ବାଛନ୍ତୁ ଆପଣଙ୍କର ରାଶି ଓ ଜାଣନ୍ତୁ ଆପଣଙ୍କ ସବୁଠୁ ବଡ ରାଜ

ନମସ୍କାର ବନ୍ଧୁଗଣ । ଆମମାନଙ୍କର ରାଶି ଆମମାନଙ୍କ ମଧ୍ୟ ରେ ବହୁତ କିଛି କହିଥାୟ । ଯେମିତିକି ଆମମାନଙ୍କର ଭଲ ଖରାପ ଗୁଣ ବିଷୟରେ କହିଥାୟ । ଏହି ରାଶି ମାଧ୍ୟମରେ ଆମେ ମାନେ ଆମର ଆଗକୁ ଘଟିବାକୁ ଥିବା ମହତ୍ଵ ପୂର୍ଣ୍ଣ କାର୍ଯ୍ୟ ବିଷୟରେ ଜାଣିଥାଉ । ଆଜି ଆପଣଙ୍କୁ ଆମେ ଜଣେଇବୁ ଆପଣ ମାନେ କିପରି ନିଜ ରାଶି ଦ୍ଵାରା ନିଜର କମଜୋରି ବିଷୟରେ ଜାଣି ପାରିବେ । ଆସନ୍ତୁ ଜାଣିବା ଆପଣଙ୍କର ରାଶି ଅନୁସାରେ ଆପଣଙ୍କର କଣ କମ ଅଛି । ପ୍ରଥମ ରାଶି ହେଉଛି ମେଷରାଶି – ମେଷ ରାଶିର ବ୍ୟକ୍ତି ମାନେ ବହୁତ ଜଲ୍ଦି ରାଗିଯାନ୍ତି ।

ଏମାନେ ବହୁତ ଜିଦିଆ ଅଟନ୍ତି । ଏମାନେ ବହୁତ ଜଲ୍ଦି ନିଜର ଭୁଲ ମାନନ୍ତି ନହିଁ । ଏମାନଙ୍କର ଏହି ସ୍ଵଭାବ କାରଣରୁ ଏମାନେ ବହୁତ ବଡ ବିପଦରେ ପଡିଯାନ୍ତି । ଏମାନଙ୍କୁ ଭଲ ପାଇବା କ୍ଷେତ୍ରରେ ବିଶ୍ଵାସ କରିବ ଉଚିତ ନୁହେଁ । ୨ ରେ ବୃଷ ରାଶି – ଏହି ରାଶିର ସବୁଠାରୁ କମଜୋରି ହେଲା ଏମାନଙ୍କର କ୍ରୋଧ ଏମାନେ ଏକ ପରିସ୍ଥିତିରେ ସେମାନଙ୍କ ସୀମା ଟପିଯାନ୍ତି । ଏମାନେ ବହୁତ ଜିଦିଆ ହୋଇଥାନ୍ତି । ଏହିରାଶିର ବ୍ୟକ୍ତି ମାନେ ନିଜର ଭୁଲ କେବେ ମାନନ୍ତିନହିଁ । ଏମାନେ ନିଜକୁ ବହୁତ ମହାନ ଭାବନ୍ତି । ଖାଇବା ପିବା ମାମଲାରେ ଏମାନେ ବହୁତ ଚତୁର ହୋଇଥାନ୍ତି । ୩ରେ ହଉଛି ମିଥୁନ ରାଶି – ଏହିରାଶି ର ଜାତକ ଏତେ ଖରାପ ହୋଇନଥାୟ । ଏମାନେ କୌଣସି କାମ କରିବାର ଥିଲେ ତାହାକୁ ଭୁଲି ଯାନ୍ତି ।


