ଦୀର୍ଘ 15 ବର୍ଷ ପରେ ଶନି ଦୋଷରୁ ମୁକ୍ତି ପାଉଛନ୍ତି ଏହି 3 ଟି ରାଶି, ହେବ ଧନଲାଭ – Jyotish Shastra

ବନ୍ଧୁଗଣ ଯେତେବେଳେ ଗ୍ରହ ମାନଙ୍କର ଦଶା ଦିଶାରେ ଅଦଳ ବଦଳ ହୋଇଥାଏ ତେବେ ନିଶ୍ଚିତ ଭାବରେ ଏହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ । କିନ୍ତୁ ଆମ୍ଭେ ଏହି ପ୍ରଭାବକୁ ବୁଝି ପାରି ନଥାଉ । ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ । ଆମେ ଏଠାରେ କହି ଦେଉଛୁ କି ପ୍ରତ୍ଯେକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଶନି ଗ୍ରହଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆମର ହିନ୍ଦୁ ଧର୍ମରେ ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ମଣିଷର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇଯାଏ । ଶନିଦେବ ଜଣେ ନ୍ୟାୟପ୍ରିୟ ଗ୍ରହ ଅଟନ୍ତି । ଯିଏ ସମସ୍ତ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି ।

କିନ୍ତୁ ଯେଉଁମାନେ ଅନୈତିକ ଓ ଭୁଲ କାମ କରନ୍ତି ଭଗବାନ ଶନିଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ । ଆପଣଙ୍କୁ କହି ଦେଉଛୁ କି ଜ୍ୟୋତିଷଙ୍କ ଅନୁସାରେ ଏମିତି କିଛି ରାଶି ରହିଛି ଯାହାଙ୍କ ଉପରେ ଭଗବାନ ଶନିଦେବ ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ପ୍ରସନ୍ନ ରହିବେ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।

ମେଷ ରାଶି: ଏହି ରାଶି ଉପରେ ପୁରା 21 ବର୍ଷ ପର୍ଯ୍ୟନ୍ତ ଶନିଦେବ ପ୍ରସନ୍ନ ରହିବେ । ଏବେ ଏହି ରାଶିର ବ୍ୟକ୍ତିଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆଗାମୀ ସମୟରେ ଏମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ । ଏମାନଙ୍କର ସବୁ ମନୋସ୍କାମନା ଭଗବାନ ଶନିଦେବ ପୂରଣ କରିବେ । କିନ୍ତୁ ଏମାନଙ୍କୁ ଭଗବାନ ଶନିଦେବ ଙ୍କ ଉପରେ ପୁରା ଭରସା ଓ ବିଶ୍ଵାସ କରିବା ନିହାତି ଆବଶ୍ୟକ ।

ସିଂହ ରାଶି: ଏହି ରାଶି ଙ୍କ ଉପରେ ମଧ୍ୟ ଶନିଦେବ ଙ୍କର କୃପା ବର୍ଷିବ । ଏମାନଙ୍କ ପାଖରେ ଆଉ ଆତ୍ମବିଶ୍ଵାସ ର ଅଭାବ ରହିବ ନାହିଁ । ଏମାନଙ୍କର ସବୁ ମନୋସ୍କାମନା ଭଗବାନ ଶନିଦେବଙ୍କ ଦ୍ଵାରା ପୁରା ହୋଇଯିବ । କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ କି ଆପଣଙ୍କୁ ସଂପୂର୍ଣ୍ଣ ପରିଶ୍ରମ ଓ ମନ ଧ୍ୟାନ ଦେଇ ନିଜର କାମ ଉପରେ ଧ୍ୟାନ ଦେବା ନିହାତି ଦରକାର ।

କନ୍ୟା ରାଶି: ଶନିଦେବ ଆପଣଙ୍କୁ ସବୁ ସଙ୍କଟରୁ ଉଧାର କରିବେ କିନ୍ତୁ ଆପଣଙ୍କୁ ନିଜର ସମୟ ନିଜ ଜୀବନସାଥିଙ୍କ ସହିତ କାଟିବାକୁ ପଡିବ । ତେବେ ଯାଇ ଶନିଦେବ ଙ୍କର କୃପା ଦ୍ଵାରା ଆପଣଙ୍କର ସାରା ଜୀବନ ସୁଖମୟ ରହିବ । ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ ।

ଯଦି ଆପଣଙ୍କର ଏ ପର୍ଯ୍ୟନ୍ତ ବିବାହ ହୋଇ ନାହିଁ ତେବେ ଏହି ସମୟରେ ଆପଣଙ୍କୁ ଏକ ଉଚିତ ଜୀବନସାଥୀ ମିଳିବାର ସମ୍ଭାବନା ଅଛି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *