏହା ଦ୍ୱାରା ମାତା ଲଷ୍ମୀ ଖୁସି ହୁଅନ୍ତି । ଏବଂ କୃପା ବର୍ଷା କରନ୍ତି । ଏହା ଫଳରେ ସମସ୍ତ ଦୁଃଖ ଦୂର ହୁଏ । ଗୁରୁବାର ଦିନ ଲଷ୍ମୀ ପୁରାଣ ରେ ବର୍ଣ୍ଣିତ ବାରଣ ଜିନିଷ କେବେ ବି ନ କରିବା ଉଚିତ । ତେବେ ଯାଇ ଗୋଟେ ସ୍ତ୍ରୀ ତାର ଶେଷ ନିଶ୍ୱାସ jae ତାର ପରିବାର କୁ ଖୁସିରେ ରଖିପାରିବ । ବୋହୁ ଘର ର ଲଷ୍ମୀ ପ୍ରତିମା ହୋଇଥାଏ । ତେଣୁ ତାକୁ ବୁଝି ବିଚାରି ସବୁ କାମ କାମ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *