ନମସ୍କାର ବନ୍ଧୁଗଣ, ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ତାଙ୍କ ପ୍ରିୟ ବାର ସୋମବାର ଦିନ ତାଙ୍କ ପୂଜା କରିବାକୁ ପଡେ । ଯେଉଁ ଭକ୍ତ ନିର୍ମଳ ହୃଦୟରୁ ଭଗବାନ ଶିବଙ୍କୁ ଡାକିଥାଏ ଭଗବାନ ବହୁତ ଜଲଦି ଭକ୍ତ ଉପରେ ପ୍ରସନ୍ନ ହୋଇଯାନ୍ତି । ଏବଂ ତାର ସବୁ ମନକାମନାକୁ ପୁରା କରନ୍ତି । ସୋମବାର ଦିନ ମହାଦେବଙ୍କ ମନ୍ଦିର ରେ ତାଙ୍କ ଭକ୍ତ ମାନେ ବହୁତ ଭିଡ ଲଗାଇଥାନ୍ତି ତାଙ୍କୁ ପୂଜା କରିବା ପାଇଁ । ଶିବ ଠାକୁର ମଧ୍ୟ ତାଙ୍କ ଭକ୍ତ ମାନଙ୍କ ସବୁ ଇଛା କୁ ପୁରା କରନ୍ତି ।
ଶିବଙ୍କ ଭକ୍ତ ମାନଙ୍କୁ କେବେ ମରଣର ଭୟ ନଥାଏ କି ସୁଖର ଚିନ୍ତା ନଥାଏ କି ରୋଗର ମଧ୍ୟ ଚିନ୍ତା ନଥାଏ । ଶିବତତ୍ଵ ତାଙ୍କ ମନକୁ ସାହସ ଓ ଭକ୍ତି ଦେଇଥାଏ । ମହାଦେବ ଧ୍ୟାନ ମହାମୃତୁଞ୍ଜୟ ମନ୍ତ୍ର ଦ୍ଵାରା କରାଯାଏ । ଏହି ମନ୍ତ୍ର ଜପିବା ଦ୍ଵାରା ଭଗବାନଙ୍କ କୃପା ମିଳିଥାଏ । ଶାସ୍ତ୍ର ରେ ଏହି ମନ୍ତ୍ରକୁ ବହୁ କଷ୍ଟର ନିବାରକ ବୋଲି ମାନଯାଏ । ଭଗବାନ ଶିବଙ୍କ ବାହନ ବୃଷଭ ଅଟେ,ତେଣୁ ବୃଷବ ସବୁବେଳେ ଶିବଙ୍କ ସାଥିରେ ରହିଥାଏ ।
ବୃଷଭ ଧର୍ମର ପ୍ରତୀକ, ମହାଦେବ ଏହି 4ଟି ଗୋଡ ଥିବା ବୃଷଭର ସବାରି କରନ୍ତି । ଏହା ସଙ୍କେତ ଦିଅନ୍ତି କି ଧର୍ମ ତଥା କମ ଏବଂ ସୁଖ ତାଙ୍କ କୃପାରୁ ହିଁ ମିଳେ । ଶିବ ସ୍ୱରୂପ ଆମକୁ ଏହା ଜଣାଉଛି କି ତାଙ୍କ ରୂପ ବିରାଟ, ଅନନ୍ତ ଏବଂ ଅପରମ୍ପାର ଅଟେ । ତାଙ୍କ ଭିତରେ ହିଁ ସାରା ସୃଷ୍ଟି ରହିଛି । ଶାସ୍ତ୍ର ରେ ଲେଖା ଯାଇଛି କି ଯାହା ଉପରେ ଭଗବାନ ଶିବଙ୍କ କୃପା ପଡେ ସେହି ବ୍ୟକ୍ତି ର ଭାଗ୍ୟ ରତାରତି ଚମକି ଯାଏ ।
