ଯିଏ ବି ଏହି ସମୟରେ ଲଗାଇ ଥାଏ ଝାଡୁ, ସେ ହୋଇଥାଏ କୋଟିପତି…. ଆମ ଶାସ୍ତ୍ରରେ ଲେଖା ଅଛି

ଝାଡୁ ଲଗାଇବାର ସମୟ ଯଦି ଆପଣ ନିଜ ଘରେ ନିର୍ଧାରିତ କରିଦେଇଥାନ୍ତି ନିଶ୍ଚିତ ଭାବେ ଆପଣଙ୍କ ଘରେ ଦେବୀ ଲକ୍ଷ୍ମୀଙ୍କ ବାସ ହେବ । ନକରାତ୍ମକତା ଆପଣଙ୍କ ଘରେ ପ୍ରବେଶ କରି ପାରିବ ନାହିଁ । ସବୁ ଜିନିଷ ଗୋଟିଏ ସମୟ ନିର୍ଧାରିତ ହୋଇଥାଏ କିଛି ସମୟ ବିଶେଷ ହୋଇଥାଏ ଯାହାକୁ ପିକ ପଏଣ୍ଟ କୁହାଯାଇଥାଏ । ଆଉ ସେହି ସମୟରେ ଯଦି ଆମେ କୌଣସି କାର୍ଯ୍ୟ କରିଥାଉ ସେଥିରୁ ଆମେ ଦୁଇଗୁଣ ସଫଳତା ମିଳିଥାଏ । ଏହା ସହିତ ଆମକୁ ଶକରତ୍ମକତା ପ୍ରଭାବ ଦେଖିବାକୁ ମିଳିଥାଏ । ସଫା ସୁତୁରା କରିବା ବହୁତ ଭଲ କଥା ହୋଇଥାଏ କିନ୍ତୁ ବାସ୍ତୁ ଶାସ୍ତ୍ର ହିସାବରେ ତାର କିନ୍ତୁ ଗୋଟିଏ ସମୟ ନିର୍ଧାରିତ ହୋଇଥାଏ ।

ଯେଉଁ ଭଳି ସଫାର ଉଚିତ ସମୟ ନିର୍ଧାରିତ ହୋଇଥାଏ ଆଉ ଝାଡୁଲଗାଇବାର ଦିନର ଚାରି ପ୍ରହର ଉଚିତ ହୋଇଥାଏ । କିନ୍ତୁ ରାତିର ଚାରି ପ୍ରହରରେ ଏହି କାମ କରିବାକୁ ଅନୁଚିତ ବୋଲି କୁହା ଯାଇଛି । ଯେବେ ରାତିର ଚାରି ପ୍ରହରରେ ଝାଡୁ ଲଗାଯାଇଥାଏ ତେବେ ଘରେ ଦରିଦ୍ରତା ଆସିଥାଏ । ଧନର ଦେବୀ ଲକ୍ଷ୍ମୀ ରାଗି ଯାଇଥାନ୍ତି । ଏଥିରେ ଧନ ଆସିବା ଉପରେ ପ୍ରଭାବ ପଡିଥାଏ । ଯଦି ଆପଣ ବହୁତ ଦିନ ପରେ ଘରକୁ ସନ୍ଧ୍ଯା ସମୟରେ ଆସୁଛନ୍ତି ଆଉ ଘର ଧୁଳି ମାଟିରେ ଭରା ରହିଛି । ଯଦି ଝାଡୁରା ଆବଶ୍ୟକତା ରହିଛି ତେବେ ଝାଡୁ କରି ଅଳିଆ କେବେବି ବାହାରେ ପକାଇବେ ନାହିଁ ତାକୁ ଗୋଟିଏ କଣରେ ରଖିବେ ଓ ସକାଳ ହେଲେ ଘରକୁ ବାହାର କରିବେ ।