ଏମାନଙ୍କର ସାହସ କମ ହୋଇଥାୟ । ଏମାନେ ଭଲ ପାଇବା ଦିଗରେ ଅସଫଳ ହୋଇଥାନ୍ତି କାରଣ ଏମାନେ ଜଣକୁ ନୁହେଁ ବହୁତ ଜଣଙ୍କୁ ଭଲ ପାଇଥାନ୍ତି । ୪ରେ କର୍କଟ ରାଶି – ଏହି ରାଶିର ବ୍ୟକ୍ତିମାନେ ବହୁତ କଠୋର ହୋଇଥାନ୍ତି । ଏମାନଙ୍କର ମନ ସବୁବେଳେ ବଦଳି ଥାୟ । ଏମାନଙ୍କର କିଛି ଅସମ୍ଭବ ଇଛା ଥାୟ ଏହା ନମିଳିଲେ ଏମାନେ ଭାଙ୍ଗି ପଡନ୍ତି । ୫ଏର ସିଂହ ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ଦେହରେ ଈର୍ଷା ଓ ଲାଳସା ପରିପୂର୍ଣ୍ଣ ହୋଇରହିଥାୟ । ଏମାନେ ଆସୁଥିବା ଭବିଶ୍ଵତ କଥା ବହୁତ ପରିମାଣରେ ଭାବନ୍ତି । ଏହି କାରଣ ପାଇଁ ଏମାନେ ନିଜର ବର୍ତମାନ ସମୟକୁ ଖରାପ କରିଦିଅନ୍ତି । ଏହି ରାଶିର ବ୍ୟକ୍ତିମାନେ ବହୁତ ଜଲଦି ରାଗିଯାନ୍ତି ।


୬ ରେ ହଉଛି କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ମାନେ ବହୁତ ସ୍ଵାର୍ଥପର ହୋଇଥାନ୍ତି । ଏମାନେ ଅନ୍ୟର କଥା ଆଲୋଚନା କରିବାକୁ ବହୁତ ପସନ୍ଦ କରନ୍ତି । ଏମାନେ ନିଜ କଥା ସାମ୍ନା ରେ କାହାର କଥା ଶୁଣନ୍ତି ନହିଁ । ୭ରେ ହଉଛି ତୁଳାରାଶି – ଏହି ରାଶିର ବ୍ୟକ୍ତିମାନେ ବହୁତ ଭାବୁକ ହୋଇଥାନ୍ତି ଏହି କାରଣ ପାଇଁ ଏମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଥାୟ । ଏମାନେ ଅଧିକ ସମୟ କିଛି ନା କିଛି ଚିନ୍ତା ରେ ପଡିଥାନ୍ତି । ୮ରେ ହଉଛି ବୃଷରାଶି – ଏହିରାଶିର ବ୍ୟକ୍ତି ମାନେ କୌଣସି ଏକ କଥାକୁ ଜଲ୍ଦି ଭୁଲନ୍ତି ନହିଁ । ଏମାନଙ୍କ ସହିତ ଖରାପ କାମ କରୁଥିବା ଲୋକଙ୍କ ଠାରୁ ପ୍ରତିଶୋଧ ନବପାଇଁ ସେ ସବୁ ସ୍ତରକୁ ଯାଇପାରିବେ । ୯ରେ ହଉଛି ଧନୁ ରାଶି – ଏହି ରାଶିର ଲୋକ ମାନେ ଭୁଲ କାମରେ ବହୁତ ଆକର୍ଷଣ ହୋଇଯାନ୍ତି । ଏମାନଙ୍କୁ ଏକା ରହିବାକୁ ବହୁତ ପସନ୍ଦ ଆସିଥାୟ ।


୧୦ରେ ହଉଛି ମକର ରାଶି – ଏହି ରାଶିର ବ୍ୟକ୍ତି ମାନେ ସବୁବେଳେ ସନ୍ଧେହ ରେ ରୁହନ୍ତି । ଏମାନେ ନିଜର ତାରିଫ ଶୁଣିବାକୁ ବହୁତ ପସନ୍ଦ କରନ୍ତି । ୧୧ରେ ହଉଛି କୁମ୍ଭ ରାଶି – ଏହିରାଶିର ବ୍ୟକ୍ତି ମାନାଙ୍କର ମନ ସବୁବେଳେ ବଦଳୁଥାୟ । ଏମାନେ ବହୁତ ଚାଲାକ ହୋଇଥାନ୍ତି । ଶେଷ ରସିହେଲା ମିନ ରାଶି – ଏହି ରାଶିର ବ୍ୟକ୍ତିମାନେ ଆବଶ୍ୟକ ସମୟରେ ମିଛର ସାହାଜ୍ଯ ନେଇଥାନ୍ତି । କଥା ଲୁଚାଉଥିବା ବ୍ୟକ୍ତି ଏମାନଙ୍କର ପସନ୍ଦ ହୁଅନ୍ତି ନାହିଁ । ବନ୍ଧୁଗଣ ଜାଣିଲେ ତ ରାଶି ସାହାଯ୍ୟରେ ଆପଣଙ୍କର କମଜୋରି ବିଷୟରେ ।

Leave a Reply

Your email address will not be published. Required fields are marked *