ତା ଜୀବନର ସମସ୍ତ କଷ୍ଟ ଦୂର ହୋଇଯାଏ । ଏହି ଆସୁଥିବା ସୋମବାର ବହୁତ ଶୁଭ ଏବଂ ଫାଇଦା ଦେବା ଆପଣମାନଙ୍କୁ । କିଛି ଗ୍ରହ ମାନଙ୍କର ଏଭଳି ପରିବର୍ତ୍ତନ ଘଟୁଅଛି ଯାହା ଦ୍ଵାରା କିଛି ରାଶି ମାନଙ୍କ ଉପରେ ଭଗବାନ ଶିବଙ୍କ କୃପା ଦ୍ରୁଷ୍ଟି ରହିବ । ଯାହାଦ୍ୱାରା ଏହି ରାଶି ମାନଙ୍କୁ ଅପାର ଖୁସି ମିଳିବାକୁ ଯାଉଛି ।
ମେଷ ରାଶି: ଏହି ରାଶିର ଭାଗ୍ୟ ଆସନ୍ତା ସୋମବାର ଠାରୁ ବଦଳିବାକୁ ଯାଉଛି । ଭଗବାନଙ୍କ ଅଶେଷ କୃପା ଦ୍ରୁଷ୍ଟି ଏମାନଙ୍କ ଉପରେ ରହିବା । ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିଛି । କରଜରୁ ମୁକ୍ତି ପାଇବେ, ଯାହାଦ୍ଵାର ଆପଣଙ୍କ ମନ ଖୁସି ରହିବ ।
ତୁଳା ରାଶି: ଏହି ସୋମବାର ପରଠାରୁ ଏହି ରାଶିର ବ୍ୟକ୍ତି ମାନଙ୍କୁ ବହୁତ ବଡ ଲାଭ ମିଳିବାକୁ ଯାଉଛି । ଅପର ଧନର ପ୍ରାପ୍ତି ମଧ୍ୟ ହେବ । ସବୁ କାମରେ ସଫଳତା ପ୍ରାପ୍ତ ହେବ । ବ୍ୟବସାୟ ରେ ବହୁତ ଲାଭର ଯୋଗ ରହିଛି ।
କୁମ୍ଭ ରାଶି: ବହୁତ ସାରା ଖୁସି ଆସିବାକୁ ଯାଉଛି । ସବୁ ଅଟକି ରହିଥିବା କାର୍ଯ୍ୟ ପୁରା ହେବ । ବହୁତ ଅଧିକ ସଫଳତା ପ୍ରାପ୍ତ ହେବ । ମନ ସମ୍ମାନ ବଢିବାକୁ ଯାଉଛି । ଆର୍ଥିକ ସ୍ଥିତି ମଜବୁତ ହେବ ।
କନ୍ୟା ରାଶି: ଏହି ରାଶିର ବ୍ୟକ୍ତି ମାନଙ୍କର ବହୁତ କିଛି ବଦଳିବାକୁ ଯାଉଛି । ଏହି ସୋମବାର ପରଠାରୁ । ସମସ୍ତ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ, ସବୁ ଅଟକି ରହିଥିବା କାର୍ଯ୍ୟ ପୁରା ହେବ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ । ବହୁତ ବହୁତ ପ୍ରଗତି କରିବେ ନିଜ ଜୀବନରେ ।
ବୃଷ ରାଶି: ଏହି ରାଶିର ଲୋକ ମାନଙ୍କ ଜୀବନରେ ବହୁତ କିଛି ବଦଳି ବାକୁ ଯାଉଛି । ଜୀବନ ଖୁସିରେ ଅତିବାହିତ ହେବ ବହୁତ ଧନ ଅର୍ଜନ କରିବେ । ଅଟକି ରହିଥିବା କାମ ପୁରା ହେବ । ଏହି ପୋଷ୍ଟ ଟି ଭଲ ଲାଗୁଥିଲେ ଲାଇକ, ଶେୟର ନିଶ୍ଚୟ କରନ୍ତୁ ।