ବାସ୍ତୁ ହିସାବରେ ଆପଣଙ୍କୁ ଏହି କଥାର ନିଶ୍ଚିତ ରୂପେ ଧ୍ୟାନ ଦେବାକୁ ହେବ । ଆଉ ରାତି ସମୟରେ ଘର ଝାଡୁ କରିକି ଅଳିଆ ଯଦି ବାହାରେ ପକାଇବୁ ତେବେ ଘର ଲକ୍ଷ୍ମୀ ବାହାରକୁ ପଳାଇ ଥାଏ । ଆଉ ଘରେ ଅଲକ୍ଷ୍ମୀ ପ୍ରବେଶ କରିଥାଏ । ଯେଉଁ କାରଣରେ ଆପଣଙ୍କ ଜୀବନରେ ନକରାତ୍ମକତା ଅଧିକ ହୋଇଥାଏ ଓ ଶକରତ୍ମକତା କମ ହୋଇଥାଏ । ଏମିତି କେଉଁ ଶୁଭ ସମୟ ରହିଛି ଯଦି ଆପଣ ନିଜ ଘରେ ଝାଡୁ ଲଗାଉଛନ୍ତି ତେବେ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ।

ଆପଣଙ୍କ ଜୀବନରେ କୋଟି ପତିର ହେବାର ମଧ୍ୟ ବହୁତ ସମ୍ଭାବନା ରହିଥାଏ । ଶାସ୍ତ୍ରରେ ଏହା ସବୁଠୁ ଶୁଭ ସମୟ ବୋଲି କୁହାଯାଇଛି । ତେବେ ସବୁଠୁ ଶୁଭ ସମୟ ହେଉଛି ସୂର୍ଯ୍ୟ ଉଦୟ ସମୟ । କୁହାଯାଏକି ଏହି ସମୟରେ ଦେବତା ବୁଲିବାକୁ ପୃଥିବୀ ପୃଷ୍ଠିରେ ବାହାରି ଥାନ୍ତି । ଯଦି ଆପଣ ସକାଳୁ ସକାଳୁ କେଉଁଠିକୁ ଯାଉଛନ୍ତି ତେବେ ଆପଣଙ୍କ ଆଗରେ କୌଣସି ବ୍ୟକ୍ତି ଝାଡୁ କରୁଥିବାର ଦେଖା ଗଲା ସେଇ କାମରେ ଆପଣଙ୍କୁ ବହୁତ ସଫଳତା ମିଳିଥାଏ ।

ସୂର୍ଯ୍ୟ ଉଆଦାୟ ସମୟରେ ଆପଣ ଯଦି ଝାଡୁ ଓ ପୋଛା କରି ଦେଉଛନ୍ତି ତେବେ ନିଶ୍ଚିତ ଭାବେ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଆଉ ଆପଣଙ୍କ ଜୀବନରେ କେବେବି ନକରାତ୍ମକତା ପ୍ରବେଶ କରି ପାରିବ ନାହିଁ । ଯଦି ସକାଳୁ ସକାଳୁ ଘର ଦ୍ଵାରେ ଗୋମତ ଆସିଯାଇଥାଏ ତେବେ ତାଙ୍କୁ କେବେବି ଖାଲି ପଠେଇବା ଉଚିତ ନୁହେଁ । ଯଦି ଗୁଡ ସହିତ ରୁଟି ସକାଳୁ ସକାଳୁ ଗୋମତାକୁ ଖାଇବାକୁ ଦେଇଥାଉ ତେବେ ସେହି ବ୍ୟକ୍ତି ଜୀବନରେ କେବେବି କୌଣସି ଖରାପ ଦୋଷ ଆସିଥାଏ । ଏହା ସହିତ ଦେବୀ ଲକ୍ଷ୍ମୀଙ୍କର ପ୍ରବେଶ ସବୁବେଳ ପାଇଁ ହୋଇଯାଇଥାଏ ।

Leave a Reply

Your email address will not be published. Required fields are marked *