କଳିଯୁଗରେ ଏହି 7ଟି ଲୋକ ହିଁ ସଂସାରର ବିନାଶ କରିବେ- Vidur Niti

ଧର୍ମ ର ଅବତାର ରେ ଜନ୍ମ ନିଏ ଥିଲେ ବିଦୁର ସେ ନିଜ ପୁସ୍ତକ ରେ ଏହାକୁ ବର୍ଣ୍ଣନା କରି ଛନ୍ତି କି ସଂସାର ରେ ଆସିବା ପାଇଁ ଯାଉଥିବା ପ୍ରଳୟ ଆଗରୁ ଆମଉ କିଛି ସଂକେତ ମିଳିବ । ଏହାକୁ ଦେଖିବା ମାତ୍ରେ ଆମେ ଜାଣିବା କଥା କି ଆମେ ଏବେ ସବୁ କିଛି ହରାଇବା ପାଇଁ ଯାଉଛି । ଏହା ମଧ୍ୟ ମଣିଷ ଦ୍ଵାରା ହେବା ପାଇଁ ଯାଉଥିବା ଏକ ପରିଣାମ ଅଟେ । ମଣିଷ ମାନଙ୍କ ମଧ୍ୟରେ ଏହି ଭଳି କିଛି ମଣିଷ ଦେଖା ଯିବେ ଯେଉଁ ମାନେ ନିଜ କମ ଦ୍ଵାରା ଏହି ସଂସାର ରେ ବିଷ ଲଗାଇ ଦେବେ ।

ଏହା ଆମ ସହ ସବୁ ମଣିଷ ଙ୍କ ମନରେ ବିଷର ଭାବନା ଭରି ଦେବ । ଏମାନଙ୍କ ଆଚରଣ ପାଇଁ ଧର୍ମ ର କମ ହୋଇଯିବ ଓ ଏହା ପରେ ଅଧର୍ମ ବଢିଯିବ । ଏହା ପରେ ସବୁ କିଛି ନଷ୍ଟ ହୋଇଯିବେ ଯେଉଁ ଯାଏ ଏହି ସାତ ଲକ୍ଷଣ ର ଲୋକମାନେ ହୋଇ ଥାନ୍ତି ।

ସେବେ ଯାଏ ଆମେ ଏହି ପୃଥିବୀ ରେ ଅଛୁ ଆପଣ ଯଦି ଏହି ସାତ ଲକ୍ଷଣ ଭଳି ହୋଇ ପାରନ୍ତି ତେବେ ଆପଣ ଭଲ ପରିଣାମ ପାଇବେ । ଆପଣଙ୍କ ଭଳି ମଣିଷ ପାଇଁ ଆମ ପୃଥିବୀ ରେ ସବୁ କିଛି ବିଦ୍ୟମାନ ଅଛି । ଆପଣଙ୍କ ପାଇଁ ଆମ ପୃଥିବୀ ରେ ଧର୍ମ ବିଶ୍ବାଶ, ସମନତା ସତ୍ୟତା ଆଦି ବଜାୟ ରହିଛି ।

ବିଦୁର କୁହନ୍ତି ମଣିଷ ଏହି ସାତ ଲକ୍ଷଣ ଠାରୁ ଦୁରେଇ ରହିବା କଥା । ଏହାକୁ ନିଜ ପାଖରେ ରଖିବା ଦ୍ଵାରା ଆମେ ସବୁ କିଛି ଭୁଲିଯିବା ଓ ହରାଇ ଦେବା । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା ଠାରୁ ଦୂରେ ରହିବା ଦ୍ଵାରା ଆମର ସବୁ କାମ ସଠିକ ଭାବେ ହୋଇ ଯାଉଛି ।

ଏହା ସହ ଆମେ ଯାହାଭି ଚାହୁଁ ଛେ ତାହା ଆମକୁ ମିଳି ଜୀବ । ଆମେ ଭଗବାନ ଙ୍କ ଉପରେ ବିଶ୍ବାଶ ରଖୁଥିବା ମଣିଷ ଅଟୁ ଯାହା ଦ୍ଵାରା ଆମେ ଏହି ଧାରାକୁ ବଞ୍ଚାଇ ପାରିବା ତେବେ ଆସନ୍ତୁ ଜାଣିବା ଏହି ଲକ୍ଷଣ ମାନେ କଣ କଣ ଅଟେ । କଳିଯୁଗ ରେ ମଣିଷ ମାନେ ଭୟାନକ ବେସ ଧାରଣ କରିବେ । ନିଜକୁ ମହାନ ଭାବୁ ଥିବା ଲୋକମାନେ ସବୁ ବେଳେ ନିଜକୁ କଷ୍ଟ ଦେବେ ।

ସେ ସବୁ ବେଳେ ଅନ୍ୟ ମାନଙ୍କ ପାଖରୁ ନିଜର କଥା ଶୁଣିବା ପାଇଁ ଭଲ ପାଇବ । ମଣିଷ ଛୋଟ ଛୋଟ କଥାରେ ମାରିବା ପାଇଁ ଲାଗିବ । ମହିଳା ମାନେ କେବଳ ପଇସା ପାଇଁ ବିବାହ କରିବେ ସ୍ଵାମୀ ମାନେ ଅଲଗା ସ୍ତ୍ରୀ ସହ ନିଜର ଜୀବନ ବିତାଇବେ ।

ସବୁ ବେଳେ ରାଗିକି ରହିବ ମଣିଷ । କଳିଯୁଗରେ ଶେଷ ରେ ମଣିଷ ନିଜର ନିଜର ହତ୍ୟା କରିବେ । ଦାନ ଧର୍ମ କରିବା ବନ୍ଦ କରି ଦେବ । ଧନର ଲୋଭ ହୋଇଯିବ । ତାକୁ ଆଉ କେହି ଦେଖାଯିବେ ନି । ସେ ନିଜର ଧନ ପାଇଁ କିଛି ଭି କରିବ । ସଭିଙ୍କୁ ମତଲବି କହିବ ମାତ୍ର ନିଜର କଥାକୁ ସବୁ ବେଳେ ଠିକ କହିବ ।

Leave a Reply

Your email address will not be published. Required fields are marked *