ଝିଅ ପାଦର ପାଉଁଜି ଆପଣଙ୍କୁ ବନେଇଦବ ଧନବାନ, ବାସ କରନ୍ତୁ ଏହି ଛୋଟିଆ ଉପାୟ

ନମସ୍କାର ବନ୍ଧୁଗଣ । ଶାସ୍ତ୍ର ଅନୁସାରେ ଗୋଟେ ମହିଳା ପ୍ରତ୍ୟକଦିନ ସକାଳ ଓ ସନ୍ଧ୍ୟାରେ ସଜ ବାଜ ହୋଇଥାନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି । ସେହି ଘରେ ସବୁବେଳେ ଖୁସି ଲାଗିରହିଥାୟ । ଧନର କେବେ ଅବାଭ ହୂୟ ନାହିଁ । ବନ୍ଧୁଗଣ ମହିଳାମାନଙ୍କର ସୁନ୍ଦର ଦେଖାଯିବାର ଖାସ ବସ୍ତୁ ହଉଛି ପାୟେଲ । ବନ୍ଧୁଗଣ ପାୟେଲ ପିନ୍ଧିଲେ ପାଦତ ସୁନ୍ଦର ଦେଖା ଯାଇଥାୟ । ତା ଛଡା ଅନ୍ୟ ଲାଭ ମଧ୍ୟ ମିଳିଥାୟ ।

ବନ୍ଧୁଗଣ ଚାନ୍ଦିରେ ତିଆରି ପାୟେଲ କୁ ପାଦରେ ମହିଳା ମାନେ ପିନ୍ଧନ୍ତି । ଏହା ଚନ୍ଦ୍ରମା ର ଧା-ତୁ ଅଟନ୍ତି । ଯାହା ମନର କାରଗ୍ରହ ଅଟନ୍ତି । ଏହି ପାୟଲ ରେ ଥିବା ଗୁଙ୍ଘୁର ମନର ଏକାଗ୍ରତା ବଢେଇଥାୟ । ବନ୍ଧୁଗଣ ଯେଉଁ ଘରେ ପାଉଞ୍ଜିର ଛମ ଛମ ଶବ୍ଦ ଶୁଣା ଯାଇଥାୟ ସେହି ଘରେ ଦେବୀ ମାନେ ବାସ କରନ୍ତି । ସେହି ଘରେ ସୁଖ ଶାନ୍ତି ସବୁବେଳେ ଦେଖିବାକୁ ମିଳିଥାୟ । ସେହି ଘରେ ସବୁବେଳେ ସକାରାତ୍ମକ ପରିବେଶ ଦେଖିବାକୁ ମିଳିଥାୟ । ବନ୍ଧୁଗଣ ଯଦି ଚାନ୍ଦି ଯଦି ଶରୀରରେ ଲାଗିକି ରହିଥାୟ ତାହାଲେ ହାଡ ମଝବୁତ ରହିଥାୟ ।

ଆପଣ ମାନେ ଜାଣିଥିବେ ଯେବେ ଆପଣଙ୍କ ଘରେ ଝିଅର ବିଭାଘର ହୋଇଥାୟ ଝିଅ ବିଦା ସମୟେରେ ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡି ଯାଇଥାନ୍ତି । ତେଣୁ ଆପଣ ଝିଅର ବିଭାଘର ସ୍ତିର ହେଲା ପରେ ଝିଅର ପାଦରେ ପାଉଁଜି ପିନ୍ଧେଇ ଦିଅନ୍ତୁ । ଝିଅର ବିଭାଘର ପରେ ଝିଅ ବିଦା ସମୟରେ ଗୋଟେ ପାଉଁଜି ଝିଅର ପାଦରୁ ଓଲାହି ଆପଣଙ୍କର ଘରେ ଥିବା ଆଲମାରି ରେ ରଖିଦିଅନ୍ତୁ । ଆଉ ଏକ ପାଉଁଜି ଝିଅକୁ ଦେଇଦିଅନ୍ତୁ ଏହା କରିବା ଦ୍ଵାରା ଆପଣଙ୍କ ଘରୁ ଲକ୍ଷ୍ମୀ ଛାଡିକି ଜୀବେନି । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଆପଣଙ୍କର ଝିଅର ବିଭାଘର ସମୟରେ ଆପଣ ପାଉଁଜି ଦାନକରନ୍ତି ଏହା କରିବା ଦ୍ଵାରା ଆପଣଙ୍କର ଝିଅର ଘରେ ସବୁବେଳେ ସୁଖଶାନ୍ତି ଲାଗିରହିଥାୟ ।

କେବେବି ଧନର ଅବାଭ ହୋଇନଥାୟ । ଆପଣଙ୍କ ଝିଅ ତାହର ଶଶୁର ଘରେ ରାଣୀ ଭଳି ରହିଥାୟ । ବନ୍ଧୁଗଣ ଯଦି ଆପଣଙ୍କର ଡାହାଣ ପାଦର ପାଉଁଜି ହାଜିଜାୟ ତାହାଲେ ଆପଣ ଜାଣିବେ ସମାଜରେ ଆପଣଙ୍କୁ ବଦନାମ ସହିବାକୁ ପଡିବ । ଯଦି ଆପଣଙ୍କର ବାମ ପାଦର ପାଉଁଜି ହଜିଯିବ ତାହାଲେ ଆପଣଙ୍କର ଦୁର୍ଘଟଣା କିମ୍ବା ବହୁତ ବଡ ବିପଦ ଆପଣଙ୍କର ଜୀବନରେ ଘଟିବ । ତେଣୁ ବନ୍ଧୁଗଣ ଆପଣ କେବେବି ପାଉଁଜି ହଜେଇବାକୁ ଦିଅନ୍ତୁ ନାହିଁ । ବନ୍ଧୁଗଣ ଜାଣିଲେ ତ ଆପଣଙ୍କର ଝିଅର ପାଉଁଜି ଆପଣଙ୍କୁ ଧନି କରିଦବ । ଆପଣଙ୍କର କେବେବି ଧନର ଅଭାବ ହବ ନାହିଁ । ତେଣୁ ଆପଣ ନିଜ ଝିଅର ପାଦରେ କେବେବି ପାଉଁଜି ଓଲାହିବାକୁ ଦିଅନ୍ତୁ ନହିଁ ।

Leave a Reply

Your email address will not be published. Required fields are marked *