ଯେ କୌଣସି ଗୋଟିଏ Letter ବାଛନ୍ତୁ ଓ ଜାଣନ୍ତୁ ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ଆପଣଙ୍କୁ ଭଲ ପାଉଛନ୍ତି କି ନାହିଁ ? Love Quiz

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ମଜାଦାର ଲଭ କୁଇଜ ଗେମ ନେଇ ଆସିଛୁ । ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଇଂରାଜୀ ଅକ୍ଷରର କିଛି ଲେଟର । ଏମାନଙ୍କ ମଧ୍ୟରୁ ଯେ କୌଣସି ଗୋଟିଏ ଲେଟର ଚୁଜ କରନ୍ତୁ ଦେଖିବା ଆପଣ ଯାହାକୁ ଭଲ ପାଉଛନ୍ତି ସେ ଆପଣଙ୍କୁ ଭଲ ପାଉଛନ୍ତି କି ନାହି । ସେହି ଲେଟର ଗୁଡିକ ହେଉଛି A,G,K,M, N,P,R,S, T,V,L,H । କଣ ଆପଣ ଯେ କୌଣସି ଗୋଟିଏ ଲେଟର ଚୁଜ କରି ନେଲେ । ତେବେ ଆସନ୍ତୁ ଦେଖିବା ରେଜଲ୍ଟ କଣ ରହିଛି ।

୧- H ଲେଟର ଚୁଜ କରିଥିଲେ ହଁ ସେ ଆପଣଙ୍କୁ ଭଲ ପାଉଛନ୍ତି । ତାଙ୍କ ସହ ଆପଣଙ୍କର ମ୍ୟାରେଜ ବି ହେବ ।

୨- I ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ନେଇ ଏବେ କନ୍ଫ୍ଯୁଜ ଅଛନ୍ତି । ଆପଣଙ୍କୁ ନେଇ କିଛି ବି ସ୍ଥିର କରିପାରି ନାହାନ୍ତି ।

୩- T ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି । ସେ ଆପଣଙ୍କୁ ନିଜ ଠାରୁ ଅଧିକ ଭଲ ପାଉଛନ୍ତି ।

୪- V ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ଭଲ ପାଉ ନାହାନ୍ତି । ବରଂ ସେ ଆପଣଙ୍କୁ କେବଳ ତାଙ୍କର ଭଲ ବନ୍ଧୁ ଭାବୁଛନ୍ତି ।

୫- S ଲେଟର ଚୁଜ କରିଥିଲେ ହଁ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ଏମିତିକି ଆପଣଙ୍କ ଘର ଲୋକେ ଆପଣ ଦୁହିଙ୍କର ବିବାହ କରାଇବେ ।

୬- N ଲେଟର ଚୁଜ କରିଥିଲେ ହଁ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି । ସେ ଆପଣଙ୍କର ଜଣେ ଟୃ ଲଭର ।

୭- R ଲେଟର ଚୁଜ କରିଥିଲେ ସେ ଆପଣଙ୍କର ଭଲ ବନ୍ଧୁ ଅଟନ୍ତି ଏବଂ ଆପଣଙ୍କୁ ସଚ୍ଚା ପ୍ରେମ ବି କରୁଛନ୍ତି ।

୮- P ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ଭଲ ପାଉଛନ୍ତି କି ନାହି କନ୍ଫ୍ଯୁଜ ଅଛନ୍ତି । ସେ ଆପଣଙ୍କ ସହ କେବଳ ବନ୍ଧୁତା କରିବାକୁ ଚାହୁଁଛନ୍ତି ।

୯- M ଲେଟର ଚୁଜ କରିଥିଲେ ହଁ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି । ନିଜ ଜୀବନ ଠାରୁ ଅଧିକ ସେ ଆପଣଙ୍କୁ ଭଲ ପାଉଛନ୍ତି ।

୧୦- G ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ବନ୍ଧୁ ବି ଭାବି ନାହାନ୍ତି । ଆପଣଙ୍କୁ ନେଇ ତାଙ୍କ ମନରେ କିଛି କ୍ରଶ ଥାଇପାରେ ।

୧୧- A ଲେଟର ଚୁଜ କରିଥିଲେ ସେ ଆପଣଙ୍କୁ ଭଲ ପାଉଛନ୍ତି କି ନାହି ତାକୁ ନେଇ କନ୍ଫ୍ଯୁଜ ଅଛନ୍ତି । ୫୦% ଚାନ୍ସ ଅଛି ସେ ଆପଣଙ୍କୁ ଭଲ ପାଉଛନ୍ତି ।

୧୨- K ଲେଟର ଚୁଜ କରିଥିଲେ ହଁ ସେ ଆପଣଙ୍କୁ ଭଲ ପାଉଛନ୍ତି । ସେ ଆପଣଙ୍କୁ ନିଜର ହମସଫର କରିବାକୁ ଇଚ୍ଛା କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *