ଯାହା ଘରକୁ ଏହି ଜୀବଟି ଆସେ, ସେଟାକୁ ସାକ୍ଷାତ ଭଗବାନ ଆସନ୍ତି

ଯେଉଁ ମାନଙ୍କ ଜୀବନରେ ସମସ୍ଯା ଥାଏ । ସେହି ମାନଙ୍କ ଜୀବନରେ ସବୁ ବେଳେ ଏକ ପ୍ରଶ୍ନ ଥାଏ କି ମୋର କଣ ଭୁଲ ପାଇ ମୁ  ଏତେ କଷ୍ଟ ପାଉଛି । କିନ୍ତୁ ଆପଣ ଜାଣି ରଖନ୍ତୁ କି ଭଗବାନ ଆମ ସହ ସେତେବେଳେ ମଧ୍ୟ ଥିଲେ ଯେତେବେଳେ ସେ ଆମ ଠାରୁ ଦୂରରେ ଥିଲେ ଏବେ ମଧ୍ୟ ସେ ଆମ ସହ ଅଛନ୍ତି ଯେତେବେଳେ କି ସେ ଆମ ପାଖରେ ଅଛନ୍ତି । ଯେତେବେଳେ ଭଗବାନଙ୍କୁ ମାନୁ ଥିବା ଆଲୋକମାନେ କଷ୍ଟରେ ଥାନ୍ତି ସେମାନେ ସବୁ ବେଳେ ଏକ କଥା ଭାବି ଥାନ୍ତି  କି ମୁ ଏହି କାମ ଆଉ କରିବିନି ।

ବୋଧେ ହୁଏ ଏହି କାମ ପାଇଁ ମତେ ଏହି ଭଳି ଦଣ୍ଡ ମିଳିଛି ବୋଧେ ହୁଏ ଆପଣ ଠିକ କିନ୍ତୁ ବୋଧେ ହୁଏ ଆପଣ ଭୁଲ ହୋଇ ପାରନ୍ତି କହିବାର ମାନେ ହେଉଛି କି ମଣିଷ ଜୀବନରେ କଷ୍ଟ ଅଧିକା ଆସିବାର କାରଣ ହେଉଛି ତାର ଜୀବନର ସମସ୍ଯା ଯାହା ସେ ନିଜକୁ ନିଜେ ଆରମ୍ଭ କରିଛି ।

ଏହାର ମାନେ ହେଉଛି କି ମଣିଷ ର ପ୍ରାରବ୍ଧ ଦଣ୍ଡ ଯାହାକୁ ସେ ସହଜାରେ ଗ୍ରହଣ କରି ପରି ନଥାଏ । ତେବେ ଏତେ ସମସ୍ଯା ମାନ ମଧ୍ୟରେ ଆପଣ କେଉଁ ଭଳି ଭାବେ ଏହା ଜାଣି ପାରିବେ କି ଆପଣଙ୍କ ସମୟ ଭଲ ଆସିବା ପାଇଁ ଯାଉଛି । ଆସନ୍ତୁ ଜାଣିବା ଏହା ବିଶୟରେ ।

ଆମେ ଆଜି କହିବା କି କେଉଁ କେଉଁ ସଂକେତ ମିଳିବା ଦ୍ଵାରା ଆପଣ ଜାଣି ନେବେ କି ଆପଣାଙ୍କ ଘରେ ଭଗବାନ ଆପଣଙ୍କ ସହ ଅଛନ୍ତି । ଯଦି ଆପଣ ପୂଜା କରିବା ବେଳେ । ଆପଣଙ୍କ ଦ୍ଵାରା ଲଗା ଯାଇ ଥିବା ଦୀପ ଖୁବ ଭଲ ଭାବେ ଜଳି ଥାଏ ଓ ଯେଉଁ ଦୀପ ଜଳିବା ସହ ଆପଣ ଏହା ମଧ୍ୟ ଜାଣି ପାରିବେ କି ଏହା ଭଗବାନ ଆଡକୁ ହୋଇ ରହିଛି ।

ତା ମାନେ ଆପଣଙ୍କ ଭଲ ସମୟ ଆସିବା ପାଇଁ ଯାଉଛି । ଏହା ପରେ ଆପଣ ଯଦି ଆଖି ବନ୍ଦ କରିବା ମାନେ ଆପଣଙ୍କ ଆଗରେ ଭଗବାନ ଙ୍କ ଛବି ଦେଖା ଯାଉଛି । ତେବେ ଆପଣ ଜାଣିବେ କି ଏହା ମଧ୍ୟ ଆପଣଙ୍କ ପାଇଁ ଭଲ । ଅଟେ ଆପଣ ଯଦି ନିଜ ଶତ୍ରୁ କୁ ଦେଖିବା ପରେ ମଧ୍ୟ ଦେଖିକି ଅଣଦେଖା କରି ଦେଉଛନ୍ତି ଓ ତାକୁ ତା ନିଜର ପାପ ପାଇଁ କ୍ଷମା କରୀ ଦେଉଛନ୍ତି ।   ତାହା ମଧ୍ୟ ଏକ ସଂକେତ ଅଟେ ।

ଆପଣଙ୍କ ଘରେ ଯଦି ମାଙ୍କଡ ଆସିକି ନିଜ ଇଛାରେ ଖାଇବା ଖାଉଛି ତେବେ ଏହା ଏକ ଭଲ ସଂକେତ ଅଟେ । ଯଦି ଆପଣ ପାଳି ନଥିବା ବିଲେଇ ନିଜ ମନକୁ ଆସିକି ଆପଣଙ୍କ ଘରେ ପିଲା ଜନ୍ମ କରି ଥାଏ ତେବେ ଏହା ମଧ୍ୟ ଭଲ ସଂକେତ ଅଟେ ।

ଯଦି କେଉଁ ଆଡୁ କିଛି ପକ୍ଷୀ ଆସିକି ଆପଣଙ୍କ ଘରେ ବସା କରୁଛନ୍ତି ଏହା ମଧ୍ୟ ଭଲ ଶୁଭ ସଂକେତ ଅଟେ ଆପଣଙ୍କ ପାଇଁ । ଆପଣ ଜାଣି ନିଅନ୍ତୁ କି ଏବେ ଦୁଃଖ କଷ୍ଟର ଦିନ ସେଶ ହୋଇ ଭଲ ସମୟ ଆସିବା ପାଇଁ ଯାଉଛି ।

Leave a Reply

Your email address will not be published. Required fields are marked *