କାଲି ରାତି ୧ ଘଟିକା ୩୦ ମିନିଟ ରେ ହେବ ଗ୍ରହ ମାନଙ୍କ ରାଶି ପରିବର୍ତ୍ତନ, ଏହି ସମୟରେ ଆପଣ ଜପ ତପ ଆଦି କରନ୍ତୁ ଓ ଦାନ ପୂଣ୍ୟ ଆଦି କରନ୍ତୁ । ଏହି ସମୟରେ ରାହୁ ଚନ୍ଦ୍ର ଶନି ଆଦି ଗ୍ରହ ଧନୁ ରାଶିରେ ଥିବେ । ତେଣୁ ଯେହେତୁ 3ଟି ବଡ ଗ୍ରହ ଧନୁ ରାଶିରେ ରହିବେ ଏହା ବହୁତ ଶକ୍ତି ଶାଳି ରହିବ । ଯାହା ଫଳରେ କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ପଡିବାକାଉ ଯାଉଛି । ସ୍ଵୟଂ ଯମରାଜ ଏମାନଙ୍କ ଉପରେ ନଜର ରଖିଛନ୍ତି ।
କେତୁ , ଶୁକ୍ର ଓ ସୂର୍ଯ୍ୟ ସହ ରହିବେ । ୪ ଟି ଗ୍ରହ ବିପରୀତ ହୋଇ ସୂର୍ଯ୍ୟ , ଶୁକ୍ର , ଶନି , ରାହୁ , କେତୁ ଘେରରେ ରହିବେ । ଏହା ଆପଣଙ୍କୁ ମାନସିକ ଓ ସ୍ୱାସ୍ଥ୍ୟ ରେ ଖରାପ ପ୍ରଭାବ ପକାଇବ । ପଇସା ଦେବା ନେବା କ୍ଷେତ୍ରରେ ଆପଣ ଟିକେ ଧ୍ୟାନ ରଖନ୍ତୁ । ଏହା ର ପ୍ରଭାବ ଧନୁ ରାଶି ସହ ମେଷ ରାଶି , ସିଂହ ରାଶି , ମିଥୁନ ରାଶି ଆଦି ରେ ଦେଖିବାକୁ ମିଳିବ । ସେଥିପାଇଁ ଏହି ରାଶି ଗୁଡିକ ସତର୍କ ରୁହନ୍ତୁ । ନଚେତ ବିପଦର ସମ୍ମୁଖୀନ ହୋଇ ପାରନ୍ତି ।
ଆପଣ ମାନେ ଅନ୍ୟର କଥାରେ ହସ୍ତକ୍ଷେପ କରନ୍ତୁ ନାହିଂ ଅନ୍ୟଥା ଆପଣଙ୍କ ମାନ ସମ୍ମାନ ଆଦି ହାନି ହେବ । ଆପଣ ନିଜ କାମ ଉପରେ ସମ୍ପୂର୍ଣ ଧ୍ୟାନ ରଖନ୍ତୁ । ଜୀବନ ସାଥୀଙ୍କୁ କଷ୍ଟ ହୋଇପାରେ । ବିପଦଜନକ କାର୍ଜ୍ଯରେ ଶାବଧାନତା ଅବଲମ୍ବନ କରନ୍ତୁ । ଅଧିକାଂଶ ସମୟ ପୂଜା ପାଠରେ ବ୍ୟତୀତ କରନ୍ତୁ ଯାହା ଫଳରେ ଆସିବାକୁ ଥିବା ବାଧା ବିଘ୍ନର ମୁକାବିଲା କରି ପାରିବେ । ନଚେତ ଆପଣଙ୍କୁ ଆଉ କେହି ବଞ୍ଚାଇ ପାରିବେନି ।
କୌଣସି ବିପଦ ପୂର୍ଣ କାର୍ଯ୍ୟ ଠାରୁ ଦୂରରେ ରୁହନ୍ତୁ । ଅଗ୍ନି ଜଳ ଠାରୁ ଦୂରରେ ରୁହନ୍ତୁ । ମାତା ଓ ଶିଶୁଙ୍କର ସ୍ୱାସ୍ଥ୍ୟ ଭଲ ନ ରହିପାରେ । ମାନସିକ ଚିନ୍ତାର ସାମ୍ନା ଆପଣଙ୍କୁ କରିବାକୁ ପଡିବ । ଅଲଗା ରାଶି ଲୋକମାନେ ମଧ୍ୟ ଟିକେ ସଚେତ ରୁହନ୍ତୁ । ତୁଳା ରାଶିର ଲୋକମାନଙ୍କର କିଛି ଖରାପ ହେବ ନାହିଂ । କେବଳ ଏହି ସମୟରେ ଭଗବାନ ଙ୍କ ଧ୍ୟାନ କରିବେ ଓ ଜପ ଆଦି କରିବା ଉଚିତ ।