ଯେଉ ମହିଳାର ପୂଜା ଘରେ ଏହି ଜିନିଷ ଥାଏ ତାହାର ଘରେ କେବେବି ଧନର ଅଭାବ ରୁହେ ନାହିଁ

ସମସ୍ତ ଘରେ ପୂଜା ହୋଇଥାଏ । ପୂଜା କରିବାର କିଛି ନୀତି ନିୟମ ରହିଛି ଯାହା ଦ୍ଵାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଧନ ପ୍ରାପ୍ତି କରିଥାନ୍ତି । ସନ୍ଧ୍ଯା ହେଉ ବା ସକାଳେ ନୀତି ନିୟମର ସହିତ ପୂଜା କାଲେ ପରିବାରରେ ପରିବର୍ତନ ଆସେ । ଯଦି ପୂଜା ସମୟରେ କିଛି ପୂଜା ସାମଗ୍ରୀ ସରିଯାଇଥାଏ ତ ପୂଜା ଅଧାରେ ରଖିବେ ନାହି । ଚାଉଳ ଏବଂ ଫୁଲ ଭୋଗ ଲଗାଇଦେବେ ।   ପୂଜା ଘର ଉତ୍ତର କୋଣ ରେ ହୋଇଥିବା ଦରକାର ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯଦି ପୂଜା ଘରେ ଶଙ୍ଖ ରଖିଲେ ବହୁତ ଶୁଭ ହୋଇଥାଏ । ଶଙ୍ଖ ରଖିବା ଦ୍ଵାରା ଘରେ କୌଣସି ବାଧା ବିଗ୍ନ ଆସିନଥାଏ ବା ଧନର ଅଭାବ ହୋଇନଥାଏ । ଲକ୍ଷ୍ମୀ ନାରାୟଣ ଙ୍କ ମୂର୍ତି ବା ଫୋଟ ପୂଜା ଘରେ ରଖିବା ଦ୍ଵାରା ବହୁତ  ଶୁଭ ହୋଇଥାଏ । କିଛି ଲୋକ ଲକ୍ଷ୍ମୀ ଙ୍କ ଫୋଟ ରଖିଥାନ୍ତି କିନ୍ତୁ ଲକ୍ଷ୍ମୀ ନାରାୟଣ ମୂର୍ତି ରଖିନଥାନ୍ତି । ଲକ୍ଷ୍ମୀ ନାରାୟଣ ଧନର ଦେବତା ହୋଇଥାନ୍ତି । ଏହି ମୂର୍ତି ରଖିବା ଦ୍ଵାରା ଘରେ ଧନର ଅଭାବ ହୋଇନଥାଏ ।

ଗଙ୍ଗାଜଳକୁ ଶାସ୍ତ୍ରରେ ଅତ୍ୟନ୍ତ ସୁଧ ମାନାଯାଇଥାଏ । ଗଙ୍ଗା ଜଳକୁ ପୂଜାଘରେ ତମ୍ଭାର ର ପାତ୍ରରେ ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଶ୍ରୀ କୃଷ୍ଣ କହିଛନ୍ତି ଯେପରି ଘରକୁ ଅତିଥି ଆସିଲେ ଆମେ ସଫା ଜଳ ଦେଇଥାଉ ସେହିପରି ପୂଜା ସମୟରେ ସୁଧ ଗୁଆଘିଅ ରେ ଦୀପ ଦେବା ଉଚିତ । କଳସ ଯେପରି ସବୁ ପୂଜାର ଆରମ୍ଭରେ ଆମେ କଲସର ସ୍ଥାପନା କରିଥାଉ । ପ୍ରଥମେ କଲସର ସ୍ଥାପନ ଦ୍ଵାରା ଦେବତା ମାନଙ୍କର ଆଗମନ ପାଇ ହୋଇଥାଏ ।

ଯେକୌଣସି ପୂଜା କରନ୍ତୁ ପ୍ରଥମେ କଳସକୁ ସ୍ଥାପନ କରାଯାଏ । ମାଟି କିମ୍ବା ତମ୍ଭା ରେ କଳସ ବସାଇବା ଉଚିତ । ଏହି ପାଞ୍ଚଟି ଜିନିଷ ପୂଜା ଘରେ ରଖିବା ଦ୍ଵାରା ଧନର ଦେବୀ ମା ଲକ୍ଷ୍ମୀ ବିଜେ ହୁଅନ୍ତି । ଶ୍ରୀ କୃଷ୍ଣ କହିଥାନ୍ତି କି ଏହି ଜିନିଷ ପୂଜା ଘରେ ଥିଲେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ । ଯଦି ଏହି ଜିନିଷ ପୂଜା ଘରେ ନଥାଏ ତ ଭୁଲରେବି ଏହି ଘରେ ଧନର ବୃଦ୍ଧି ହୋଇନଥାଏ । ଘରର ଉନ୍ନତି ବା ଧନର ସ୍ଵପ୍ନ ଅଧୁରା ହୋଇଯାଏ ।

ଏହି ଜିନିଷ ଘରେ ନଥିବା ଦ୍ଵାରା ଆସନ୍ତି ହେବା , ପିଲାଙ୍କ ପାଠପଢା ରେ ମନ ନଲାଗିବା ଏହି ସାବି ସମସ୍ଯା ଦେଖାଦେଇଥାଏ । ପୂଜା ସମୟରେ ଅତି ନିଷ୍ଟା ର ସହିତ କରିବେ । ଭୋଗ ଦେବା ପୂର୍ବରୁ ଭୋଗ ଅଇଁଠା କରିବେ ନାହି । ପୂଜା ଘରେ ବସି ଫୁଲ ,ଧୂପକାଠିର ଗୁଣ୍ଡ ,ଘିଅର ଖାଲି ଡବା ରଖିବେ ନାହି । ଏହା ରଖିବା ଦ୍ଵାରା ବହୁ ଅଶୁବୁଦ୍ଧ ହୋଇଥାଏ । ବହୁ ଶୀଘ୍ର ଧାନର ଅଭାବ ଦେଖାଦେଇଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଏହି ପେଜ କୁ ଲାଇକ ,କୋମେଣ୍ଟ ,ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *