ନମସ୍କାର ବନ୍ଧୁଗଣ, ମନୁଷ୍ୟର ପ୍ରତ୍ୟକ ଅଙ୍ଗ ପ୍ରତ୍ୟଙ୍ଗରୁ କିଛି ନା କିଛି ସୂଚନା ମିଳିଥାଏ ତା ବ୍ୟକ୍ତିତ୍ବ ବିଷୟରେ ହେଉ ବା ଭବିଷ୍ୟତ ହେଉ । ଆପଣ ମାନେ ସମସ୍ତେ ଜାଣିଥିବେ କିଛି ଲୋକଙ୍କ ହାତର ନଖରେ ଧଳାର ଅଧା ଚନ୍ଦ୍ର ଭଳି ଦେଖାଯାଉଥିବା ଚିହ୍ନ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ନଖରେ ସେହି ଚିହ୍ନ ଥିବାର ଅର୍ଥ କଣ । ତେବେ ଆସନ୍ତୁ ଏବେ ଜାଣିବା ଏହା ବିଷୟରେ ବିସ୍ତାରରେ ।
ଏହି ଅଧା ଚନ୍ଦ୍ର ଚିହ୍ନ ସମସ୍ତଙ୍କ ନଖରେ ନଥାଏ । କୁହାଯାଏ କି ଯେଉଁ ବ୍ୟକ୍ତିଙ୍କ ନଖରେ ଏହି ଚିହ୍ନ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ଲୋକମାନଙ୍କର ନଖ ଉପରେ ଏହି ଚିହ୍ନ ହୋଇଥାଏ ତାଙ୍କ ଜୀବନ ବହୁତ ଖୁସିରେ ଅତିବାହିତ ହୋଇଥାଏ । ଏହି ଲୋକ ମାନେ ନିଜ ଜୀବନରେ କର୍ମ କୁ ହିଁ ଜୀବନ ଭବିଥାନ୍ତି ।
ତେଣୁ ନିଜ ଜୀବନରେ ବହୁତ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି । ଏମାନଙ୍କୁ ନିଜର ପରଶ୍ରମ ଫଳ ଉଚିତ ସମୟରେ ମିଳିଥାଏ । ନଖ ଉପରେ ଥିବା ଏହି ଚିହ୍ନର ଜୀବନ ସାଥି ଆପଣଙ୍କୁ ମିଳିଲେ ଆପଣ ବହୁତ ଭାଗ୍ୟବାନ ବୋଲି ମନେ କରିବେ ନିଜକୁ । ଏମାନଙ୍କର ଯିଏ ବି ଜୀବନ ସାଥି ହେବେ ସେ ନିର୍ମଳ ହୃଦୟର ହୋଇଥିବେ ।
ହୃଦୟ ଭିତରୁ ବହୁତ ଭଲ ବ୍ୟକ୍ତିତ୍ବ ରହିଥାଏ । ଏବଂ ଆପଣଙ୍କ ଜୀବନ ସାଥି ମଧ୍ୟ ଆପଣଙ୍କୁ ଜୀବନର ସମସ୍ତ ଖୁସି ଅଜାଡି ଦେବ ଆପଣଙ୍କ ପାଦତଳେ । ଅନେକ ଭଲ ପାଇବା ଦେବେ ଆପଣଙ୍କୁ । କୌଣସି ଜିନିଷର ଅଭାବ ଆପଣ ତାଙ୍କ ପାଖରେ ଅନୁଭବ କରିବେ ନାହିଁ । ଯେଉଁ ଲୋକଙ୍କ ନଖରେ ଅଧା ଚନ୍ଦ୍ର ହୋଇଥାଏ ସେମାନେ ବହୁତ ପରିଶ୍ରମୀ ସ୍ଵାଭାବର ହୋଇଥାନ୍ତି ।
ଏମାନେ ଯେଉଁ କାମ କରିବା ପାଇଁ ନିସ୍ପତି ନିଅନ୍ତି ତାହାକୁ ପୁରା ନ କରିବା ପର୍ଯ୍ୟନ୍ତ ନିଶ୍ଵାସ ନିଅନ୍ତି ନାହିଁ । ଯେଉଁମାନଙ୍କ ନଖରେ ଏଭଳି ଚିହ୍ନ ହୋଇଥାଏ ତାଙ୍କ ଜୀବନରେ ବହୁତ ବଡ ସଫଳତା ପାଇବାର ଯୋଗ ରହିଛି । ଏମାନଙ୍କୁ ନିଜ ଦେଶ ପାଇଁ କିଛି ବଡ କାମ କରିବା ପାଇଁ ସୁଯୋଗ ମିଳିବ । ତେଣୁ ନିଜର ସଚୋଟତା ସହ ସମସ୍ତ କାର୍ଯ୍ୟ କରନ୍ତୁ ।
ଯଦି ଭଲ ସୁଯୋଗ ମିଳେ ତେବେ କୌଣସି ପରିସ୍ତିତିରେ ମଧ୍ୟ ସେହି ସୁଯୋଗକୁ ହାତ ଛଡା କରିବେ ନାହିଁ । ଏହାଥିଲା ନଖ ଉପରେ ଅଧା ଚନ୍ଦ୍ରମା ଥିବାର ଲୋକଙ୍କ ଜୀବନ ବିଷୟରେ ଥିବା ସମସ୍ତ କଥା । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ ।