ଯେଉଁ କନ୍ୟାର ପାଦର ଦ୍ଵିତୀୟ ଆଙ୍ଗୁଠି ବଡ ସେମାନଙ୍କ ବିଷୟରେ କିଛି କାହାସ କଥା- Ajira Anuchinta

କେବେବି ଅନ୍ୟମାନଙ୍କ ପାଇଁ ରହିଥିବା ଖାଦ୍ୟକୁ ଖାଇବା ଉଚିତ ନୁହେ । ପାଖରେ ଥିବା ପ୍ରାଣିକୁ ଭୋକିଲା ରାଖୀ ନିଜେ ଖାଇବା ଦ୍ଵାରା ଅମଙ୍ଗଳ ହୋଇଥାଏ । କେବେବି ଭାଙ୍ଗିଯାଇଥିବା ଥାଳି ବା ଭଲରେ ସଫା ହୋଇ ନଥିବା ବାସନ ରେ ଖାଇବା ଉଚିତ ନୁହେ । ଏକାଦଶୀ ଦିନ କେବେବି ଆମିଷ ଖାଇବା ଉଚିତ ନୁହେ ଏହା ଅମଙ୍ଗଳ ହେବା ସାହି ଅନର୍ଥ ର କାରଣ ମଧ୍ୟ ହୋଇଥାଏ । ଲୋକଙ୍କ ସହ ଖାଇବା ବେଳେ ସମସ୍ତେ ଖାଇବ ପରେ ହିଁ ଉଠିବ ଉଚିତ , ଆଗୁଆ ଉଠିଯିବା ଅନୁଚିତ ଏହା ଅଶୁଭ ଓ ଅମଙ୍ଗଳ ହୋଇଥାଏ ।

ଖାଦ୍ୟ ଖାଇବା ପରେ କେବେବି ସେହି ଥଳିରେ ହାତ ଧୋଇବା ଉଚିତ ନୁହେ ଏହା ଅଶୁଭ ଓ ଅନ୍ନର ଅପମାନ ହୋଇଥାଏ । ଭୋଜନ କେବେବି ଖଟ ଉପରେ ବସି ଖାଇବା ଉଚିତ ନୁହେ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରାଇଥାଏ । ଭୋଜନ କରିବା ସମୟରେ ପୂର୍ବ ଦିଗକୁ ମୁହଁ କରି ଖାଇବା ଉଚିତ ଏହା ଆପଣଙ୍କ ସ୍ୱାସ୍ଥ୍ୟ କୁ ଭଲ ରଖିଥାଏ ଓ ରୋଗ ବ୍ୟାଧି ଦୂର ହୋଇଥାଏ ।

ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଦ୍ଵାରା ଅଶୁଭ ହୋଇଥାଏ । ଯେଉ ପୁରୁଷଙ୍କ ମଥାରେ କୌଣସି ଦାଗ ରହିଥାଏ ସେମାନଙ୍କୁ ଜୀବନରେ ସଫଳତା ହାସଲ କରିବାକୁ ଅନେକ କଷ୍ଟ ହୋଇଥାଏ । ଯେଉଁ ପୁରୁଷ ଲୋକଙ୍କ ଦେହ ରୁ ଅଧିକ ଝାଳ ବାହାରେ କିମ୍ବା ଅଧିକ ବାଲ ଥାଏ ସେମାନେ ଜୀବନରେ ବହୁତ କଠିନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ପୁରୁଷ ଲୋକ ପ୍ରତିଦିନ ସ୍ଵଚ ଓ ସ୍ନାନ କରିବା ଉଚିତ ଏହା ତାଙ୍କ ପାଇଁ ଶୁଭ ହୋଇଥାଏ । ଯେଉଁ ଲୋକମାନେ କଥା ସ୍ପଷ୍ଠ ଭାବେ କହିଥାନ୍ତି ସେମାନେ ଜୀବନରେ ଶିଗ୍ର ସଫଳତା ଓ ଧନ ପାଇଥାନ୍ତି । ଯେଉଁ ପୁରୁଷଙ୍କ ଆଖି କଳା ଓ ସୁନ୍ଦର ହୋଇଥାଏ ଓ ଆଖି ତଳେ କଳା ଦାଗ ନ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ।

ଯେଉଁ ଲୋକଙ୍କର ପାଦର ଦ୍ଵିତୀୟ ଆଙ୍ଗୁଳି ବଡ ଓ ସୁନ୍ଦର ହୋଇଥାଏ ସେମାନେ ଭାଗ୍ୟଶାଳି ଓ ସହନଶାଳି ବ୍ୟକ୍ତି ଅଟନ୍ତି । ଯେଉଁ ପୁରୁଷ କେବେବି ଅହଂକାର ବା ନିଜର ପ୍ରଶଂସା କରନ୍ତି ନାହି ତାଙ୍କ ଉପରେ ସୂର୍ଯ୍ୟ ଦେବଙ୍କ ଆର୍ଶୀବାଦ ରହିଥାଏ । ଯେଉଁ ପୁରୁଷ ନାରିଙ୍କ ସମ୍ମାନ କରିଥାନ୍ତି ସେମାନଙ୍କ ଉପରେ ଶନି ଦେବଙ୍କ କୃପା ମିଳିଥାଏ ।

ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ତମ୍ବା ପାତ୍ର ଜଳ ଭରିକରି ରଖିବା ଦ୍ଵାରା ଶୁଭ ହେବା ସହିତ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଘରର ମୁଖ୍ୟ ଦ୍ଵାରରେ କେବେବି ଅଳିଆ ବା ବର୍ଜ୍ୟ ବସ୍ତୁ ପକାଇବା ଅଶୁଭ ଅଟେ । ଘରେ ଯଦି ମାଖନ ଖାଉଥିବା କୃଷ୍ଣାଙ୍କ ଫଟୋ ରଖିବେ ତେବେ ଆପଣଙ୍କ ପିଲାଙ୍କ ପାଇଁ ମଙ୍ଗଲ ହୋଇଥାଏ ।

Leave a Reply

Your email address will not be published. Required fields are marked *