କନ୍ୟା ରାଶିର ବ୍ୟକ୍ତି କେଉଁ ବୟସରେ ମିଳିବ ସଫଳତା ? କେବେ ହେବ ଭାଗ୍ୟୋଦୟ… ଶୀଘ୍ର ଦେଖନ୍ତୁ ସମାୟ ବହୁତ କମ ଅଛି

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଉଦୟ କେତେ ବର୍ଷରେ ହୋଇଥାଏ ସେହି ବିଷୟରେ କିଛି ଖାସ କଥା କହିବାକୁ ଯାଉଛି । କନ୍ୟା ରାଶିର ଚିହ୍ନ ହାତରେ ଫୁଲ ଧରିବା, ସ୍ଵାମୀ ବୁଧ ଅଟନ୍ତି । ଏହି ରାଶିର ଲୋକମାନେ ନିଜର କାମ ପ୍ରତି ଧ୍ୟାନ ଦେବା ସହ ଭାବୁକ ହୋଇଥାନ୍ତି । ସଙ୍କୋଚ ସ୍ଵଭାବର ବ୍ୟକ୍ତି ହୋଇଥାନ୍ତି କନ୍ୟା ରାଶିର ଲୋକେ । ଜୀବନରେ ସଙ୍ଘର୍ଷର ସାମନା କରିବାକୁ ପଡିଥାଏ । ଯୋଗ୍ୟତା ବଳରେ ଉଚ୍ଚ ପଦ ହାସଲ କରିଥାନ୍ତି । ବୁଧଙ୍କ ପ୍ରଭାବ ଏମାନଙ୍କ ଜୀବନରେ ସ୍ପଷ୍ଟ ଝଲକିଥାଏ । ଅକାରଣରେ କ୍ରୋଧ ଆସେ ନାହି ।

ଯେଉଁ କାରଣ ପାଇଁ କ୍ରୋଧ ଆସିଥାଏ ତା ପ୍ରତି ଘୃଣା ଭାବ ସର୍ବଦା ରହିଥାଏ । ବୈବାହିକ ଜୀବନରେ ସମସ୍ଯା ଲାଗି ରହିଥାଏ । ଏନକ ସମୟରେ ନିଜ ସାଥିଙ୍କ ସହ ବୁଝାମଣା ଠିକ ରୁହେ ନାହି । ଧାର୍ମିକ ବିଚାରରେ ଆସ୍ଥା ରଖିଥାନ୍ତି କିନ୍ତୁ ବିଶେଷ ମତ ରଖନ୍ତି ନାହି । ଏମାନଙ୍କର ବ୍ୟକ୍ତିତ୍ବ ଏମିତି ହୋଇଥାଏ ଯେଉଁଠିକି ଯାଇଥାନ୍ତି ଛାପ ଛାଡିଥାନ୍ତି ।

ଏମାନଙ୍କର ହୃଦୟ ବହୁତ ବଡ ତେଣୁ ଅନ୍ୟ ମାନଙ୍କର ଦୁଖ ବୁଝିଥାନ୍ତି । ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ପାଇଁ ଆଗେଇ ଆସିଥାନ୍ତି । ପଇସାର ଲୋଭୀ ନୁହେଁ । ଧନ ସଞ୍ଚୟ କରିବାକୁ ଚିନ୍ତା କରନ୍ତି । ପ୍ରତେକ କାମରେ ସଫଳ ହୋଇଥାନ୍ତି । ଆପଣ ନିଜର ମଥାରେ କେସରର ତିଳକ ଲଗାନ୍ତୁ । ଏପରି କରିଲେ ଖରାପ ନଜରରୁ ଦୂରେଇ ରହିବେ । ମଙ୍ଗଳ ଗ୍ରହର ଆପଣଙ୍କ ଉପରେ କୃପ ବର୍ଷିବ ।

ଏହା ସହ ବୁଧ ଓ ଶୁକ୍ର ଲକ୍ଷ୍ମୀ ନାରାୟଣ ଯୋଗ ବନାଇବେ । ଆପଣଙ୍କର ଭୟ ୩୨,୩୫,୩୯ ଓ ୪୨ ବର୍ଷରେ ଭୟ ଉଦୟ ହୋଇଥାଏ । କିନ୍ତୁ ଏହା ସମସ୍ତଙ୍କ କ୍ଷେତ୍ରରେ ହୁଏ ନାହି । ଯଦି ଆପଣଙ୍କୁ ଲାଗୁଛି ଜୀବନରେ ସଂଘର୍ଷ କରିବା ପରେ ବି ଭାଗ୍ୟ ଉଦୟ ହେଉ ନାହି ତେବେ ଶନି ଆପଣଙ୍କ ରାଶିରେ ଅନୁକୂଳ ନୁହେଁ । ତେଣୁ ଶନିଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତୁ ।

ଏଥିପାଇଁ ଆପଣ ସନ୍ଧ୍ୟାରେ ଶନି ଚାଳିଶା ପାଠ କରନ୍ତୁ । ଶନିବାର ଦିନ ଶନି ମନ୍ଦିର ଯାଇ ତେଲ ଅର୍ପଣ କରନ୍ତୁ ବା ହନୁମାନଙ୍କ ମନ୍ଦିର ଯାଇ ତେଲର ଦୀପ ଜଳାନ୍ତୁ । ଏହା ଦ୍ଵାରା ଶନିଙ୍କ କୃପା ଦ୍ରୁଷ୍ଟି ହେବ ସହ ଭାଗ୍ୟ ଉଦୟ ହେବ । କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ କପଡା ବ୍ୟପାର ବହୁତ ଭଲ ହୋଇଥାଏ । ଏହା ସହ ଇଲେକ୍ଟ୍ରି ସେକ୍ଟରରେ ଚକ୍ରି କରିଲେ ଉନ୍ନତି ହୋଇଥାଏ ।

ଏହା ସହ ଟିଭି, ମୋବାଇଲ, ଇଣ୍ଟରନେଟ ସହ ଜଡିତ ବ୍ୟପାର କରିଲେ ଲାଭ ମିଳିବା ସହ ଉନ୍ନତି ହୋଇଥାଏ । ବ୍ୟାପାର ଆଗକୁ ବଢାଇବା ପାଇଁ ନିଜର କାର୍ଯ୍ୟ ସ୍ଥଳରେ ତମବାର ପାତ୍ରରେ ଜଳ ଭରି ରାତି ସାରା ରଖନ୍ତୁ । ସକାଳୁ ଦୋକାନ ଖୋଲିଲେ ଜଳକୁ ଏମିତି ସ୍ଥାନରେ ପକାନ୍ତୁ ଯେଉଁଠି କାହାର ଗୋଡ ବାଜିବା ନାହି । ଏହି ଉପାୟ କରିଲେ କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *