କାହାର ନାମ ଚିନ୍ତା କରି ଗୋଟିଏ ସଂଖ୍ୟା ବାଛନ୍ତୁ ଓ ଦେଖନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି !

ଜୀବନରେ ଆଗକୁ ଯିବାକୁ ହେଲେ ବହୁତ କଷ୍ଟ ଓ ଦୁଃଖ ସହିବାକୁ ପଡିଥାଏ । ନିଜ ଲକ୍ଷ ସ୍ତଳରେ ପହଞ୍ଚିବା ପାଇଁ ଅନେକ ପ୍ରୟାସ ମଧ୍ୟ କରିଥାନ୍ତି । ସେଥିଲାଗି କୌଣସି ଲୋକଙ୍କ କଥା ଶୁଣିବ କଥା ନୁହେଁ । ଅନ୍ୟ ମାନଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି ଜାଣିବା ପାଇଁ ଆଜି ଆସନ୍ତୁ ଜାଣିବା ଏହି ଦୁଇଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ଚୟନ କରନ୍ତୁ ଓ ଜାଣନ୍ତୁ ଅନ୍ୟ ମାନଙ୍କ ମନରେ ଆପଣଙ୍କ ପାଇଁ କଣ ଚାଲିଛି ।

ଯଦି ଆପଣ ପ୍ରଥମ ସଂଖ୍ୟା ଟିକୁ ଚୟନ କରିଛନ୍ତି ତ ଏହି ସମୟରେ ଆପଣ ବହୁତ ଚିନ୍ତାମଗ୍ନ ରହୁଛନ୍ତି । ଏହି ସମୟରେ ମାତା ପିତାଙ୍କ ଆଶୀର୍ବାଦ ପାଇଁ ଆପଣ ବହୁତ ଆଗକୁ ଯିବେ । ଆଗାମୀ ସମୟରେ କୌଣସି ଖୁସିର ସମାଚାର ଆସିବା ଯାହା ପାଇଁ ପରିବାରରେ ବହୁତ ଖୁସୁର ବାତାବରଣ ଦେଖାଦେବ । ଯାହା ପୂର୍ବରୁ ସମସ୍ଯା ଥିଲା ବା ଦୁଃଖ କଷ୍ଟ ଥିଲା ତାହା ଏହି ସମୟରେ ସମାପ୍ତ ହୋଇଯିବ । ଇଶ୍ଵରଙ୍କ ଇଚ୍ଛାରେ ଆପଣଙ୍କର ମଙ୍ଗଳ ହେବାକୁ ଯାଉଛି ।

ଗୋଟିଏ କଥା ମାନେ ରଖନ୍ତୁ ନିଜ ସ୍ତ୍ରୀଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଏହି ସମୟ ପରଠାରୁ ଗୋପନୀୟ ଚିନ୍ତା ମାନ ଶୁଭ ଫଳରେ ପରିଣତ ହେବ । ଅଟକି ଯାଇଥିବା ସବୁ କାର୍ଯ୍ୟ ସଫଳ ହୋଇଯିବ । ସମସ୍ତ ଚିନ୍ତା ମାନ ଦୂର ହେବ । ଯଦି ଆପଣ ଦ୍ଵିତୀୟ ସଂଖ୍ୟା ଟିକୁ ଚୟନ କରିଛନ୍ତି । ଏହି ସମୟରେ ଆପଣଙ୍କର ସବୁ ବିପଦ ଦୂର ହୋଇଯାଇଛି । ଏହି ସମୟରେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ଆଣିବେ ।

ଯେଉଁ କାର୍ଯ୍ୟ କରୁଛନ୍ତି ତାହା ମନ ଦେଇ କରନ୍ତୁ ଫଳ ଧୀରେ ଧୀରେ ପ୍ରାପ୍ତ ହେବ । ଏହି କଥା ମନେରଖନ୍ତୁ ପୂର୍ବରୁ କୌଣସି ସ୍ୱଜନିତ କୁକର୍ମ କରିଦେଇଛନ୍ତି ସେଥିଲାଗି ତାର କୁଫଳ ଏହି ସମୟରେ ପଡୁଛି । ଯାହା ହୋଇଯାଇଛି ତାହା ବିଷୟରେ ଅଯଥା ଚିନ୍ତା କରନ୍ତୁ ନାହିଁ । ଆଗତ ଭବିଷ୍ୟତ କିପରି ସୁଖ ମୟ ହେବ ସେହି କଥା ଚିନ୍ତା କରିବା ଉଚିତ । ଧନ ସମ୍ପତି କିଛି ବିଳମ୍ବରେ ପ୍ରାପ୍ତ ହେବ । ଆଗରୁ ଯାହା ଇଚ୍ଛା କରିଥିଲେ ମଙ୍ଗଳ କ୍ରଯ୍ୟ କରିବା ପାଇଁ ତାହା ଏହି ସମୟରେ ପୂର୍ଣ ହୋଇଯିବ ।

ଆଗରୁ ଥିବା ଶରୀରରେ ପୀଡା ତାହା ମଧ୍ୟ ବହୁତ ଶୀଘ୍ର ଦୂର ହୋଇଯିବ । ସନ୍ତାନର ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ତାହା ବହୁତ ଶୀଘ୍ର ପୂର୍ଣ ହେବ । ଜୀବନରେ ସବୁ ସମସ୍ଯା ଦୂର କରିବା ପାଇଁ କୌଣସି ଛୋଟ ପିଲା ବା ବାଳୁତ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଓ ଏହା ସହ କିଛି ଉପହାର ମଧ୍ୟ ଦିଅନ୍ତୁ । ଦେଖିବେ ଏହା କରିବା ଦ୍ଵାରା ଜୀବନରେ ସବୁ ସମସ୍ଯା ଦୂର ହୋଇଯିବ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *