ଭଗବାନ ଶ୍ରୀ କୃଷ୍ଣ କୁହନ୍ତି: ଯେଉଁ ସ୍ତ୍ରୀ ପ୍ରତ୍ୟକ ଦିନ ସନ୍ଧ୍ୟାରେ ଏହି 3ଟି କାମ କରେ, ଘରଠୁ ଦୂରେଇ ରୁହେ ଦାରିଦ୍ର୍ୟ

ମହାଭାରତ କାଳ ହେଉ କିମ୍ବା ରାମାୟଣ ଯୁଗ ଏହି କଥା ପରଚାଳନ ଅଛି । ଯାହା ଦ୍ଵାରା ଆମ ଜୀବନର ଉର୍ଣ୍ଣତି ହୋଇ ଥାଏ । ଭଗବାନ ଶ୍ରୀ କୃଷ୍ଣ ଙ୍କୁ ମାହାରାଜା ଯୁଧିଷ୍ଟିର କହି ଥିଲେ ହେ ବହଗବାନ ଆପଣ ସ୍ବାଉ କିଛି ଜାଣି ଛନ୍ତି ଏହି ସଂସାର ରୂପକ ମାୟାରୁ ଆପଣ କିଭଳି ବଞ୍ଚିବା ପାଇଁ ହେବ ଏହା କେବଳ ଆପଣ ଭଲ ଭାବେ ଜାଣି ଥିବେ । ଏହାକୁ ଆଉ କେହି ଜାଣିବା ସମ୍ଭବ ପର ନୁହେଁ । ତେଣୁ ଆପଣ ମତେ କୁହନ୍ତୁ କି କେଉଁ ଭଳି ଭାବେ ଓ କଣ କଣ ଆମେ କିଭଳି ଭାବେ ରଖିବା କଥା ଆମ ଘରେ ।

ଭଗବାନ କହିଥିଲେ କି ଏହି ଯୁଗ ହେଉ କିମ୍ବା ଆଉ କେଉଁ ଯୁଗ ଏହା ସତ୍ୟ ଥିଲା ଓ ଏହା ସତ୍ୟ ହୋଇକି ରହିବ । ଆଜି ଭଗବାନ କହିଥିବା ଏହି ଭଳି କଥା କୁ ଆମେ ଆପଣଙ୍କ ଆଗରେ ଉପସ୍ଥାପନା କରିବା ପାଇଁ ଯାଉଛୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ କେଉଁ କେଉଁ କାମ କରିବା କଥା ଓ କେଉଁ କେଉଁ କାମ କରିବା କଥା ନୁହେଁ ।

ଦେଖନ୍ତୁ ଘର ଅଛି ମାନେ ଘରଣୀ ନିଶ୍ଚିତ ଭାବେ ଥିବ । ଆପଣ ଙ୍କ ଘରେ ଯଦି କେହି ମହିଳା ଅଛନ୍ତି ତେବେ ଆପଣ ସେମାନଙ୍କ ସମ୍ମାନ କରିବା ନିହାତି ଭାବେ ଦରକାର ଅଟେ । ଆପନ୍ନ ଭାବି ମଧ୍ୟ ପାରିବେନି କି ଆପଣଙ୍କ ଘରେ କେଉଁ ଭଳି ଧନର ଆଗମନ ହେବ ।

ଆଜି ଆମେ କହିବା ପାଇଁ ଯାଉଛୁ ସେହି ସବୁ କଥା ମନ ରଖନ୍ତୁ ଯେଉଁ ଘରେ ନାରୀକୁ ଏକ ବସ୍ତୁ ବୋଲି ଭବା ଯାଏ ସେହି ଘରେ ମା ଲକ୍ଷ୍ମୀ କେବେହେଲେ ରହି ନାହାଁନ୍ତି । କାରଣ ସେ ଅପମାନ ସାହି ପାରି ନଥାନ୍ତି । ଯେଉଁ ମାନେ ଘର ଓ ନିଜ ମନକୁ ସ୍ଵଚ୍ଛ ରଖୀ ନଥାନ୍ତି ସେମାନଙ୍କ ଘରକୁ ମଧ୍ୟ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇ ନଥାଏ ।

ପ୍ରତେକ ଘରେ ପାଞ୍ଚ ଦ୍ରବ୍ଯ ମାନେ କ୍ଷୀର, ଘିଅ, ମହୁ, ଗୋବର, ଗୋ ମୁତ୍ର ଆଦି ଥାଏ ସେହି ଘର ଅଭୁତ ଅଟେ । ଆଉ ମଧ୍ୟ କହିଛନ୍ତି କି ଘରର ବଡ ଲୋକମାନେ ଏକାଦଶୀ ବ୍ରତ କରିବା ଭଲ ହୋଇଥାଏ । ଏହି ଦିନ କିଛି ଖରାପ କାମ କରନ୍ତୁ ନି । ଯେଉଁ ମାନେ ଏହାକୁ କରି ଥାନ୍ତି ସେମାନେ ସବୁ ବେଳେ ମା ଲକ୍ଷ୍ମୀ ଙ୍କ ପ୍ରିୟା ଅଟନ୍ତି ।

ଆପଣ ମାନେ ରଖନ୍ତୁ କି ମା ଲକ୍ଷ୍ମୀ ସନ୍ଧ୍ୟା ସମୟରେ ଘରକୁ ଆସି ଥାନ୍ତି ତେଣୁ ଆପଣ ଘର ସାମନାରେ କିଛି ପାଣି ଢାଳିକି ସେହି ଜାଗାରେ ଦୀପ ଲଗାଇଆବା ଭଲ ହୋଇ ଥାଏ । ଏହା ସହ ଆପଣ ଘର ବାହାରେ ସ୍ଵସ୍ତିକ ଚିହ୍ନ ଲଗାଇବା ଭଲ ହୋଇଥାଏ । ଏହା ସହ ଆପଣ ଘରକୁ ଲୁଣ ପାଣିରେ ସଫା କରନ୍ତୁ । ଆପଣ ପିମ୍ପୁଡି କୁ କିଛି ଖାଇବା ପାଇଁ ଦିଅନ୍ତୁ ଏହା ଦ୍ଵାରା ଘରର ଅନିଷ୍ଟତା ଦୂର ହୋଇ ଯାଇଥାଏ ।

ଭଗବାନ କହିଛନ୍ତି କି ମଣିଷ ର କାମ ହେଉଛି କି ତାରା ଆଖ ପାଖରେ ଥିବା ପଶୁ ପକ୍ଷୀ ଓ ଗଛ ଲତାର ଧ୍ୟାନ ଦେବା ଦରକାର । ସେଶ କଥା ଆପଣ ବାହାରେ କ୍କିହହୀ ପାଣି ପାତ୍ର ରଖିବା ନିହାତି ଭାବେ ଦରକାର କେହି ଆସିଲେ ପାଣି ଦେବା ପାଇଁ ଏହା ଖୁବ ପୂଣ୍ୟର କମ ଅଟେ ।

Leave a Reply

Your email address will not be published. Required fields are marked *