ଜୁନ ମାସ ଆରମ୍ଭ ହେବା ମାତ୍ରେ କୁମ୍ଭ ରାଶି ସାବଧାନ! ଆସୁଛି ବଡ ସଙ୍କଟ, ମହାଭବିଷ୍ୟବାଣୀ…. ସବୁ କାମ ଛାଡି ଏବେ ହିଁ ଦେଖନ୍ତୁ

କୁମ୍ଭ ରାଶିର ଲୋକଙ୍କ ପାଇଁ ଆସନ୍ତା ମାସ କିଭଳି ରହିବ । ଆଜି ଆମେ କହିବା କି ଏହି ରାଶିର ଲୋକମାନେ କିଭଳି ପରିଣାମ ପାଇବେ ଓ କଣ କଣ କରିବେ ଆସନା ଜୁନ ମାସରେ । ଜୁନ ମାସ ରେ ଆପଣଙ୍କ ପାଇଁ ଶୁଭ ଅପରିଣାମ ଆଣି ଦେବ । କିନ୍ତୁ ଆପଣ ଏହାକୁ ଅଧିକ ଭାବିକି ନିଜେ ଚେଷ୍ଟା କରିବା ବନ୍ଦ କରିବା ଭଲ ନୁହେଁ ଯଦି ଆପଣ କିଛି କାମକୁ ନେଇକି ଚିନ୍ତା ରେ ଅଛନ୍ତି ତେବେ ଆପଣଙ୍କ ଚିନ୍ତା ଛାଡି ଦିଅନ୍ତୁ କାରଣ ଏହା ଏବେ ସମାଧାନ ହୋଇଯିବ ।

ଆପଣ ଯଦି ବାହାର ଜାଗାରେ ଫଶୀ ଯାଇ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ସେହି ସମସ୍ୟାରୁ ବାହାରି ଯିବେ । ଆପଣଙ୍କ ପାଖରେ ଥିବାର ପଇସାର ସଦୁପଯୋଗ କରନ୍ତୁ । ଆପଣ ଯେଉଁ ଜାଗାରେ ନିଜ ପଇସା ଲଗାଇ ଥିବେ ତାହା ଆପଣ ପାଇବେ ।

ଆପଣ ଯେଉଁ ଭି ଜାଗାକୁ ଯିବେ ସେହି ଜଗାରୁ ଆପଣ କିଛି ଭଲ ପରିଣାମ ପାଇବେ । ଆମେ ଆଜି ଆପଣଙ୍କୁ କହିବା କି ଯେଉଁ ମାନେ ନିଜ କୁ ଧାର ଉଧାର ରେ ବୁଡାଇକି ରଖୀ ଛନ୍ତି ସେମାନେ ସେମାନେ ଏବେ ଏକ ସୁଯୋଗ ପାଇବେ ଏହା ମଧ୍ୟରୁ ବାହାରିବା ପାଇଁ ।

ଆପଣ ନିଜ ଶରୀର ପ୍ରତି ଯତ୍ନଶୀଳ ହେବା ସରକାର । ଆପଣ ନିଜ କଥାକୁ ନେଇକି ସଚେତନ ରୁହନ୍ତି ଆପଣ କାହାକୁ ଥଟାରେ ମଧ୍ୟ କଟୁ କଥା କୁହନ୍ତୁ ନି । ଆପଣ ଯଦି ନିଜେ କିଛି ଭୁଲ କରି ଛନ୍ତି ଯାହା ଦ୍ଵାରା ଆପଣଙ୍କ ଚାକିରି କ୍ଷେତ୍ର ରେ କିଛି ଅସୁବିଧା ହେଇଛି ତେବେ ଆପଣ ଏହାକୁ ଜଲ୍ଦି ସ୍ଵୀକାର କରିବା ଭଲ ହୋଇ ଥାଏ ।

ଏହି ସମୟ ଆପଣଙ୍କ ସହ ଥିବା ଯୋଗୁ ଆପଣ ସବୁ ବିପଦ ରୁ ବଞ୍ଚି ଯିବେ । ମାତ୍ର ଯେଉଁ ଭଳି ପବନ ର ବେଗ ବଢିଲେ ଘାସ କିମ୍ବା ଗୁଳ୍ମ ଗଛ ମାନେ ତଳକୁ ନଇଁ ଯାଇ ଥାନ୍ତି ଓ ଯାହା ଦ୍ଵାରା ସେମାନେ ବିପଦ ଆସିଲେ ମଧ୍ୟ ବଞ୍ଚିକି ଥାନ୍ତି ସେହି ଭଳି ଆପଣ ମଧ୍ୟ ନିଜ ଭୁଲ ସ୍ଵୀକାର କରିବା ଦ୍ଵାରା ସମସ୍ଯା କୁ କାଟି ପାରିବେ ।

ଆପଣ ନିଜ ଘରେ ଅଧିକା ସମୟ ରହିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ଯଦି କାହାକୁ କିଛି କଥା ଦେଇ ଛନ୍ତି ତାହା ପୂରଣ କରି ପାରି ନାହାଁନ୍ତି ତେବେ ଆପଣ ତାକୁ ଏହା ଜଣାଇ ଦେବା ଭଲ ହେବ । ଆପଣ ଯାହା ଭି କରିବେ ସେଥିରେ ସଫଳତା ପାଇବେ ଆପଣଙ୍କ ସହ ଆପଣଙ୍କ ଜୀବନ ସାଥି ଙ୍କ ସହଯୋଗ ଆପଣଙ୍କ ସହ ସବୁ ଦିନ ପାଇଁ ରହିବ ।

ଆପଣ ଯଦି ପ୍ରେମ ସମ୍ପର୍କ ରେ ଅଛନ୍ତି ଆପଣଙ୍କ ସାମାନ୍ଯ କିଛି ଝଗଡା ହୋଇ ପାରେ । କିନ୍ତୁ ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ଖୁବ ମଜବୁତ ହେବ । ସନ୍ତାନ ମାନଙ୍କ ପାଖରୁ ଆପଣ କିଛି ଶୁଭ ପରିଣାମ ପାଇବେ ।

Leave a Reply

Your email address will not be published. Required fields are marked *