କନ୍ୟାମାନଙ୍କର ପ୍ରଥମ ଋତୁସ୍ରାବ କେଉଁ ବାର, ତିଥି ଓ ମାସରେ ହେଲେ କନ୍ୟାକୁ କଣ ଭୋଗିବାକୁ ପଡେ- Ajira Anuchinta

ବନ୍ଧୁଗଣ ନାରୀ ମାନଙ୍କର ସହିବା ଶକ୍ତି ଦୁନିଆରେ ସମସ୍ତଙ୍କ ଠାରୁ ଅଧିକ ରହିଛି । ସେଥିପାଇଁ ନାରୀକୁ ମା ବସୁଧାଙ୍କ ସହିତ ତୁଳନା କରାଯାଇଛି । ଶାସ୍ତ୍ର ଅନୁସାରେ ଏପରି ବହୁତ ବିଷୟ ବସ୍ତୁ ରହିଛି ଯାହା ଆମ୍ଭେମାନେ ପ୍ରାଏ ଜାଣି ନାହୁଁ । କିନ୍ତୁ ବନ୍ଧୁଗଣ ବିଶେଷ କରି ଆମକୁ ଶାସ୍ତ୍ର ଅନୁଯାୟୀ କିଛି କଥା ଗୁଡିକ ଉପରେ ନିଜର ଦୃଷ୍ଟି ପକାଇବାକୁ ହେବ । ଆଜି ଆମେ ଆପଣଙ୍କୁ ନାରୀ ମାନଙ୍କର ଏହିସବୁ ତିଥି ମାନଙ୍କରେ ପ୍ରଥମ ଋତୁସ୍ରାବ ହେଲେ କଣ ସବୁ ଅସୁବିଧା ହୋଇଥାଏ, କହିବାକୁ ଯାଉଛୁ । ଆଶା କରୁଛୁ ଏହା ଆପଣଙ୍କୁ ପସନ୍ଦ ଆସିବ ।

୧- କନ୍ୟା ଯଦି ରବିବାର ଦିନରେ ପ୍ରଥମ ଋତୁମତୀ ହୋଇଥାଏ, ତେବେ ସେ ବିଧବା ହେବା ସହିତ ସାରା ଜୀବନ କଷ୍ଟ ଯନ୍ତ୍ରଣା ଭୋଗ କରିଥାଏ ।

୨-କନ୍ୟା ଯଦି ସୋମବାର ଦିନରେ ପ୍ରଥମ ଋତୁମତୀ ହୋଇଥାଏ, ତେବେ ସେ ପତିବ୍ରତା, ସୁଶିଳା, ହେବା ସହିତ ପରିବାର ଏବଂ ପତିର ଅତିପ୍ରିୟ ହୋଇଥାଏ ।

୩- ଯେଉଁ କନ୍ୟା ମଙ୍ଗଳବାର ଦିନ ପ୍ରଥମ ଋତୁମତୀ ହୋଇଥାଏ, ତେବେ ସେ କୁଳନାସିନୀ ହୋଇଥାଏ ।

୪- ଯେଉଁ କନ୍ୟା ବୁଧବାର ଦିନ ପ୍ରଥମ ଋତୁମତୀ ହୋଇଥାଏ, ସେ ରାଣୀ ପ୍ରାୟ ଜୀବନ ଜାପାନ କରିଥାଏ । ଏହା ସହିତ ସୁଖୀ ଏବଂ ସୌଭାଗ୍ୟବତୀ ମଧ୍ୟ ହୋଇଥାଏ ।

୫- ଯେଉଁ କନ୍ୟା ଲକ୍ଷ୍ମୀବାର ଅଥବା ଗୁରୁବାରରେ ପ୍ରଥମ ଋତୁମତୀ ହୋଇଥାଏ, ତେବେ ସେ ସୁନ୍ଦର ସ୍ଵାମୀ ପ୍ରାପ୍ତ କରିଥାଏ ଏବଂ ଲକ୍ଷ୍ମୀବତୀ ହୋଇଥାଏ ।

୬- ଯେଉଁ କନ୍ୟା ଶୁକ୍ରବାର ଦିନରେ ପ୍ରଥମ ଋତୁମତୀ ହୋଇଥାଏ ତେବେ ସେ ପତିବ୍ରତା, ପୁତ୍ରବତୀ, ଏବଂ ଦୀର୍ଘାୟୁ ପୁତ୍ରବତୀ ହୋଇଥାଏ ।

୭- ଯେଉଁ କନ୍ୟା ଶନିବାର ଦିନରେ ପ୍ରଥମ ଋତୁବତୀ ହୋଇଥାଏ, ସେହି କନ୍ୟା ବନ୍ଧ୍ୟା ହୋଇଥାଏ ।

୮- ଯେଉଁ କନ୍ୟା ବୈଶାଖ ମାସରେ ପ୍ରଥମ ଋତୁମତୀ ହୋଇଥାନ୍ତି, ସେମାନେ ହାସ୍ୟ ବାଦିନୀ ଏବଂ ପ୍ରିୟଭାସିନୀ ହୋଇଥାନ୍ତି ।

୯- ଯେଉଁ କନ୍ୟା ଜେଷ୍ଠ ମାସରେ ପ୍ରଥମ ଋତୁମତୀ ହୋଇଥାନ୍ତି, ସେମାନେ ବିଧବା ଯୋଗିନୀ ହୋଇଥାନ୍ତି ।

