ଏହି ଦୁଇ ନାମର ଝିଅ ମାନେ ପୂରା ଜୀବନ ଦୁଃଖରେ ରହିଥାନ୍ତି । ସ୍ବାମୀ ସ୍ତ୍ରୀ ର ସମ୍ପର୍କ ସବୁ ସମ୍ପର୍କ ଠାରୁ ମହତ୍ତ୍ବପୂର୍ଣ୍ଣ ମାନାଯାଏ । ଦୁଇଜଣ ବାହାଘର ପୂର୍ବରୁ ଅଲଗା ଅଲଗା ରହିଥାନ୍ତି କିନ୍ତୁ ବାହାଘର ପରେ ଦୁହେଁ ସାରା ଜୀବନ ଏକାଠି ରହିଥାନ୍ତି ଓ ପରସ୍ପର ର ସାଥ ଦେଇଥାନ୍ତି । ସମୟ ଅନୁସାରେ ଦୁହିଁଙ୍କ ଜୀବନରେ ଖଟା ମିଠା ଚାଲିଥାଏ । ପରସ୍ପର ପ୍ରତି ଭଲପାଇବା ବଢି ଯାଏ । କିଛି ସ୍ତ୍ରୀ ମାନେ ନିଜ ସ୍ବାମୀ ସହ ସବୁବେଳେ ଅସନ୍ତୋଷ ରହିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ମହତ୍ତ୍ବ ରହିଥାଏ ।
ଏମିତି ମହିଳା ବିଷୟରେ ଜାଣିବା । ଆଜି ଆମେ ଏମିତି ଦୁଇଟି ଅକ୍ଷର ର ମହିଳା ବିଷୟରେ ଜାଣିବା । ଯେଉଁମାନେ ଦୁଖରେ ରହିଥାନ୍ତି । ପ୍ରଥମେ ହେଲା p ଅକ୍ଷରରୁ ଆରମ୍ଭ ହଉଥିବା ଝିଅମାନେ । ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅମାନେ ସେମାନେ ନିଜ ସ୍ବାମୀ କୁ ଅଧିକ ଭଲ ପାଇଥାନ୍ତି । ଏମାନେ ସବୁ ପରିସ୍ଥିତିରେ ନିଜ ସ୍ବାମୀଙ୍କ ସହ ଛିଡା ହୋଇଥାନ୍ତି ।
କିନ୍ତୁ ଏମାନଙ୍କ ସ୍ବାମୀ ଏମାନଙ୍କୁ ପୂଣ୍ଣ ରୂପେ ଭଲପାଆନ୍ତି ନାହିଁ । ଏହାର କାରଣ ଅଟେକି ଏମାନେ ଛୋଟ ଛୋଟ କଥାରେ ନିଜ ସ୍ବାମୀଙ୍କ ସହ ଝଗଡା କରନ୍ତି । ଦ୍ବିତୀୟରେ k ଅକ୍ଷରରୁ ଆରମ୍ଭ ହେଉଥିବା ନାମ । ଏହି ଝିଅ ମାନେ ସହନ ଶିଳତା ଓ ଧାର୍ଯ୍ଯବାନ ହୋଇଥାନ୍ତି । ଏମାନେ ନିଜ ପରିବାରର ଧ୍ୟାନ ରଖନ୍ତି । ଏହି ଝିଅ ମାନେ ମନରୁ ବହୁତ ସଫା ହୋଇଥାନ୍ତି ।
ଏମାନେ ଚାହାନ୍ତି ତାଙ୍କ ସ୍ବାମୀଙ୍କ ସବୁ କାମ ବିଷୟରେ ଜାଣିବାକୁ । କିନ୍ତୁ ଏମାନଙ୍କ ସ୍ବାମୀ ଏମିତି କରନ୍ତି ନାହିଁ । ଯେଉଁଥି ପାଇଁ ସେମାନେ ରାଗିଥାନ୍ତି । ଉଭୟଙ୍କ ମଧ୍ୟରେ ଏହି ସବୁ କଥା କୁ ନେଇ ଝଗଡା ମଧ୍ୟ ହୋଇଥାଏ । ଏହି ପ୍ରକାରର ଦୁହିଁଙ୍କ ସମ୍ପର୍କ ଖରାପ ହୋଇଯାଏ । ଯାହା ଫଳରେ ଝିଅଟି କାନ୍ଦି କାନ୍ଦି ରହି ଥାଏ ଓ ତାର ସାରା ଜୀବନ ସେ ଏମିତି ହିଁ ସ୍ଵାମୀ ଠାରୁ କୌଜସୀ ଖୁସି ପାଇ ନଥାଏ ।
ତେବେ ଆମର ଏହି ଲେଖାଟି ଆପଣଙ୍କୁ ଯଦି ଭଲ ଲାଗିଥାଏ ତେବେ ଲାଇକ କରିବେ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଫଲୋ କରିବାକୁ ଜମା ବି ଭୁଲିବେନି । ଧନ୍ୟବାଦ