ଯେଉଁ ଝିଅଙ୍କ ନାମ ଏହି 4 ଅକ୍ଷର ରୁ ଗୋଟିଏ ସେମାନେ ହୋଇଥାନ୍ତି ଅଧିକ କ୍ରୋଧୀ

ବ୍ୟସ୍ତ ଜୀବନରେ ନିଜକୁ ଆଗକୁ ନେବାରେ ସବୁ ଲୋକମାନେ ସଂଘର୍ଷ କରୁଥିବା ବେଳେ ଆମେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ତେବେ ଏହି ବ୍ୟସ୍ତତା ମଧ୍ୟରେ ଯଦି ଆମେ କାହାକୁ କିଛି କହି ଦେଇ ଥାଉ ରାଗିକି ସେମାନଙ୍କୁ ଏହା ଖରାପ ଲାଗିଥାଏ । ଏହା ଆମ କ୍ରୋଧ ପାଇଁ ହୋଇଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଯଦି କାହାକୁ ରାଗରେ କିମ୍ବା ଖରାପ କରି କହି ଦେଇ ଥାଉ ତାହା ତାଙ୍କ ମାନଙ୍କୁ ଆଘାତ ଦେଇ ଥାଏ ସତ ।

କିନ୍ତୁ ଏହା ଆମେ ଜାଣିକି କରି ନଥାଉ କିମ୍ବା ଆମେ ସବୁ ବେଳେ ଏହି ଭଳି ପ୍ରତିକ୍ରିୟା ଦେଇ ନଥାଉ । ତେବବେ ଆଜି ଜ୍ଯୋତିଷ ଶାସ୍ତ୍ର ଅନୁସାରେ କିଛି ଏହି ନାମ ଅଛି ଯେଉଁ ନାମର ମହିଳା ମାନେ ମୂଳରୁ ରାଗି କିମ୍ବା କ୍ରୋଦ୍ଧି ସ୍ଵଭାବର ହୋଇ ଥାନ୍ତି ଏମାନେ ସାଧାରଣ ଲୋକମାନଙ୍କ ଅପେକ୍ଷା ବହୁତ ରାଗି ଥାନ୍ତି ।

ଛୋଟ ରୁ ଛୋଟ କଥା ରେ ଏମାନେ ବହୁତ ଚିଡି କି ପ୍ରତିକ୍ରିୟା ଦେଇ ଥାନ୍ତି । ଏହି ଭଳି ମହିଳା ଙ୍କୁ ଆପଣ ନିଜ ଆଖ ପାଖରେ ମଧ୍ୟ ଦେଖି ପାରିବେ । ତେବେ ଏହି ମହିଳା ମାନଙ୍କ ଲିଷ୍ଟ ରୁ ପ୍ରଥମ ଅକ୍ଷର ର ମହିଳା ମାନେ ହେଲେ “B” ନାମର ମହିଳା ମାନେ ଏମାନେ ଦେଖିବା ପାଇଁ ହସ ମୁଖ ଓ ସାନ୍ତ ହୋଇ ଥାନ୍ତି କିନ୍ତୁ ଏମାନେ ସବୁ ବେଳେ ରାଗି ହୋଇ ଥାନ୍ତି ।

ଏମାନେ ସବୁ କଥାକୁ ସଫା ସଫା କହିବା ପାଇଁ ଭଲ ପାଇ ଥାନ୍ତି । କିନ୍ତୁ ଏମାନେ କାହା କୁ କଣ କହୁଛନ୍ତି ଭବାଉ ନଥାନ୍ତି । ଅନ୍ୟ କାହାର ରାଗକୁ ମଧ୍ୟ ଏମାନେ ଆଉ କାହା ଉପରେ ସୁଝାଇ ଦେଇ ଥାନ୍ତି । ଏମାନେ ସାନ୍ତ ହେବା ପରେ କିନ୍ତୁ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଥାନ୍ତି । ଏହା ପର ଅକ୍ଷର ହେଉଛି “H” । ଏହି ନାମର ମହିଳା ମାନେ ବହୁତ ଶୀଘ୍ର ଆସିଥାଏ ।

ଏମାନେ ସବୁ ବେଳେ ନିଜ ସମ୍ପର୍କ କୁ ଖୁବ ମାନ୍ୟତା ଦେଇ ତହନ୍ତି । ଏମାନେ କିନ୍ତୁ କିଛି ଏହିଭଳି କହି ଦେଇ ଥାନ୍ତି ଯାହା ପାଇଁ ତାଙ୍କ ସମ୍ପର୍କ ଖରାପ ହୋଇ ଯାଇଥାଏ । ସେମାନଙ୍କୁ ଯେଉଁ ମାନେ ପକ୍ଷରୁ ଜାଣି ଥାନ୍ତି ଏହି ସ୍ଵଭାବ ପାଇଁ ତାଙ୍କ ସହ ସମ୍ପର୍କ କାଟି ନଥାନ୍ତି ।

କାରଣ ଏହି ନାମର ମହିଳାମାନେ ମନରେ ଖୁବ ଭଲ ପାଇବା ରଖୀ ଥାନ୍ତି । ଏହା ପର ଅକ୍ଷରର ମହିଳା ମାନେ “L” । ଏମାନେ କିନ୍ତୁ କାହାକୁ କଷ୍ଟ ଦେଇ ନଥାନ୍ତି । ଏମାନେ ନିଜ ଉପରେ ରାଗ ଦେଖାଇ ଥାନ୍ତି ଏକା ରହିବା, ଅକଥା ନହେବା, କନ୍ଦିବା, ନ ଖାଇବା ଭଳି କାମ ଅକ୍ରିୟ ଥାନ୍ତି କିତନୁ କେହି ଯଦି ଯାଙ୍କୁ ବୁଝାଇକି ଏମାନଙ୍କୁ ଆଣିକି ସମ୍ଭାଳି ଥାଏ ।

ଏମାନେ ସାଙ୍ଗେ ସାଙ୍ଗେ ମାନି ଯାଇ ଥାନ୍ତି । ଏହା ପରେ “P” ଅକ୍ଷରର ମହିଳାମାନଙ୍କ ପାଳି । ଏମାନେ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି । ଏହାର କାରଣ ହେଉଛି ସେମାନେ କାହାକୁ ନିଜ ଅସୁବିଧା କଥା କାହାକୁ କହି ନଥାନ୍ତି । ଯାହା ପାଇଁ ଏମାନେ ରାଗିଥାନ୍ତି ।

Leave a Reply

Your email address will not be published. Required fields are marked *