୧୦- ଯେଉଁ କନ୍ୟା ଆଷାଢ ମାସରେ ପ୍ରଥମ ଋତୁମତୀ ହୋଇଥାନ୍ତି, ତେବେ ସେ ଐଶ୍ଵର୍ଯ୍ୟ ଶାଳିନୀ ହୋଇଥାନ୍ତି ।

୧୧- ଯେଉଁ କନ୍ୟା ଶ୍ରାବଣ ମାସରେ ପ୍ରଥମ ଋତୁମତୀ ହୋଇଥାନ୍ତି, ସେମାନେ ଚିର ଦୁଃଖୀନୀ ଏବଂ ମୃତ୍ୟୁବତ ପୀଡା ପ୍ରାପ୍ତି କରିଥାନ୍ତି ।

୧୨-ଯେଉଁ କନ୍ୟା ଭାଦ୍ରବ ମାସରେ ପ୍ରଥମ ଋତୁମତୀ ହୋଇଥାନ୍ତି, ତେବେ ସେ ଚିରରୋଗିଣୀ ହୋଇଥାନ୍ତି ।

୧୩- ଯେଉଁ କନ୍ୟା ଆଶ୍ଵିନ ମାସରେ ପ୍ରଥମ ଋତୁମତୀ ହୋଇଥାନ୍ତି, ସେମାନେ ମୃତ୍ତପିଲା ଜନ୍ମ ଓ ଚିର ଦୁଃଖୀନୀ ହୋଇଥାନ୍ତି ।

୧୪- ଯେଉଁ କନ୍ୟା କାର୍ତ୍ତିକ ମାସରେ ପ୍ରଥମ ଋତୁମତୀ ହୋଇଥାନ୍ତି, ତେବେ ସେମାନେ ସୁକୁଳକୁ ନାଶ କରିଥାନ୍ତି । ଏମାନଙ୍କୁ ସୁକୁଳ ନାଶିନୀ ବୋଲି କୁହାଯାଏ ।

୧୫- ଯେଉଁ କନ୍ୟା ମାର୍ଗଶିର ମାସରେ ପ୍ରଥମ ଋତୁମତୀ ହୋଇଥାନ୍ତି, ସେମାନେ ସାଧୁ ଆଚରଣର ତଥା ଧର୍ମଶିଳା ହୋଇଥାନ୍ତି ।

୧୬- ଯେଉଁ କନ୍ୟା ପୌଷ ମାସରେ ପ୍ରଥମ ଋତୁମତୀ ହୋଇଥାନ୍ତି, ତେବେ ସେ ସୁନ୍ଦର ଶରୀର ପ୍ରାପ୍ତି କରିବା ସହିତ କାମାତୁର ସ୍ଵୋଭାବର ହୋଇଥାନ୍ତି ।

୧୭- ଯେଉଁ କନ୍ୟା ମାଘ ମାସରେ ପ୍ରଥମ ଋତୁମତୀ ହୋଇଥାନ୍ତି, ସେମାନେ ପତିବ୍ରତା ହୋଇଥାନ୍ତି ।

୧୮- ଯେଉଁ କନ୍ୟା ଚୈତ୍ର ମାସରେ ପ୍ରଥମ ଋତୁମତୀ ହୋଇଥାନ୍ତି, ସେମାନେ କାମାତୁର ହୋଇଥାନ୍ତି ।

୧୯- ଯେଉଁ କନ୍ୟା ଅଶ୍ଵିନୀ ନକ୍ଷତ୍ରରେ ପ୍ରଥମ ଋତୁମତୀ ହୋଇଥାନ୍ତି, ସେହି କନ୍ୟା ସୁଖ ଭୋଗୀ ଏବଂ ପତିପରାୟଣା ହୋଇଥାନ୍ତି ।

୨୦- ଯେଉଁ କନ୍ୟା ଦ୍ଵିଜା ନକ୍ଷେତ୍ରରେ ପ୍ରଥମ ଋତୁମତୀ ହୋଇଥାନ୍ତି, ସେମାନେ ବିଧବା ହୋଇଥାନ୍ତି ।

୨୧- ଯେଉଁ କନ୍ୟା କୃତିକା ନକ୍ଷେତ୍ରରେ ପ୍ରଥମ ଋତୁମତୀ ହୋଇଥାନ୍ତି, ସେମାନେ ଦରିଦ୍ରତାର ଶିକାର ହେବା ସହିତ ସର୍ବଦା ଦୁଃଖୀନୀ ହୋଇଥାନ୍ତି ।

୨୨- ଯେଉଁ କନ୍ୟା ରୋହିଣୀ ନକ୍ଷେତ୍ର, ମୃଗଶିରା ଏବଂ ଆଦ୍ରା ନକ୍ଷତ୍ରରେ ପ୍ରଥମ ଋତୁମତୀ ହୋଇଥାନ୍ତି, ସେମାନେ ବିଧବା ହୋଇଥାନ୍ତି । ବନ୍ଧୁଗଣ ଏହା ଥିଲା ଶାସ୍ତ୍ର ସମ୍ବନ୍ଧୀୟ ନାରୀ ମାନଙ୍କ ବିଷୟରେ କିଛି ବିଶେଷ କଥା ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *