କାହାର ନାମ ଭାବି ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଦେଖିବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ଏବଂ ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି- Personality Test

ବନ୍ଧୁଗଣ ଆଜି ଆପଣଙ୍କ ପାଇଁ ବହୁତ ଭଲ ବିଷୟବସ୍ତୁ ନେଇ ଆସିଛୁ । ଆପଣଙ୍କ ପାଇଁ ୪ଟି ରଙ୍ଗର ଫୁଲର ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ଚୟନ କରିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି । ଆପଣ ଚାହିଁଲେ ଦୁଇ ଜଣ ବ୍ୟକ୍ତିଙ୍କ ପାଇଁ ଅଲଗା ଅଲଗା ଫୁଲ ଚୁଜ କରିପାରିବେ । ତେବେ କାହାର ନାଁ ଭାବି ଆପଣ ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଆଉ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି ।

୧- ପ୍ରଥମ ନମ୍ବର : ଯେଉଁମାନେ ପ୍ରଥମ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କ ଠାରୁ ନିରାଶା ଅଛନ୍ତି । ସେ ଆପଣଙ୍କୁ ଯେମିତି ଭାବୁଥିଲେ ଆପଣ ସେମିତି ବିଲକୁଲ ନୁହନ୍ତି । ଆପଣ ତାଙ୍କର ଦିଲ ଭାଙ୍ଗି ଦେଇଛନ୍ତି । ଯାହା ତାଙ୍କୁ ଖରାପ ଲାଗିଛି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି କିନ୍ତୁ ସେ ଆପଣଙ୍କୁ ନେଇ ବହୁତ ଦୁଖୀ ଅଛନ୍ତି । ଆପଣଙ୍କ ସହ ସମ୍ପର୍କ ଶେଷ କରିବାକୁ ସେ ନିସ୍ପତି ନେଇଛନ୍ତି । ସେ ଆପଣଙ୍କର ସାଥ ସବୁବେଳେ ଦେଇଛନ୍ତି କିନ୍ତୁ ଆପଣ କେବେ ଦେଇ ନାହାନ୍ତି । ଆପଣଙ୍କ ପାଇଁ ସେ ବହୁତ କିଛି ହରାଇଛନ୍ତି ଆଉ ଜୀବନରେ ସଂଘର୍ଷ କରିଛନ୍ତି ।

୨- ଦ୍ଵିତୀୟ ନମ୍ବର ; ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ହୋଇପାରେ ଆପଣଙ୍କର ନୂଆ ବିବାହ ହୋଇଛି ଆଉ ଆପଣ ଦୁହେଁ ପରସ୍ପର ସହ ବେଶ ଖୁସିରେ ଅଛନ୍ତି । ତାଙ୍କ ମନରେ ଆପଣଙ୍କୁ ନେଇ କିଛି ବି ଛଳ କପଟ ନାହି । ବହୁତ ପଜେଟିଭ ମଣିଷ ହେବା ସହ ଜୀବନକୁ ବାସ୍ତବିକ ରୂପେ ଦେଖୁଛନ୍ତି ।

୩- ତୃତୀୟ ନମ୍ବର : ଆପଣ ଯାହା ପାଇଁ ତୃତୀୟ କାର୍ଡ ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ସେ ମଣିଷଟି ଆପଣଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଥିଲେ କିନ୍ତୁ ବର୍ତ୍ତମାନ ତାଙ୍କର ଏନର୍ଜି ବଦଳି ଯାଇଛି । ଏମିତି ହୋଇପାରେ କି ଭୁଲ ଆପଣଙ୍କର ହୋଇପାରେ କି ତାଙ୍କର ବି ହୋଇପାରେ । ଆପଣଙ୍କ ଭିତରେ ବନ୍ଧୁତା ରହିଥିଲା କିନ୍ତୁ ଆପଣ ତାଙ୍କ ବନ୍ଧୁତାକୁ ଥିବା ଭାବେ ବୁଝନ୍ତି ନାହି । ତାଙ୍କୁ ଲାଗୁଛି ଆପଣ ତାଙ୍କ କଥାକୁ ବୁଝିପାରିବେ ନାହି ତେଣୁ ସେ ମୁଭ ଅନ କରିବାକୁ ଚାହୁଁଛନ୍ତି ।

୪- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ତେବେ ତାଙ୍କ ମନରେ ଆପଣଙ୍କ ପାଇଁ ପଜେଟିଭ ଚିନ୍ତାଧାରା ରହିଛି । ଆପଣ ବହୁତ ଜଲ୍ଦି ସେ ମନି ସହ ଦେଖା କରିଛନ୍ତି ହୋଇପାରେ ୮ ସପ୍ତାହ ବା ୮ ମାସ ହୋଇପାରେ । ଆପଣଙ୍କ ସାମନାରେ ବହୁତ ଭଲ ଭଲ ଜିନିଷ ରହିଛି । ସେ ଆପଣଙ୍କୁ ବହୁତ ଭଲ ନଜରିୟା ରେ ଦେଖୁଛନ୍ତି । ଭବିଷ୍ୟତରେ ସେ ଆପଣଙ୍କୁ ନେଇ କିଛି ନିସ୍ପତି ନେବେ କି ନାହି ତାହା ସମୟ କହିବ । ଆପଣ ସମ୍ପର୍କକୁ କିଛି ସମୟ ଦିଅନ୍ତୁ ତା ପରେ ଯାଇ କୌଣସି ନିର୍ଣ୍ଣୟ ନିଅନ୍ତୁ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *