କାହାର ପାଦ ଧୁଳି ଘରେ ପଡିଲେ ଗରିବ ଲୋକ ମଧ୍ୟ ଧନୀ ହୋଇଯାଏ ? Ajira Anuchinta

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଶାସ୍ତ୍ର ପୁରାଣରେ ଅନେକ ନୀତି ନିୟମ ବିଷୟରେ କୁହା ଯାଇଛି ଯାହା ମାବ ସମାଜର କଲ୍ୟାଣରେ ଆସିଥାଏ । କିଛି ଲୋକେ ଏହାର ପାଳନ କରିଥାନ୍ତି ତ ଆଉ କିଛି ଏହାର ଅବମାନନା କରିଥାନ୍ତି । ଯାହାର ଫଳ ସ୍ୱରୂପ ସୁବ ଓ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ବେଶ କାମରେ ଆସିବ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଯେଉଁ ବସ୍ତ୍ର ପୋଡି ଯାଇଥିବ ତାକୁ କେବେ ବି ପିନ୍ଧିବା ଉଚିତ ନୁହେଁ । ମାଙ୍କଡ ଯଦି ଅଚାନକ ଘରକୁ ପ୍ରବେଶ କରିଥାଏ ତେବେ ଅର୍ଥ ହାନି ହୋଇଥାଏ । ତେଣୁ ପୂଜକଙ୍କୁ ଦାନ କରିଆବା ସଙ୍କଟ ଦୂର ହୋଇଥାଏ ।

୨- ଲୁଣକୁ ସର୍ବଦା କାଚ ପାତ୍ରରେ ରଖିବା ଉଚିତ । ଏହା ସହ ଲୁଣରେ ୪ଟି ଲବଙ୍ଗ ପକାଇ ରଖିଲେ ଆର୍ଥିକ ସ୍ଥିତି ଠିକ ରହିଥାଏ । ପ୍ରତେକ ଦିନ ଗୀତାର ଗୋଟିଏ ଶ୍ଳୋକ ପାଠ କରିବା ଉଚିତ ।

୩- ଠାକୁର ପୂଜା କରିବା ସମୟରେ ତମ୍ବା ବାସନ ବ୍ୟବହାର କରିବା ଉଚିତ । ସୂର୍ଯ୍ୟାସ୍ତ ପରେ ବାହାର ଲୋକଙ୍କୁ ଝାଡୁ, ହଳଦୀ ଓ କ୍ଷୀର ଦେବା ଦ୍ଵାରା ଅମଙ୍ଗଳ ହୋଇଥାଏ । ମହୁଫେଣା ଘରେ ହୋଇଥିଲେ ଏହା ଶୁଭ ଫଳ ପ୍ରଦାନ କରିଥାଏ ।

୪- ଦୋକାନରେ ୨ଟି ଗୋମତୀ ଚକ୍ର ଟଙ୍କା ରଖୁଥିବା ଜାଗାରେ ରଖିବା ଦ୍ଵାରା ଶୁଭ ହୋଇଥାଏ । ନିମ୍ବ ଗଛ କାଟିବା ଅନୁଚିତ । ନଖ ବା ଦାଢି କେବେ ବି ଭୁଲରେ ବାଥୃମରେ କାଟିବା ଉଚିତ ନୁହେଁ । ଏହା ଦ୍ଵାରା ଅମଙ୍ଗଳ ହୋଇଥାଏ ।

୫- ଶନିବାର ଦିନ ଲୁହା, କୋଇଲା, ଲୁଣ ଘରକୁ ଆଣିଲେ ଅଶୁଭ ଫଳ ମିଳିଥାଏ । ଚେଲୀ ଖୁରାର ଧୁଳି ବା ଘୁଷୁରି ଖୁରାର ଧୁଳି ଘରେ ପଡିବା ଦ୍ଵାରା ଅର୍ଥ ହାନି ହୋଇଥାଏ । ଗାଈ ଖୁରାର ଧୁଳି, ଭଣଜା ପାଦର ଧୁଳି, ଧାନର ଧୁଳି ଘରେ ପଡିଲେ ଧନ ବୃଦ୍ଧି ହୋଇଥାଏ ।

୬- ରବିବାର ଦିନ ବେଲ ଗଛ ପୂଜା କରି ପ୍ରଦକ୍ଷିଣ କରିବା ଦ୍ଵାରା ଶୁଭ ଫଳ ମିଲଥାଏ । ଗୁରୁଜନ ମାନଙ୍କ ଆଗରେ ଆଙ୍ଗୁଠି ଫୁଟାଇବା ବା ବଡ ପାଟିରେ ଶବ୍ଦ କହିବା ଅନୁଚିତ । ବିବାହରେ ବିଳମ୍ବ ହେଉଥିଲେ ବାଥୃମରେ କର୍ପୁର ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

୭- ବାପା ମାଙ୍କ ଆଗରେ ମିଛ କହିବା ଉଚିତ ନୁହେଁ । ପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ବରଗଛ ଓ ଓସ୍ତଗଛ ଏକତ୍ର ଥିବା ଜାଗାରେ ୨୦ ମିନିଟ ବସିବା ଦ୍ଵାରା ତାହା ବୃଦ୍ଧି ହୋଇଥାଏ ।

୮- ଘରେ କଳା ପିମ୍ପୁଡି ବାହାରିଲେ ଶୁଭ ହୋଇଥାଏ କିନ୍ତୁ ନାଲି ପିମ୍ପୁଡି ଦେଖାଗଲେ ଅଯଥା ଖର୍ଚ୍ଚ ହୋଇଥାଏ । ଓସ୍ତ ଗଛ ମୂଳରେ ଜଳଦାନ କରିବା ସମୟରେ ପଶ୍ଚିମା ମୁଖ ହୋଇ କରିଲେ ଶୁଭ ହୋଇଥାଏ ।

୯- ଘରେ ଅଶୁଭ ହେଉଥିଲେ ବୁଧବାରରେ ଦୁବ ଅର୍ପଣ କରି ରାଶି ଲଡୁ ଭୋଗ ଲଗାଇଲେ ତାହା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *