କନ୍ୟା ମାନଙ୍କର ଋତୁସ୍ରାବ, କେଉଁ ତିଥିରେ ହେଲେ କନ୍ୟା ବନ୍ଧ୍ୟା ଓ ବିଧବା ହୋଇଥାନ୍ତି- Ajira Anuchinta

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଅନେକ ବିଷୟ ବସ୍ତୁ ରହିଛି ଯାହା କି ଆମେ ଜାଣି ନଥାଉ ମାତ୍ର ସେହି କଥା ଗୁଡିକ ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ଆମର ଅଜାଣତରେ ହୋଇଥିବା ଭୁଲର ପରିଣାମ ଅଧିକ ଭୟାବହ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ କଥାଟି ବିଷୟରେ ଅବଗତ କରାଇବାକୁ ଯାଉଛୁ ତାହା ମାନବ ସମାଜରେ ବହୁତ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ସେଗୁଡିକ କଣ ଅଟେ । ୧- କନ୍ୟାଟି ପ୍ରତିପଦ ତିଥିରେ ଯଦି ଋତୁମତି ହୁଏ, ତେବେ ସେ ଚିର ରୋଗିଣୀ ହୋଇଥାଏ । ଏବଂ ଖୁବ ଶୀଘ୍ର ସେ କାଳ ଗ୍ରସ୍ତ ହୋଇଥାଏ ।

୨- କନ୍ୟା ଯଦି ଦିତୀୟ ତିଥିରେ ପ୍ରଥମ ଋତୁମତି ହୁଏ, ତେବେ ସେ ଉଦାସିନୀ ହେବା ସହିତ ସେମାନଙ୍କର ସ୍ମରଣ ଶକ୍ତି ହ୍ରାସ ପାଇଥାଏ ।

୩- କନ୍ୟାଟି ତୃତୀୟ ତିଥିରେ ପ୍ରଥମ ଋତୁମତି ହେଲେ, ସେ ପୁତ୍ରହୀନ ଓ ବନ୍ଧ୍ୟା ହୋଇଥାଏ ।

୪- କନ୍ୟା ଯଦି ଚତୁର୍ଥ ତିଥିରେ ପ୍ରଥମ ଋତୁମତି ହୁଏ ତେବେ ତାର ଗର୍ଭ ନଷ୍ଟ ହେବା ସହିତ ମୃତ୍ତ ପିଲା ଜନ୍ମ ହୋଇଥାଏ ।

୫- କନ୍ୟା ଯଦି ପଞ୍ଚମ ତିଥିରେ ଋତୁମତି ହୁଏ, ତେବେ ସେ ମୃତ୍ୟୁବତ ଜୀବନ ଜାପନ କରିବା ସହ ଅଳ୍ପ ଆୟୁଷ ମଧ୍ୟ ହୋଇଥାଏ ।

୬- କନ୍ୟା ଯଦି ଷଷ୍ଠୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ, ତେବେ ସେ ଜନ୍ମ ଜୀବନ ବିଫଳ ହୋଇଥାଏ ଓ ସର୍ବଦା ଚିର ରୋଗିଣୀ ହୋଇଥାଏ ।

୭- କନ୍ୟା ଯଦି ସପ୍ତମୀ ତିଥିରେ ପ୍ରଥମ ଋତୁମତି ହୋଇଥାଏ, ତେବେ ସେ ବନ୍ଧ୍ୟା ଦୋଷୀ ହୋଇଥାଏ ।

୮- କନ୍ୟା ଯଦି ଅଷ୍ଟମ ତିଥିରେ ପ୍ରଥମ ଋତୁବତୀ ହୁଏ, ତେବେ ସେ ସଦା ସୁଖୀ ହେବା ସହିତ ଏଈଶୋର୍ଜ୍ୟଶାଳି ମଧ୍ୟ ହୋଇଥାଏ ।

୯- କନ୍ୟା ଯଦି ନବମୀ ତିଥିରେ ପ୍ରଥମ ଋତୁମତି ହୁଏ, ତେବେ ସେ ସୁଖ ଭଗିନୀ, ନିରୋଗୀ ଓ ପତ୍ନୀ ସୁହାଗିନୀ ହୋଇଥାଏ ।

୧୦- କନ୍ୟା ଯଦି ଦଶମୀ ତିଥିରେ ପ୍ରଥମ ଋତୁମତି ହୁଏ, ତେବେ ସେ କୁଳନାସିନୀ ଓ ରାକ୍ଷସୀ ପ୍ରକୃତିର ହୋଇଥାଏ ।

୧୧- କନ୍ୟା ଯଦି ଏକାଦଶୀ ତିଥିରେ ପ୍ରଥମ ଋତୁବତୀ ହୁଏ, ତେବେ ସେ କୁଳଘାତିନୀ ଓ ଡାକିନୀ ପ୍ରକୃତିର ହୋଇଥାଏ ।

୧୨- କନ୍ୟା ଯଦି ଦ୍ଵାଦଶ ତିଥିରେ ପ୍ରଥମ ଋତୁମତି ହୁଏ, ତେବେ ସେ ଧାର୍ମିକ ପ୍ରକୃତିର ଏବଂ ଧ୍ୱୋଜବତି ପ୍ରକୃତିରେ ହୋଇଥାଏ ।

୧୩- କନ୍ୟା ଯଦି ତ୍ରୟୋଦଶୀ ତିଥିରେ ପ୍ରଥମ ଋତୁମତି ହୁଏ, ତେବେ ସେ ପତିପରାୟଣା ଓ ସାଧବା ହୋଇଥାଏ ।

୧୪- କନ୍ୟା ଯଦି ଚତୁର୍ଦଶୀ ତିଥିରେ ପ୍ରଥମ ଋତୁମତି ହୁଏ, ତେବେ ସେ ଆଜୀବନ ଶୋକ, ଦୁଖରେ ଯନ୍ତ୍ରଣା ପାଇବା ସହ ଲକ୍ଷ୍ମୀହୀନା ମଧ୍ୟ ହୋଇଥାଏ ।

୧୫- କନ୍ୟା ଯଦି ପୂର୍ଣ୍ଣମି ତିଥିରେ ପ୍ରଥମ ଋତୁମତି ହୁଏ, ତେବେ ସେ ଭାଗ୍ୟବତୀ, ପୁତ୍ରବତୀ, ଲକ୍ଷ୍ମୀ ଯୁକ୍ତା ହୋଇଥାଏ ।

୧୬- ବନ୍ଧୁଗଣ କନ୍ୟା ଯଦି ଅମାବାସ୍ୟା ତିଥିରେ ପ୍ରଥମ ଋତୁମତି ହୋଇଥାଏ ତେବେ ସେ ଗର୍ବିତା, କୁଳନାସିନୀ, ଅପ୍ରିୟ ଭାଷିଣୀ ଏବଂ ରୋଗିଣୀ ପ୍ରକୃତିର ହୋଇଥାଏ । ଏହିକନ୍ୟା ସାରା ଜୀବନ ରୋଗାଗ୍ରସ୍ତ ହୋଇ କାଳକୁ ଗ୍ରାସ କରିଥାଏ । ବନ୍ଧୁଗଣ ଏହା ଥିଲା କନ୍ୟା ମାନଙ୍କର ଋତୁସ୍ରାବ ଏହି ତିଥି ମାନଙ୍କରେ ହୋଇଥିଲେ ଏପରି ସବୁ ହୋଇଥାଏ, ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *