ଏହି ଦିନ ଯାହା ମାନସିକ କରିବେ ସବୁ ମନସ୍କାମନା ହେବ ପୂର୍ଣ୍ଣ- Ajir Anuchinta

ଜୀବନରେ ସୁଖ ପାଇବା ପାଇଁ ହେଲେ ଆମେ କେଉଁ ନୀତି ନିୟମ ପାଳନ କରିବା ଆସନ୍ତୁ ଜାଣିବା । ଆପଣ ଯଦି ଘରେ ବିଛା ଦେଖୁଛନ୍ତି ତେବେ ଏହା ଶୁଭ ହୋଇ ଥାଏ ଏହାକୁ ଆପଣ ବାହାରକୁ ଯିବା ସମୟରେ ଦେଖିଲେ ମଧ୍ୟ ଏହା ଭଲ ଅଟେ । ଆପଣ ଭୋଜନ କରିବା ବେଳେ ମୁଣ୍ଡରେ ଗାମୀଛା କିମ୍ବା କିଛି ଭି ବସ୍ତ୍ର ରଖିବା ଖରାପ ହୋଇ ଥାଏ । ଆପଣ ଯଦି ଘରେ ଠାକୁରଙ୍କୁ ରଖୁଛନ୍ତି ତେବେ ଏହାଙ୍କ ମୁହଁ ପଶ୍ଚିମକୁ ରହିବା ଭଲ ଓ ମନ୍ଦିରରେ ଥିବା ଠାକୂରଙ୍କ ମୁହଁ ପୂର୍ବ ଦିଗକୁ ରହିବା ଭଲ ହୋଇ ଥାଏ ।

ଆପଣ ଯଦି ଚର୍ମ ରୋଗରେ ଅଛନ୍ତି କିନ୍ତୁ ଏହା କମିବାର ନାମ ନେଉନି ତେବେ ଆପଣ ସବୁ ଦିନ ମାଟିକୁ ସବୁ ଦିନ ମୁଣ୍ଡିଆ ମାରିବା ଭଲ ହୋଇ ଥାଏ । ଆପଣ ଯଦି ମନ୍ଦିର ଯାଉଛନ୍ତି ତେବେ ଆପଣ ସବୁ ବେଳେ ବାହାନ ଙ୍କୁ ମୁଣ୍ଡିଆ ମାରିବା ପାଇଁ ଭୁଲାନ୍ତୁ ନି ଏହା ଖରାପ ହୋଇ ଥାଏ ।

ଆପଣ ଯଦି  ଶୋଇବା ଆଗରୁ ନିଜର ଆଇନା କୁ ଘୋଡାଉ ନାହାଁନ୍ତି ତେବେ ଏହା ଅଖରାପ ଅଟେ । ଆପଣ ସୋଇବ୍ବା ବେଳେ ଏହାକୁ ଘୋଡାଇବା ଭଲ ହୋଇ ଥାଏ କୁହାଯାଏ କି ଏହା ମଧ୍ୟରେ ଖରାପ ଶକ୍ତି ମାନେ ରହି ଥାନ୍ତି ରାତିରେ ।

ଗାଧୋଇ ସାରିବା ଅପରେ ଆପଣ ମୁଢି କିମ୍ବା ତେଲ କୁ ଛୁଇଁବା କଥା ନୁହେଁ । ଆପଣ କଥା କହିବା ବେଳେ ଭାବି ଚିନ୍ତି କହିବା ଭଲ ହୋଇ ଥାଏ । ଟଙ୍କା ଗଣିବା ବେଳେ ଆପଣ ସବୁ ବେଳେ ଏହାଉ ବାହାର ଆଡକୁ ଗଣିବା ଅଶୁଭ ହୋଇ ଥାଏ ଆପଣ ଏହାକୁ ସବୁ ବେଳେ ନିଜ ଆଡକୁ ଗଣିବା ଭଲ ।

ରାଜା, ନାରୀ, ଅଗ୍ନି, ନଦୀ କୁ ସବୁ ବେଳେ ସତର୍କ ରହିବା ଅନିହାତି ଭାବେ ଦରକାର ଥାଏ । ଆପଣ ଟଙ୍କାକୁ ଗଣିବା ବେଳେ ଛେପ ଲଗାବେନି । ସୋମବାର ବୁଧବାର ଶୁକ୍ରବାର ଦିନ ଶୁଭ କାମରେ ଯିବା ବେଳେ ଆପଣ ବାମ ପାଦ ପକାଇ ବାହାରକୁ ଯିବେ ଏହା ଭଲ ହୋଇ ଥାଏ ।

ଘରେ ଯଦି ଚୁଚୁନ୍ଦ୍ରା ଅଛି ତେବେ ଏହା ଭଲ ହୋଇ ଥାଏ । ବୁଢିଆଣୀ ଜଳ ଘରେ ହେବା ଅଶୁଭ କାମ ଅଟେ । ଆପଣଙ୍କ ଦେହରେ ଯଦି ପ୍ରଜାପତି ବାଜିକି ଯାଉଛି ତେବେ ଆପଣ ସୁଖ ଭୋଗ କରିବେ । ଆପଣଙ୍କ ଘର ବାହାରେ ଯଦି କେହି ପକ୍ଷୀ କିଛି ଅଧା ଖାଇ ଥିବା ଫଳ କୁ ବାହାରେ ପକାଇ ଥାଏ ଏହା ଭଲ ହୋଇ ଥାଏ । ସୂର୍ଯ୍ୟ ଉଦୟ ବେଳେ ଯଦି ଆକୁ ପୂର୍ବ ଦିଗରେ ବୋବାଇ ଥାଏ ।

ତେବେ ଏହା ଭଲ ହୋଇ ଥାଏ । ଯଦି କାଉ ଦକ୍ଷିଣ କିମ୍ବା ପଶ୍ଚିମ ଆଡକୁ ମୁହଁ କରିକି ବୋବାଇ ଥାଏ ଏହା ଖରାପ ହହୋଇ ଥାଏ । ଆପଣଙ୍କ ଘର ବାହାରେ ଯଦି କୁକୁଡ଼ା ମାନେ କାନ୍ଦିବା ପାଇଁ ଲାଗି ଥାନ୍ତି ଏହା ମଧ୍ୟ ଖରାପ ସମୟ ଆସିବାର କିଛି ସଂକେତ ହୋଇ ପାରେ । ଜନ୍ମ ମାସ କିମ୍ବା ଜନ୍ମ ବାର କିମ୍ବା ଜନ୍ମ ତାରିଖରେ ଝିଅର ବିବାହ କରିବା ଅଭଲ ହୋଇ ନଥାଏ ।

Leave a Reply

Your email address will not be published. Required fields are marked *