ଯାଏ ନୀଳ କାରରେ ଆସେ ନାଲି କାରରେ ସେ କିଏ ? ଏହା ସହ ଆହୁରି 18 Gk Quiz

ନମସ୍କାର ବନ୍ଧୁଗଣ, ଆଜି ଆସନ୍ତୁ ଆମେ ଜାଣିବା କିଛି ଏମିତି ପ୍ରଶ୍ନ ର ଉତ୍ତର ଯେଉଁ ପ୍ରଶ୍ନ ଆପଣ କେବେ ଶୁଣିନଥିବେ । ଏହା ଆପଣଙ୍କ ପିଲା ମାନଙ୍କର ପାଠ ପଢାରେ ନିଶ୍ଚୟ ସହାୟ ହେବ । ଏବଂ ଜ୍ଞାନ ବଢିବାରେ ମଧ୍ୟ ସହାୟ ହେବ । ତେବେ ଆସନ୍ତୁ ଏବେ ଜାଣିବା ଏହି ସବୁ ପ୍ରଶ୍ନ ର ଉତ୍ତର  ।

(୧) କାହାର ଦାନ୍ତ ଅଛି ହେଲେ କାମୁଡି ପାରେ ନାହିଁ ? ଉତ୍ତର: ପାନିଆ (୨) ଛୋଟ ପିଲାଙ୍କର ଏମିତି ଏକ ଖେଳଣା ଯାହାକୁ ଦୁନିଆର ସବୁଠାରୁ ବଡ ଲୋକ ମଧ୍ୟ କିଣି  ପାରନ୍ତି ନାହିଁ ତାହା କଣ ? ଉତ୍ତର: ଜହ୍ନମାମୁ (୩) ଆଖି ଥିଲେ ବି ଅନ୍ଧ, ତାହା କଣ ? ଉତ୍ତର: ମୂର୍ଖ ଲୋକ (୪) ପବନ ଖାଇଲେ କିଏ ମରେ ? ଉତ୍ତର: ଝାଳ (୫) ପୋଡେ କିନ୍ତୁ ନିଆଁ ନୁହେଁ, ତାହା କଣ ? ଉତ୍ତର: ଲଙ୍କା

(୬) ମୃତୁ ପରେ ଯିଏ ଠିଆ ହୋଇ ପାରେ ସେ କିଏ ? ଉତ୍ତର: ଗଛ (୭) ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇପାରେ ନାହିଁ ? ଉତ୍ତର: ଫ୍ଯାନ (୮) ଭଙ୍ଗା ହେଲେବି ସେ ଗୋଟିଏ ତାହା କଣ ? ଉତ୍ତର: ପାନ (୯) ଖାଇଲେ କିଏ ମରେ ? ଉତ୍ତର: ଭୋକ (୧୦) ନିଦରେ ସୁଏ ମଜୁରି ନିଏ, ସେ କିଏ ? ଉତ୍ତର: ରାତ୍ର ଜଗୁଆଳ (୧୧) ଶାଶୁଙ୍କୁ କଫି ଦରକାର ଏବଂ ସ୍ବାମୀଙ୍କୁ ଚା ତେବେ ସ୍ତ୍ରୀ ପ୍ରଥମେ କଣ କରିବେ ? ଉତ୍ତର: ଗ୍ଯାସ ଅନ କରିବେ ।

(୧୨) ଗୋଟିଏ ଘରେ ଜଣେ ଅନ୍ଧ, ଜଣେ ଛୋଟା ଏବଂ ଜଣେ କାଲ ରହୁଛନ୍ତି ତେବେ ଅଟା ପେଷିବା ପାଇଁ କିଏ ଯିବ ? ଉତ୍ତର: କେହି ନୁହେଁ କାରଣ ଅଟାକୁ ପେଷିବା ଦରକାର ନାହିଁ । (୧୩) ଜଣେ ବ୍ୟକ୍ତି ଗୋଟିଏ ଅଙ୍ଗୁଳିରେ ୫ ସେକେଣ୍ଡରେ, ୫ ଜଣଙ୍କୁ ଉପରକୁ ପଠେଇଦେଲେ ତେବେ ସେ କିଏ ଥିଲା ? ଉତ୍ତର: ଲିଫ୍ଟ ମ୍ୟାନ

(୧୪) ରମୁର ୬ ବର୍ଷ ବେଳେ ତ ଭଉଣୀର ବୟସ ତାର ଅଧା ଥିଲା ତେବେ ରମୁକୁ ୪୦ ବର୍ଷ ବେଳେ ତା ଭଉଣୀର ବୟସ କେତେ ହୋଇଥିବ ? ଉତ୍ତର: ୩୭ ବର୍ଷ (୧୫) ଆପଣ ଗୋଟିଏ ଏମିତି ରୂପ ରେ ଅଛନ୍ତି ଯେଉଠି ମାଙ୍କଡ ହାତରେ କଦଳୀ ଠେକୁଆ ହାତରେ ଗାଜର ଏବଂ କୁକୁର ମୁହଁରେ ହାଡ ଅଛି ।ସେଠାରେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ କିଏ ? ଉତ୍ତର: ଆପଣ 

(୧୬) ତାହା କଣ ଯାହାକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ ? ଉତ୍ତର: ହାତ ଘଣ୍ଟା (୧୭) ଦଶ କିଲୋ ଲୁହା ଓ ଦଶ କିଲୋ ତୁଳା ମଧ୍ୟରେ କାହାର ଓଜନ ବେସୀ ? ଉତ୍ତର: ଉଭୟ ସମାନ  (୧୮) ଗାଁ ସହରରେ ବୁଲୁଥାଏ ମନ୍ଦିର ଯିବାକୁ ଡ଼ରିଥାଏ ତାହା କଣ ? ଉତ୍ତର: ଚପଲ (୧୯) ଯାଏ ନୀଳ କାରରେ ଆସେ ନାଲି କାରରେ ସେ କିଏ ? ଉତ୍ତର: ପାନ ଛେପ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *