9 ଟି ଗଣ୍ଠି ମାରି ପିନ୍ଧନ୍ତୁ କଳା ଧାଗା, ଯାହାକୁ ଚାହିଁବେ ସେ ତୁରନ୍ତ ଆପଣଙ୍କର ହେବ

ଯଦି ଆପଣଙ୍କ ଚାକିର ହଉନି କିମ୍ବା ଆପଣଙ୍କୁ ଲାଗୁଛି କି କେହି ଆପଣଙ୍କ ହାତକୁ ବାନ୍ଧି ଦେଇ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ ହାଲୁକା ରେ ନିଅନ୍ତୁ ନି । ଆପଣ ମାନେ ଜଣାଇ ଛନ୍ତି କି ଏହା କରିବା ଦ୍ଵାରା ଆମ ଜୀବନରେ ସମସ୍ୟା ଆସି ପାରେ । ଆପଣ ମାନେ ଏହା ଜାଣି ଥିବେ କି ଭଗବାନ ଙ୍କ କୃପା ଆପଣଙ୍କ ଉପରେ ସବୁ ବେଳେ ଥାଏ ମାତ୍ର ବେଳେ ବେଳେ କିଛି ଲୋକଙ୍କ ଖରାପ ନଜର ପାଇଁ ଏହା ସମ୍ଭବ ହୋଇ ପାରି ଥାଏ ।

କିନ୍ତୁ ଯଦି ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଏହା ମଧ୍ୟ ହୋଇ ଥାଏ କି ଆମର ପ୍ରଗତତି ଦେଖିକି ଜଣେ ଜଣେ ସାହି ପାରି ନଥାନ୍ତି ତେଣୁ ସେମାନେ ଅନେକ ଖରାପ ରାସ୍ତା କିମ୍ବା କିଛି ତାନ୍ତ୍ରିକ ବିଦ୍ୟା କରି ଥାନ୍ତି ।

ଏହା ମଧ୍ୟ ସମ୍ଭବ କି ଏହି ଜଣଙ୍କ ଆପଣଙ୍କ ଘରର କେହି ହୋଇ ଥିବେ । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଏହା ଠାରୁ ନିଜକୁ ରକ୍ଷା କିଭଳି କରିବା । ଆମେ ନିଜକୁ ଏହା ଠାରୁ ଦୂରେଇ ରଖିବା ପାଇଁ କିମ୍ବା ନିଜକୁ ସୁରକ୍ଷା ଦେବା ପାଇଁ ଏକ ଉପାୟ କରି ପାରିବା ।

ଆମେ କଳା ରଙ୍ଗର ଏକ ସୂତା କିମ୍ବା ଧାଗା ଯାହାକୁ ଆପଣ ମାନେ କହୁ ଛନ୍ତି ତାକୁ ଆଣିବା ଓ ଏହା ପରେ ଆମେ ଏହାକୁ ଭଗବାନ ଶନି ଙ୍କ ପାଖରେ ନେଇଇ ପୂଜା କରାଇବା ଓ ଏହା ପରେ ଏହାକୁ ସାତଟି ଗଣ୍ଠି ମାରି ଏହାକୁ ଆମେ ରଖୀ ଦେବା ଓ ଶୁଭ ମୂହୁର୍ତ୍ତ ଦେଖି ଆପଣ ପୂଜା ସ୍ଥାନରୁ ଏହାକୁ ଉଠାଇ ଆପଣ ଏହାକୁ ନିଜ ହାତ କିମ୍ବା ଗୋଦା ରେ ବାନ୍ଧି ଦେଇ ଥାନ୍ତୁ ଏହା କରିବା ଦ୍ଵାରା ଆପଣଙ୍କ ଜୀବନର ସମସ୍ଯା ଦୂର ହୋଇଯିବ ।

ଆପଣ ମାନେ ଜାଣି ଥିବେ କି ଯଦି କେହି ଗର୍ଭବର୍ତ୍ତୀ ଥାଏ ତେବେ ହେଲେ କେଉଁ ସମୟରେ ତାକୁ ନଜର ଲାଗି ଯାଇ ପାରେ । ଆପଣ ମାନେ ଜାଣି ଥିବେ କି ଭଗବାନ ସବୁ ଆଡେ ଅଛନ୍ତି କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଏହାକୁ ଆପଣ ନିଜ ଘରର ବାହାରେ ମଧ୍ୟ ଲଗାଇ ପାରିବେ ।

କାରଣ ହେଉଛି କି ଭଗବାନ କହି ଛନ୍ତି କି କଳା ବସ୍ତୁ ସବୁ ଖରାପ ଶକ୍ତି କୁ ନିଜ ଆଡକୁ ଟାଣି ଆଣି ଥାଏ ଯାହା ଫଳରେ ଆପଣ ମାନେ ଜାଣି ଥିବେ କି ଏହା ଆମ ଉପରେ ପ୍ରଭାବ ପକାଇ ପାରି ନଥାଏ । ଆଜି ଏହି ଉପାୟ କରି ଦେଖନ୍ତୁ ଆପଣଙ୍କ ଜୀବନ ସଫଳ ହେବ । ଏହା ସହ ଆପଣ ଏହାକୁ ଶନି ବାର ଦିନ କରିବା ଦ୍ଵାରା ଅଧିକ ଭଲ ହୋଇ ଥାଏ ।

Leave a Reply

Your email address will not be published. Required fields are marked *