କଣ ଆପଣ ମାଙ୍ଗଳିକ ଅଟନ୍ତି ? ଜାଣନ୍ତୁ କିଛି ମହତ୍ଵ ପୂର୍ଣ୍ଣ ତଥ୍ୟ ଓ ଉପାୟ- Astro Tips

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ ଜଣାଇବୁ ଯଦି ଆପଣକର ମାଙ୍ଗଳିକଦୋଷ ଥିବ ତାହାଲେ ଏହାର କିପରି ଆପଣ ସମାଧାନ କରିପାରିବେ । ବନ୍ଧୁଗଣ ଆମେମାନେ ମାନୁକି ଝିଅର ବିଭାହ କରିବା ପୂର୍ବରୁ ତାହାର ଗୁଣ ଓ ସଂସ୍କାର ଦେଖିଥାଉ । ଆମେ ମାନେ ମାନୁକି ଝିଅହଉ କିମ୍ବା ପୁଅ ହଉ ବିବାହ କରିବା ପୂର୍ବରୁ ୩୨ ଗୁଣ ମଧ୍ୟରୁ ୩୦ଟି ଗୁଣ ମିଶୁଥିବାର ଅଛି । ଆପଣ ଦେଖିବେ ପୁଅ ଓ ଝିଅଙ୍କ ଭିତରେ ମଙ୍ଗଳ ଦଶା ନାହିଁ । ଯଦି ଆପଣଙ୍କର ମଙ୍ଗଳ ଦଶା ଥିବ ତାହାଲେ ଆପଣଙ୍କର ବଏବାହିକ ଜୀବନ ବହୁତ ଅଶାନ୍ତିରେ ଗତି କରିବ ।


ବନ୍ଧୁଗଣ ଆପଣ ବିଭାଘର ପୂର୍ବରୁ ଝିଅ ଓ ପୁଅର କୁଣ୍ଡଳୀ ମିଶାନ୍ତି । ଆପଣ ଭାବନ୍ତି କୁଣ୍ଡଳୀ ମିଶେଇବା ସମୟରେ ଉଭୟଙ୍କର ମଙ୍ଗଳଦଶା ନ ରହିବା ଉଚିତ । ଯଦି ମଙ୍ଗଳଦଶା ଥାୟ ତାହାଲେ ଭବିଶ୍ଵତରେ ଅସାନ୍ତି ଦେଖାଦେଇଥାୟ । ଆସନ୍ତୁ ଜାଣିବା ଯଦି ଆପଣଙ୍କର ମଙ୍ଗଳ ଦଶା ଥାୟ ତାହାଲେ ଆପଣ କିପରି ତାହାକୁ ସମାଧାନ କରିପାରିବେ ।

ଆସନ୍ତୁ ଜାଣିବା ଏହି ମଙ୍ଗଳ ଦଶା କଣ ଅଟେ ଓ ଏହାର ଲକ୍ଷଣ କଣ ଅଟେ ଓ ଏହାର ଉପାୟ କଣ ହୋଇଥାୟ । ଯଦି କୌଣସି ପୁଅ ଓ ଝିଅଙ୍କର କୁଣ୍ଡଳୀରେ ମଙ୍ଗଳ ୧୨ ରେ ଲଗ୍ନ ୨ରେ ୪ କିମ୍ବା ସ୍ଵୟଂ ୭ରେ କିମ୍ବା ୮ ରେ ଥାୟ ତାହାଲେ ସେହି କୁଣ୍ଡଳୀ ରେ ମଙ୍ଗଳ ଦୋଷ ରହିଥାୟ । ଏହି କାରଣରୁ ବ୍ଯେବାହିକ ଜୀବନ ଅଧିକ ଦିନ ରହିନଥାୟ ।


ବାହାଘର ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥାୟ । ଆପଣଙ୍କର ଯଦି ମଙ୍ଗଳ ଦଶା ଥାୟ ତାହର ଲକ୍ଷଣ କିପରି ଆପଣ ଜାଣିବେ । ମଙ୍ଗଳ ଦଶା ଥିବା ବ୍ୟକ୍ତିମାନେ ବହୁତ ଉଗ୍ର ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ଯଦି କିଛି ଉପାୟ ନକରିବେ ତହଲେ ପରିସ୍ଥିତି ବହୁତ ଜଟିଳ ହୋଇଯାଇଥାୟ । ମଙ୍ଗଳଦଶା ଥିବା ବ୍ୟକ୍ତିମାନଙ୍କର ବିବାହ ବହୁତ ଡେରି ହୋଇଥାୟ ।

ମଙ୍ଗଳ ଦଶା ଥିବା ବ୍ୟକ୍ତିମାନଙ୍କର ବିଭାଘରରେ ବହୁତ କଳହ ଦେଖିବାକୁ ମିଳିଥାୟ । ମଙ୍ଗଳଦଶା କୁ ଦୂର କରିବାର ଉପାୟ ହେଉଛି ଆପଣଙ୍କର କୁଣ୍ଡଳୀରେ ଯଦି ମାଙ୍ଗଳିକ ଦୋଷ ଅଛି ତାହାଲେ ଆପଣ ୨ ମଙ୍ଗଳ ଦୋଷ ଥିବା ପୁଅ ଝିଅଙ୍କ ମଧ୍ୟ ରେ ବିଭାଘର କରନ୍ତୁ । ମାଙ୍ଗଳିକ ଦୋଷରୁ ମୁକ୍ତି ପାଇବା ପାଇଁ ଆପଣ ବିଭାଘର ପୂର୍ବରୁ ଗଛ କିମ୍ବା କଳସ ସହିତ ବିବାହ କରନ୍ତୁ ।


ଦେଖିବେ ଆପଣଙ୍କର ମଙ୍ଗଳ ଦଶା କଟିଯିବ । ମଙ୍ଗଳବାର ଦିନ ଆପଣ ହନୁମାନଙ୍କ ବ୍ରତ ରଖନ୍ତୁ ଓ ତାହା ସହିତ ହନୁମାନ ଚାଳିଶା ପାଠ କରନ୍ତୁ ଦେଖିବେ ଆପଣଙ୍କର ମଙ୍ଗଳ ଦଶା କଟିଯିବ । ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ଆପଣ ପୂଜା କରନ୍ତୁ ଆପଣଙ୍କର ମାଙ୍ଗଳିକ ଦୋଷ କଟିଯିବ ।

ଏହା ଛଡା ଆପଣ ୨୮ ବର୍ଷ ପରେ ବିବାହ କରନ୍ତୁ ଆପଣଙ୍କର ମଙ୍ଗଳଦଶା କଟିଯିବ । ଆମେ ମାନେ ଜାଣୁକି ଏହି ବୟସ ପରେ ମଙ୍ଗଳଦଶା କମିଯାଇଥାୟ । ତାହାଲେ ବନ୍ଧୁଗଣ ଜାଣିଲେ ତ ଆପଣଙ୍କର ଯଦି ମଙ୍ଗଳ ଦଶା ଅଛି ସେଥିରୁ ମୁକ୍ତି ପାଇବା ପାଇଁ ଉପାୟ ।

Leave a Reply

Your email address will not be published. Required fields are marked *