ଯେତେ ସମ୍ଭବ ଏହି ପୁଅ ମାନଙ୍କ ଠାରୁ ଦୁରେ ରୁହନ୍ତୁ ନହେଲେ ପୁରା ଜୀବନ ପସ୍ତଉଥିବେ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ୫ ଟି ନାମର ପୁଅକୁ ବିବାହ କଲେ ଝିଅ ମାନେ ପସ୍ତାଇଥାନ୍ତି । ନିଜ ବାହାଘରକୁ ନେଇ ସବୁ ଝିଅ ମାନଙ୍କର ବହୁତ କିଛି ସ୍ଵପ୍ନ ଥାଏ । ସବୁଠୁ ବଡ ସ୍ଵପ୍ନ ଥାଏ କି ଯାହାକୁ ସେମାନେ ବିବାହ କରିବେ ସେ ଯେମିତି ତାଙ୍କର ସବୁ ମନ କଥା ବୁଝି ତାଙ୍କୁ ବହୁତ ଖୁସିରେ ରଖିବ । ଯାହା ସହିତ ସେମାନେ ସାରା ଜୀବନ ଅତ୍ୟନ୍ତ ଖୁସିରେ କାଟି ପାରିବେ ।

କିନ୍ତୁ ବହୁତ ଜାଗାରେ ଝିଅ ମାନେ ପୁଅ ମାନଙ୍କୁ ଚିହ୍ନିବାରେ ଭୁଲ କରିଦିଅନ୍ତି । ଏବଂ ଏକ ଏଭଳି ପୁଅକୁ ନିଜର ଜୀବନସାଥୀ କରି ଦିଅନ୍ତି ଯାହା ପାଇଁ ପରେ ସେମାନେ ବହୁତ ଅନୁତାପ କରନ୍ତି । ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ । ଯଦି ଏହି ସମ୍ପର୍କରେ କୌଣସି ଭୁଲ ରହିଯାଏ । ତେବେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ବି ଠିକ ରୁହେ ନାହିଁ ।

ଏକ ବୈବାହିକ ଜୀବନରେ ସେତେବେଳେ ପ୍ରୋବ୍ଲେମ ଆସେ ଯେବେ ଗୋଟେ ପୁରୁଷର ନେଚର ଖରାପ ହୋଇଥିବ ବା ସେ ସଂପର୍କକୁ ନେଇ ସିରିୟସ ନଥିବ । ଏମିତିରେ ଝିଅମାନଙ୍କୁ ସେଭଳି ଲୋକଙ୍କ ଠାରୁ ଯେତେ ସମ୍ଭବ ଦୂରର ରେ ରହିବା ଆବଶ୍ୟକ । ତେବେ ଏହି ଉପରେ ଆଜି ଆମେ ଆପଣଙ୍କୁ ସେହିଭଳି କିଛି ନାମର ପୁରୁଷଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ବିବାହ କରି ୭୫% ଝିଅ ଏବେ ପସ୍ତଉଛନ୍ତି ।

“C”ନାମର ପୁଅ- ଏହି ନାମର ପୁଅ ମାନେ ନିଜ ରାଗ ଉପରେ କଣ୍ଟ୍ରୋଲ କରିପାରନ୍ତି ନାହିଁ । ଯେତେବେଳେ ଏମାନଙ୍କ ମୁଣ୍ଡ ଖରାପ ଥାଏ ଏମାନେ ନିଜର ସମସ୍ତ ରାଗ ତାଙ୍କ ସ୍ତ୍ରୀ ମାନଙ୍କ ଉପରେ ବାହାର କରନ୍ତି । ଏମାନେ ମଧ୍ୟ ବହୁତ ସନ୍ଦେହୀ ହୋଇଥାନ୍ତି ଓ ନିଜ ସ୍ତ୍ରୀ ଉପରେ ସବୁବେଳେ ସନ୍ଦେହ କରନ୍ତି ।

“K” ନାମର ପୁଅ- ଏହି ନାମର ପୁଅ ମାନେ ଦୋମୁହାଁ ସାପ ଅଟନ୍ତି । ଏମାନେ ବାହାର ଦୁନିଆରେ ଅଲଗା ପ୍ରକାର ବ୍ଯବହର କରନ୍ତି କିନ୍ତୁ ଘରେ ଏମାନେ ନିଜର ଅସଲି ରଙ୍ଗ ଦେଖାଇ ଥାନ୍ତି । ଏମିତିରେ ଏମାନଙ୍କ ସ୍ତ୍ରୀ ସବୁବେଳେ ଦୁଃଖରେ ରୁହନ୍ତି । ଏମାନେ ସବୁ କିଛି ନିଜେ ଏକା କରନ୍ତି ନିଜ ସ୍ତ୍ରୀକୁ ଥରେ ପଚାରନ୍ତି ବି ନାହିଁ ।

“O” ନାମର ପୁଅ- ଏହି ନାମର ପୁଅ ନିଜ ସ୍ତ୍ରୀ ମାନଙ୍କୁ ନିଜ ଅନ୍ଡରରେ ଦବେଇ ରଖିବାକୁ ଚେଷ୍ଟା କରନ୍ତି । ସେମାନଙ୍କୁ ବିଶେଷ ସ୍ଵତନ୍ତ୍ରାତା ଦିଅନ୍ତି ନାହିଁ । ଏମାନେ ମଧ୍ୟ ବହୁତ ରାଗି ହୋଇଥାନ୍ତି ଓ ବେଳେ ବେଳେ ହାତ ବି ଉଠାନ୍ତି ।

Leave a Reply

Your email address will not be published. Required fields are marked *