କଳିଯୁଗର 5ଟି ସତ୍ୟ କଥା | ଜାଣିଲେ ମୁଣ୍ଡଖରାପ ହେଇଯିବ- Krishna Vani

କଲି ଯୁଗର ସମୟ କିଭଳି ରହିବା ଏହା ଭଗବାନ ଶ୍ରୀ କୃଷ୍ଣ ବହୁତ ଆଗରୁ କହି ଦେଇ ଥିଲେ ଏହା ମହାଭାରତ କାଳରୁ ଜଣା ପଡି ଯାଇ ଥିଲା କି କଲି ଯୁଗ କିଭଳି ରହିବ । ଦିନେ ପାଞ୍ଚୁ ପାଣ୍ଡବ ଙ୍କୁ ଏରହା ଜାଣିବା ପାଇଁ ଇଚ୍ଛା ହୋଇଥିଲା କି କଳି ଯୁଗରେ ଥିବା ଲୋକମାନେ କିଭଳି ହେବେ ସେମାନଙ୍କ ସ୍ଵଭାବ କିଭଳି ହେବ । ସେଇ ପାଇଁ ସେମାନେ ଭଗବାନ ଙ୍କ ପାଖକୁ ଯାଇ ପଚାରିଲେ କି ଆପଣ ସବୁ ଜାଣି ଛନ୍ତି ତ ଏହା ମଧ୍ୟ ଜାଣି ଥିବେ କି କଳି ଯୁଗରେ ଲୋକମାନେ କିଭଳି ସ୍ଵଭାବର ହେବେ ଏହା ଶୁଣି ଭଗବାନ ସାଙ୍ଗେ ସାଙ୍ଗେ ଏକ କଥା କହିଲେ କି ତୁମେ ପାଞ୍ଚ ଭାଇ ଜଙ୍ଗଲ କୁ ଜାଅ ଓ ସେଠାରେ ଯାହା ଦେଖିଲ ତୁମେ ଆସି ମତେ କହିବ ।

ଏହା ଶୁଣିବା ପରେ ସବୁ ନିଜ ନିଜ ବାଟରେ ଚାଲିଗଲେ । ସେମାନେ ଯିବା ବେଳେ ପ୍ରଥମେ ଯୁଧିଷ୍ଠିର ଏକ ଦୁଇଟି ଶୁଣ୍ଢ ଥିବା ହାଟି କୁ ଦେଖିଲେ । ସେ ବାହାଗବାନ ଙ୍କୁ ଏହା କହିବା ରୁ ଭଗବାନ କହିଲେ କଳି ଯୁଗରେ ଥିବା ଲୋକମାନେ କହିବେ ଏକ କରିବେ ଆଉ ଏକ ଏହି ଭଳି ଲୋକମାନେ ଏହି ଜାଗାରେ ରହିବେ । ଏହା ଅସହ ସେମାନେ ଦୁଇ ମୁହଁରେ ଶୋଷଣ କରିବେ । ଏହା ପରେ ଭୀମା ଏକ ଗାଈ କୁ ଦେଖିଲେ ଯିଏ କି ନିଜ ବାଛୁରି କୁ ଏହି ଭଳି କାମଡି ଧରି ଥିଲା ତାର ରକ୍ତ ବାହାରି ଯାଇଥିଲା ଏହା ଦେଖି ଭଗବାନ କହିଲେ କି କଳି ଯୁଗରେ ଥିବା ମାତା ପିତା ମାନେ କିଛି ଏହି ଭଳି ନିଜ ସନ୍ତାନ ମାନଙ୍କୁ ମୋହ ଜାଲରେ ବାନ୍ଧି ରଖହିବେ କି ସେମାନେ ତାଙ୍କୁ ନଷ୍ଟ କରିଦେବେ । ଏହା ସହ ନିଜ ପିଲା ଶାଧୁ ହେଲେ ସେମାନେ ମନ ଦୁଃଖ କରିବେ ଓ ପର ପିଲା ଶାଧୁ ହେଲେ ସେମାନେ ମୁଣ୍ଡିଆ ମାରିବା ପାଇଁ ଯିବେ ।

ଏହା ସହ କହିଲେ କି ପୁତ୍ର ବାପା ମା ର ହୋଇ ରହିବ ନି ସେ ତାର ସ୍ତ୍ରୀ ର ହୋଇଯିବ ଓ ଝିଅ ମା ବାପା ଙ୍କର ନ ହୋଇ ସେ ତା ସ୍ଵମୀ ର ହୋଇଯିବ । ଏହା ଅପରେ ଅର୍ଜୁନ ଏକ ପକ୍ଷୀ ଦେଖିଲେ ଯାହା ଦେହରେ ପୁରାଣ ଲେଖା ହୋଇ ଥିଲା କିନ୍ତୁ ସେ ଏକ ମଣିଷ ର ମାଂଶ ଖାଉଥିଲା ଏହା ଦେଖି ଅର୍ଜୁନ ତାଙ୍କୁ ପଚାରିଲେ କି ଏହା ଆକିଭଳି ଦ୍ରୁଶ୍ଯ ଭଗବାନ କହିଲେ କି କଳି ଜିଗରେ ଥିବା ମାନବ ମାନେ ଜ୍ଞାନୀ ହେବେ କିନ୍ତୁ ସେମାନେ ସବୁ ବେଳେ ପରଧନ କୁ ଲୋଭ କରିବେ ସବୁ ବେଳେ ଚାହିଁବେ କି ପର ଧନ ନିଜର ହୋଇ ଯାଉ ।

ଏହା ଅପରେ ନକୁଳ ଏକ ପଥର ଦେଖିଲେ ଯାହା ଏକ ବଡ ପଥର ଉପରେ ପଡିଲା କିନରୁ ଏହା କୁ ବଡ ବଡ ଗଛ ଅଟକାଇ ପାରିଲେ ନି କିନ୍ତୁ ସେ ଏକ ଚୂତ ଗଛ ପାଖେ ଯାଇ ଅଟକି ଗଲା । ଏହା ପାଇଁ ଭଗବାନ କହିଲେ କି ଏହି ପଥର ଭଳି ମଣିଷ ମାନଙ୍କ ବୁଦ୍ଧି ମଧ୍ୟ ଖରାପ ହୋଇଯିବ ଏହା ସହ ସେମାନେ ସବୁ କିଛି ଭୁଲିଯିବେ ଏହାକୁ ଧନ ଅଟକାଇ ପାରିବ ନି ହଋ ନାମ ଭଳି ଏକ ଛୋଟ ଶବ୍ଦ ଏହାକୁ ଅଟକାଇ ପାରିବ । ଏହା ପରେ ସହଦେବ ଏକ କୂଅ ଦେଖିଲେ ଯାହା ବହୁତ ଗଭୀର ଥିଲା । କିନ୍ତୁ ସେଥିରେ ପାଣି ନଥିଲା । ଭଗବାନ କହିଲେ କି କଳି ଜ୍ଜୁଗରେ ଥିବା ମାନବ ମାନେ ବହୁତ ପଇସା ଖରଚ କରିବେ ପୂଜା ପାଠରେ କିନ୍ତୁ ଏକ ଗରିବ ଭିକାରି କୁ କେବେ ହେଲେ ଏକ ପଇସା ଦେବେ ନି ।

Leave a Reply

Your email address will not be published. Required fields are marked *