କଳା ଦୁଦୁରା ଚେର କରିଥାଏ କୋଟିପତି ! ବାସ କରନ୍ତୁ ଏହି ଉପାୟ, 24 ଘଣ୍ଟାରେ ଚମକିବ ଭାଗ୍ୟ

ଜୀବନରେ ଅନେକ ପ୍ରକାର ସମସ୍ଯା ଆସିଥାଏ । ସବୁ ସମସ୍ୟାକୁ ସାମ୍ନା ମଧ୍ୟ କରିଥାଉ । ବୈବାହିକ ଜୀବନରେ କିପରି ସୁଖ ସମୃଦ୍ଧିରେ ଭାରି ଉଠିବ ସେହି ଚେଷ୍ଟାରେ ଲାଗିଥାଉ । ହେଲେବି ଜୀବନରେ କିଛି ସମସ୍ଯାର ସମୁଖୀନ ହୋଇଥାଏ । ଆଜି ଆପଣଙ୍କୁ ଦୁଦୁରା ଗଛର ଉପକାରିତା ବିଷୟରେ କହିବୁ ଯାହା ଆପଣଙ୍କ ଜୀବନରେ ବହୁତ ପରିବର୍ତନ କରିଦେବ । ଧନର ଅଭାବ ରହିବ ନହିଁ । ତ ଆସନ୍ତୁ ଜାଣିବା ସେ ଦୁଦୁରା ଗଛ ବିଷୟରେ।

କେଉଁ ଦେବୀ ଦେବତାଙ୍କ ପାଖରେ ଏହି ଫୁଲ ଚଢାଇବା ଦ୍ଵାରା ପରିବାରରେ କୌଣସି ସମସ୍ଯା ଓ ଧନର ଅଭାବ ରହିବା ନହିଁ । ଦୁଦୁରା ଫୁଲ ତିନି ପ୍ରକାରର ଥାଏ । ଧଳା ଦୁଦୁରା ,କଳା ଦୁଦୁରା ,ନୀଳ ଦୁଦୁରା । ଚାରୋଟି ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପାଖରେ ଧଳା ଦୁଦୁରା ଫୁଲ ଅର୍ପଣ କରି ମାଙ୍କୁ ବହୁତ ଧ୍ୟାନର ସହିତ ପୂଜା କରନ୍ତୁ । ଏହା ଦ୍ଵାରା କେବେବି ଧନର ଅଭାବ ରହିବା ନାହିଁ । ବ୍ୟାପାରରେ ବହୁତ ଭଲ ରହିବ । ଚାକିରି କ୍ଷେତ୍ରରେ ଧନର ପ୍ରାପ୍ତି ହେବ ।

ପରିବାରରେ ସୁଖ ଶାନ୍ତି ଫେରି ଆସିବ। ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ସଦାସର୍ବଦା ରହିଛି । କୌଣସି କାର୍ଯ୍ୟ କରିବେ ସେଥିରେ ସଫଳ ମିଳିବ । ଯଦି ଆପଣ ତିନୋଟି ସୋମବାର ଶିବ ମନ୍ଦିର ଯାଇ ନୀଳ ରଙ୍ଗର ଦୁଦୁରା ଫୁଲ ଶିବଙ୍କୁ ଅର୍ପଣ କରି ଭକ୍ତିର ସହିତ ପୂଜା କରିବେ ଓ ଓମ ନଂମ ଶିବାୟ ଜପ କରିବେ । ଏହା କରିବା ଦ୍ଵାରା ମହାଦେବ ସନ୍ତୁଷ୍ଟ ହୋଇ ଆପଣଙ୍କର ସବୁ ମନସ୍କାମନା ପୂର୍ଣ କରିବେ । କୌଣସି ରୋଗରେ ଚିନ୍ତିତ ଥିଲେ ତାହା ଦୂର ହୋଇଯାଏ ।

ତନ୍ତ୍ର ମନ୍ତ୍ର ର ପ୍ରଭାବ ପଡିନଥାଏ । ସବୁ ସମସ୍ଯା ଦୂର ହୋଇଯାଏ । କର୍ମ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିବେ । ରହିଯାଇଥିବା ଧନ ଫେରି ଆସିବ । ପରିବାରରେ ସୁଖ ସମୃଦ୍ଧି ପୁରୀ ଉଠିବ । କୌଣସି କଷ୍ଟ ସମସ୍ଯା ଆସିବା ନହିଁ । ଘରର ଉନ୍ନତି ମଧ୍ୟ ହେବ । ଏହି କ୍ରିୟା କରିବା ଦ୍ଵାରା କୌଣସି ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚାହୁଛନ୍ତି ତ ସେଥିରେ ଅସଫଳ ହେବ । କଳା ଦୁଦୁରା ପାଇବା ବହୁତ କଷ୍ଟ ହୋଇଥାଏ । କାରଣ ଏହି ଫୁଲ ସହଜରେ ମିଳିନଥାଏ ।

ଏହି କଳା ଦୁଦୁରା କୁ ଚାରୋଟି ଶନିବାର ଦିନ ସାନି ମନ୍ଦିର ଯାଇ ଏହି କଳା ଦୁଦୁରାକୁ ଅର୍ପଣା କରିବେ ଓ ଘିଅର ଦୀପ ଲଗାଇବେ । ଏହା କରିବା ଦ୍ଵାରା ଶନି ମହାରାଜା ଶାନ୍ତିଷ୍ଟ ହୋଇଥାନ୍ତି । କୌଣସିବି ବିପଦରୁ ରକ୍ଷା କରିଥାନ୍ତି । ଶନି ଦାସ ଥିଲେ ଏହା କରିବା ଦ୍ଵାରା ଶନି ଦଶା କଟୀଯାଏ । ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଶନି ଦଶା ଲାଗିଗଲା ତ ସେ ଯେତେ ପରିଶ୍ରମ କରୁ ସଫଳ ହୋଇନଥାଏ । କାରଣ ଶନି ମହାରାଜ ନିଜ କର୍ମ ଅନୁସାରେ ଫଳ ଦେଇଥାନ୍ତି । ଏହା କରିବା ଦ୍ଵାରା ଶତ୍ରୁର ବିନାଶ ହେବ । କୌଣସି ସମସ୍ଯା ରହିବ ନହିଁ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *