କାଲି Ganesh Chaturthi ଠାରୁ ଏହି ରାଶିର ଅଚାନକ ଚମକି ଉଠିବ ଭାଗ୍ୟ, ମିଳିବ ବଡ ଖୁସି ଖବର

ଚଳିତ ବର୍ଷ ଅଗଷ୍ଟ ୩୧ ବୁଧବାର ଦିନ ପଡିବାକୁ ଯାଉଛି ଗଣେଶ ଚତୁର୍ଥୀ । ପ୍ରତେକ ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ । ଏହି ତିଥିରେ ଭଗବାନ ଗଣେଶଙ୍କର ଜନ୍ମ ହୋଇଥିଲା । ଗଣେଶ ଚତୁର୍ଥୀ ଦିନ ବୁଦ୍ଧି, ସୋଭାଗ୍ଯଦାତା ଶ୍ରୀ ଗଣେଶଙ୍କର ବିଧି ବିଧାନ ଅନୁଯାୟୀ ପୂଜା କରାଯାଇଥାଏ । ଗଣେଶ ପୂଜାର ୧୦ ଦିନ ପରେ ଗଣେଶ ଉଶ୍ଚବ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଗଣେଶ ପୂଜା ଦିନ ଠାରୁ ଦୁଇଟି ଶୁଭ ସଂଯୋଗ ହେବାକୁ ଯାଉଛି ଯାହାର ମହତ୍ଵ ଅଧିକ ବଢିଯାଇଛି । ଯାହା ଫଳରେ କିଛି ରାଶି ମାନଙ୍କର ଭାଗ୍ୟ ଅଚାନକ ଚମକିବାକୁ ଯାଉଛି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ତୁଳା ରାଶି : ଏହି ରାଶିର ଲୋକଙ୍କ ଉପରେ ପ୍ରଭୁ ଗଣେଶଙ୍କର ଖାସ ନଜର ରହିବାର ଅଛି । ଆପଣଙ୍କ ଜୀବନରେ ସବୁ ଦୁଖ ନିବାରଣ କରିବେ ଶ୍ରୀ ଗଣେଶ ମହାପ୍ରଭୁ । ଜୀବନର ଏ କିଛି ଏମିତି ଘଟଣା ଘଟିବ ଯାହା ପାଇଁ ଆପଣଙ୍କ ସବୁ ଦୁଖ ଏକା ଥରକେ ସମାପ୍ତ ହୋଇଯିବ ।

ମେଷ ରାଶି : ଏହି ରାଶିର ଲୋକ ଆଗାମୀ କିଛି ମାସ ପାଇଁ ଶ୍ରୀ ଗଣେଶଙ୍କର ଖାସ ରହିବେ । ଆଗାମୀ ମାସରେ ନିଜର ବ୍ୟବହାର ଭଲ ରଖନ୍ତୁ । କାହା ସହ ଖରାପ କରନ୍ତୁ ନାହି । ଗଣେଶ ଜୀଙ୍କ କୃପାରୁ ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା ରଶି : ଆପଣଙ୍କୁ ଧନ ଲାଭର ଆଶଙ୍କା ରହିଛି । ଆଗାମୀ ସମୟରେ ଧନର ଫାଇଦା ମିଳିବ । ଆପଣ କେଉଁ ଠାରେ ପଇସା ନିବେଶ କରିବାକୁ ଚାହୁଁଥିଲେ କରିପାରିବେ । ଶୁଭ ସଂଯୋଗ କାରଣରୁ ସମ୍ପତି କ୍ରୟ କରିଲେ ଲାଭ ପାଇବେ ।

ସିଂହ ରାଶି : ଆପଣଙ୍କୁ ବିଜେନ୍ସ ଓ ଚାକିରିରେ ଫାଇଦା ମିଳିବ । ଯଦି ଆପଣ ବେରୋଜଗାର ଅଛନ୍ତି ଆଉ ଇଣ୍ଟରଭିୟୁ ଦେବାକୁ ଯାଉଛନ୍ତି ତେବେ ଶ୍ରୀ ଗଣେଶଙ୍କ ପୂଜା କରନ୍ତୁ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ ।

ମିଥୁନ ରାଶି : ଆପଣଙ୍କୁ ଢେର ସାରା ପଇସା କମାଇବାର ଅବସର ମିଳିବ । ବ୍ୟାପାର ବଢିବାର ଯୋଜନା କରିବେ । ଅଫିସରେ କାମ ଅଧିକ ରହିପାରେ । ପରିବାରରେ ଖୁସିର କାର୍ଯ୍ୟକ୍ରମ ହୋଇପାରେ । ଆଗାମୀ ସମୟ ଭଲ ରହିବ । ସନ୍ତାନଙ୍କ ଠାରୁ ସହାୟତା ପ୍ରାପ୍ତ ହେବ ।

ବୃଷ ରାଶି : ଆପଣଙ୍କୁ ନୂଆ ଦାୟିତ୍ଵ ମିଳିପାରେ । ନିଜର ଭଲ କମ ପାଇଁ ସମ୍ମାନ ମିଳିପାରେ । ଯେତେ ସମ୍ଭବ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ସାଥି ନିବେଶ କରିବାକୁ ପରାମର୍ଶ ଦେବେ ।

ବିଛା ରଶି : ଆପଣଙ୍କର ଭେଟ ପୁରୁଣା ମିତ୍ରଙ୍କ ସହ ହେବା ସହ ସହଯୋଗ ମିଳିବ । ଆଗାମୀ ସମୟ ଆପଣଙ୍କୁ ଫାଇଦା ମିଳିପାରେ । ନୂଆ ବିଜେନ୍ସ ଆରମ୍ଭ କରିପାରିବେ ।

କୁମ୍ଭ ରାଶି : ଭାଗ୍ଯର ସିତାରା ଚମକିପାରେ । ଦାଂପତ୍ଯ ଜୀବନ ସୁଖମୟ ହେବ । ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ସମୟ ଉତ୍ତମ ରହିବ । ଅଚାନକ ଧନ ଲାଭ ହେବ । ଆତ୍ମବିଶ୍ବାସରେ ବୃଦ୍ଧି ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *