ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛି ନିହାତି ମଜା ମସ୍ତି ରେ ଥିବେ । ତେବେ ବନ୍ଧୁଗଣ ଆପଣଙ୍କ ଜୀବନରେ କେହି ନ କେହି ନିଶ୍ଚୟ ପ୍ରେମୀ ବା ପ୍ରେମିକ ଭାବେ ଆସିଥିବେ ଆଉ ଆପଣ ମଧ୍ୟ କାହାକୁ କେବେ ନ କେବେ କେଉଁଠି ନ କେଉଁଠି ଭଲ ପାଇଥିବେ । ତେବେ ଆଜିର ସମୟରେ ସଚ୍ଚା ପ୍ରେମ ମିଳିବ ବହୁତ କଷ୍ଟକର ଅଟେ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ମଜାଦାର କୁଇଜ ଗେମ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ୧ରୁ ୫ ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କର ସଚ୍ଚା ପ୍ରେମ ଆପଣଙ୍କୁ କେଉଁଠି ମିଳିବ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ସ୍କୁଲ ରେ ମିଳିଯିବ । ଆପଣ ସ୍କୁଲ ରେ ପଢୁଥିବା ସମୟରେ ଆପଣଙ୍କୁ ସାଥି ମିଳିବେ ଯିଏ ଆପଣଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବେ । ତେଣୁ ଏଭଳି ସୁଯୋଗକୁ ହାତ ଛଡା କରନ୍ତୁ ନାହି ।
୨- ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ପାର୍କ ରେ ନିଶ୍ଚୟ ମିଳିବ । ଆପଣ କେବେ ନା କେବେ ସମୟ ଅତିବାହିତ କରିବା ପାଇଁ ପାର୍କ ନିଶ୍ଚୟ ଯାଉଥିବେ । ତେବେ ଆପଣଙ୍କୁ ଆପଣଙ୍କର ଜୀବନ ସାଥି ବା ହମସଫର ସେହି ପାର୍କ ରେ ମିଳିବେ ବସ ଆପଣଙ୍କୁ କେବଳ ତାଙ୍କୁ ଚିହ୍ନିବାର ଅଛି ।
୩- ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣନଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ଆପଣଙ୍କର ସାଙ୍ଗ ର ଜନ୍ମ ଦିନ ପାର୍ଟି ରେ ମିଳିଯିବ । ଆପଣ କେବେ ବା କେବେ ନିଜ ସାଙ୍ଗ ମାନଙ୍କର ଜନ୍ମ ଦିନକୁ ଯାଇଥିବେ ଆଉ ସେଠାରେ ଆପଣଙ୍କ ପାଇଁ ରହିଛି ବହୁତ ବଡ ସରପ୍ରାଇଜ । କହିବାର ଅର୍ଥ ଆପଣଙ୍କୁ ଆପଣଙ୍କ ମନର ମଣିଷ ସେଠାରେ ହିଁ ମିଳିବ ।
୪- ଯଦି ଆପଣ ଚତୁର୍ଥ ନମ୍ବର ଚୟନ କରିଛନ୍ତୁ ତେବେ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ ଆପଣଙ୍କୁ ପଡୋଶୀ ରେ ମିଳିଯିବ । ଆପଣଙ୍କ ଘର ପାଖରେ ଯେଉଁ ପଡୋଶି ମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ କେହି ନ କେହି ଆପଣଙ୍କର ସଚ୍ଚା ପ୍ରେମ ଅଟନ୍ତି । ଆପଣ କେବଳ ତାଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ ।
୫- ଯଦି ଆପଣ ପଞ୍ଚମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କୁ ଆପଣଙ୍କର ସଚ୍ଚା ପ୍ରେମ କଲେଜ ରେ ନିଶ୍ଚୟ ମିଳିଯିବ । ଆପଣ କଲେଜ ରେ ପଢିବା ସମୟରେ ଆପଣଙ୍କୁ ନିଜର ମନ ପସନ୍ଦର ରାଜ କୁମାର ବା ରାଜ କୁମାରୀ ମିଳିଯିବେ । ଆପଣଙ୍କୁ କେବଳ ତାଙ୍କୁ ମନ କଥା କହିବାର ଅଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।