ଯେଉଁ ଘରର ମହିଳା 5ଟି କାମ କରନ୍ତି, ସେହି ଘରେ ମା ଲକ୍ଷ୍ମୀ କରନ୍ତି ବାସ!

ପ୍ରାଚିନ ଗ୍ରନ୍ଥରେ ସ୍ଵାମୀ ସ୍ତ୍ରୀଙ୍କୁ ମହାଦେବ ଓ ମା ପାର୍ବତୀଙ୍କ ରୂପ ମାନାଯାଏ । ବିବାହ ପରେ ନାରୀର ଭାଗ୍ୟ ପୁରୁଷର ଭାଗ୍ୟ ସହ ଯୋଡି ହୋଇଯାଏ । ସ୍ତ୍ରୀ ର କର୍ମର ଫଳ ପୁରୁଷଙ୍କୁ ମିଳିଥାଏ । ସେହିପରି ସ୍ତ୍ରୀ ଦ୍ଵାରା କରାଯାଇଥିବା ଖରାପ କାମ ସ୍ବାମୀଙ୍କୁ ସହିବାକୁ ପଡିଥାଏ । କିନ୍ତୁ କିଛି ମହିଳାଙ୍କ ଖରାପ କାମରେ ରୁଷ୍ଟ ହୋଇ ମା ଲକ୍ଷ୍ମୀ ସେହି ଘରେ ରୁହନ୍ତି ନାହି । ଯାହା ଫଳରେ ମା ଲକ୍ଷ୍ମୀ ଙ୍କ ବଦଳରେ ତାଙ୍କ ଭଉଣୀ ଅଲକ୍ଷ୍ମୀ ବାସ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କେଉଁ କାମ ମହିଳା କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଘରର ମହିଳା କେବେ ବି ସନ୍ଧ୍ୟା ସମୟରେ କେସ ଖୋଲା କରିବା ଅନୁଚିତ । ଏମିତି କରିବା ଦ୍ଵାରା ଘରେ ନାକାରାତ୍ମକ ଶକ୍ତି ପ୍ରବେଶ କରିବା ସହ ମାତା ଲକ୍ଷ୍ମୀଙ୍କ ବାସ ରୁହେ ନାହି । ଯାହା ଦ୍ଵାରା ଘରେ ଖରାପ ଶକ୍ତିର ବାସ ରହିଥାଏ ।

୨- କେତେକ ମହିଳା ଘରର ଦ୍ଵାରା ପାଖରେ ବସି କଥା ହେବା ସହ ଭୋଜନ କରିଥାନ୍ତି ଯାହା ଶୁଭ ହୋଇଥାଏ । ମା ଲକ୍ଷ୍ମୀ ମୁଖ୍ୟ ଦ୍ଵାରା ଦେଇ ପ୍ରବେଶ କରିଥାନ୍ତି । ତେଣୁ ଘରର ମୁଖ୍ୟ ଦ୍ଵାରରେ ବସିବା ଉଚିତ ନୁହେଁ ।

୩- କିଛି ନାରୀ ଘରେ ଅଧିକ ସମୟ ଯାଏଁ ସୋଇଥାନ୍ତି । କିନ୍ତୁ ସୂର୍ଯ୍ୟ ଉଦୟ ପରେ ନାରୀ ଶୋଇବା ଅନୁଚିତ । ତେଣୁ ସକାଳୁ ଜଲ୍ଦି ଉଠି ସ୍ନାନ କରି ନାରୀମାନେ ଧୂପଦୀପ ଲଗାଇ ପୁଜା କରିବା ଉଚିତ ।

୪- ରାତିରେ ଅଇଁଠା ବାସନ ଘରେ ରଖିବା ଉଚିତ । କାରଣ ଏହା ଦ୍ଵାରା ଘରେ ନାକାରାତ୍ମକ ବୃଦ୍ଧି ପାଇଥାଏ । ଏହା ସହ ମା ଲକ୍ଷ୍ମୀ ଏଭଳି ଘରେ ରୁହନ୍ତି ନାହି । ରୋଷେଇ ଠାରୁ ଅଇଁଠା ବାସନ ଦୂରେଇ ରଖିବା ସହ ଘରର ମହିଳା ବା ଅନ୍ୟ ମାନେ ଅଇଁଠା ବାସନରେ ଖାଇବା ଅନୁଚିତ ।

୫- ସ୍ତ୍ରୀ କୁ ମମତା, ତ୍ୟାଗ ଓ ସହନଶୀଳତା ବୋଲି ମାନାଯାଏ । ଯେଉଁ ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥାଏ ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହି । ସେହି ଘରୁ ସୁଖ, ବୈଭବ ଦୂର ହୋଇଥାଏ ।

୬- ଯେଉଁ ଘରେ ଦ୍ଵାରା ମୁଖକୁ ଆସିଥିବା ଭିକାରୀକୁ ଫେରାଯାଏ ତେବେ ଏହା ଅଶୁଭ ହୋଇଥାଏ । ଘରକୁ ଆସିଥିବା ଭିକାରୀଙ୍କୁ ଅପମାନ କରିବା ସହ ଗାଇକୁ ରୋଟି ଖାଇବାକୁ ନ ଦେବା ଅଶୁଭ ହୋଇଥାଏ ।

୭- ଘର ମହିଳା ମାନେ ଶ୍ରୀଙ୍ଗାର ହିନ ହେବା ଅନୁଚିତ । ଘରେ ଧୂପଦୀପ ଲଗାଇବା ନାରିଙ୍କର ଦାୟିତ୍ଵ ହେବା ଉଚିତ । ଏମିତିକି ସ୍ବାମୀଙ୍କୁ ଖରାପ ଶବ୍ଦ କହିବା ଅନୁଚିତ । ତେବେ ଏହା ଥିଲା କିଛି ମହତ୍ବପୂର୍ଣ୍ଣ କଥା ଯାହା ନାରୀମାନେ କରିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *