କାଲିର ସୋମବାର ଆଣୁଛି ଏହି 6ଟି ରାଶିଙ୍କ ପାଇଁ ବର୍ଷର ସବୁଠାରୁ ବଡ ଖୁସି ଖବର

ସଂସାରର ଉତ୍ପତି ଓ ଅବପତିର ଦେବ ହେଉଛନ୍ତି ପ୍ରଭୁ ମହାଦେବ । ମହାଦେବଙ୍କ ପ୍ରିୟ ବାର ହେଉଛି ସୋମବାର ଦିନ । ତେଣୁ କୁହାଯାଏ ଯେ ସୋମବାର ଦିନ ଯିଏ ପ୍ରଭୁ ଶିବଙ୍କର ଭକ୍ତି କରିଥାଏ ତାହା ଜୀବନର ସବୁ କଷ୍ଟ ଭଗବାନ ଶିବ ହରଣ କରନ୍ତି । ମହାଦେବ ଏପରି ଏକ ଭଗବାନ ଯାହାଙ୍କୁ ଆପଣ ଅଳ୍ପ ପୂଜା କରି ମଧ୍ୟ ବା ଯଦି କେବଳ ମନରୁ ସ୍ୱଚ୍ଛ ଭକ୍ତିରେ ପ୍ରାର୍ଥନା କରି କୌଣସି ଜିନିଶ ମାଗିବେ ତେବେ ତାହା ଆପଣଙ୍କୁ ମିଳିଥାଏ ।

ମହାଦେବ ବହୁତ ଶୀଘ୍ର ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ପ୍ରତେକ ମଣିଷ ସହ ଜନ୍ମ ହେବା ପରେ ହିଁ ୧୨ ଟି ରାଶି ମଧ୍ୟରୁ କେଉଁ ଗୋଟିଏ ରାଶି ଜଡିତ ରହିଥାଏ । ଅର୍ଥାତ ପ୍ରତେକ ମଣିଷ ର କିଛି ନା କିଛି ରାଶି ରହିଥାଏ । ମଣିଷ ଜୀବନରେ ଯେଉଁ ଦୁଃଖ ବା ସୁଖ ଆସିଥାଏ ତାହା କେବଳ ଏହାର ଜାତକ ରେ ଥିବା ଗ୍ରହ ବା ରାଶୀଙ୍କ ଦ୍ୱାରା ହୋଇଥାଏ ।

ତେଣୁ ଏହି ରାଶି ଗୁଡିକ ସେହି ମଣିଷର ସ୍ଵଭାଵ, ଭାଗ୍ୟ, ଓ ଏହାର ସୁଖ ଦୁଃଖ ର ସବୁ ଟିପ୍ପଣୀ ଦେଇଥାନ୍ତି । ଏହି ରାଶି ଗୁଡିକ ଗୋଟିଏ ଗୋଟିଏ ଗ୍ରହର ଅନ୍ତର୍ଗତ । ପ୍ରତେକ ଗ୍ରହଙ୍କର ରାଶି ପରିଵର୍ତନ ହୋଇଥାଏ । ଓ ଏହି ଗ୍ରହ ରାଶି ମାନଙ୍କର ଅଧିପତି ମଧ୍ୟ ରହିଥାନ୍ତି । ତେବେ ଏହି ଆସନ୍ତା ସୋମବାର ଦିନ କିଛି ରାଶୀଙ୍କ ଉପରେ ପଡ଼ିବାକୁ ଯାଉଛି ପ୍ରଭୁ ଭୋଲେନାଥଙ୍କର କୃପା ଦୃଷ୍ଟି ।

ତେବେ ସେହି ରାଶି ଗୁଡିକ ହେଲେ ମେଷ, ତୁଲା, ବିଛା, ମକର, ମୀନ । ପ୍ରଥମ ରାଶି ମେଷ ରାଶି – ଏମାନଙ୍କର ଆର୍ଥିକ ଲାଭ ହେବାର ଅଛି । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବ । ପରିବାରରେ ଖୁସିର ପରିବେଶ ରହିବ । ଆପଣଙ୍କର ଧନ ଲାଭର ଯୋଗ ଅଛି । ଦ୍ଵତୀୟ ରାଶି ଟି ହେଉଛି ତୁଲା ରାଶି – ପାରିବାରିକ ସମସ୍ୟାର ସମାଧାନ ହେବ ।

ଆପଣଙ୍କର ଚାକିରୀ କ୍ଷେତ୍ର ରେ ଉନ୍ନତି ହେବ । ଆପଣଙ୍କୁ ଆପଣଙ୍କ ବାପା ମା ଙ୍କର ପୁରା ସହଯୋଗ ମିଳିବ । ତୃତୀୟ ରାଶି ଟି ହେଉଛି ବିଛା ରାଶି – ଆପଣ ମାନଙ୍କ ମଧ୍ୟରୁ ଯେଉଁମାନେ ଚାକିରୀ କରୁଛନ୍ତି ସେମାନଙ୍କୁ ପଦୋନ୍ନତି ହେବ । ସହକର୍ମୀଙ୍କର ସମ୍ପୁର୍ଣ୍ଣ ସହଯୋଗ ମିଳିବ । ଯେଉଁମାନର ବ୍ୟବସାୟ କରୁଛନ୍ତି ସେମାନଙ୍କୁ ଅର୍ଥ ଲାଭ ହେବ ।

ଚତୁର୍ଥ ରାଶି ଟି ହେଉଛି ମକର ରାଶି – ଏହି ରାଶିର ଲୋକମାନଙ୍କର ପାରିବାରିକ ଓ ଆର୍ଥିକ ସମସ୍ୟା ଦୂର ହେବ । ଆପଣ ଯେଉଁ ଯୋଜନା କରୁଛନ୍ତି ତାହା ସବୁକୁ ଆପଣ କାର୍ଯ୍ୟକାରୀ କରନ୍ତୁ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ ।

ପଞ୍ଚମ ରାଶି ଟି ହେଉଛି ମୀନ ରାଶି – ଆପଣ ଯଦି କିଛି ନୂଆ କରି ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣ ସେହି କାର୍ଯ୍ୟ କରିପାରନ୍ତି । ଏଥରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ । ବିଦ୍ୟାଥି ମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଛି । ପାରିବାରିକ କ୍ଳେଶ ଦୂର ହେବ । ପାରିବାରିକ ଶାନ୍ତି ରହିବ । ଧନ ଲାଭ ଯୋଗ ମଧ୍ୟ ଅଛି ।

Leave a Reply

Your email address will not be published. Required fields are marked *