କରଜ ସୁଝି ପାରୁନଥିଲେ କରନ୍ତୁ ଏହି ଉପାୟ, ରାତାରାତି ହେବ କରଜ ମୁକ୍ତ

କରଜ କରିବା ପାଇଁ କେହି ଭଲ ପାଇ ନଥାନ୍ତି ମାତ୍ର ଏହା କୁ ଆମେ ପରିସ୍ଥିତି ରେ ପଡିକି କରି ଥାଉ । ଯଦି ଆମେ ଦେଖିବା ପାଇଁ ଜୀବ ଅଟା ଏହାକୁ କରିବା ଅପଛରେ ଆମର ଉଦେଶ୍ୟ ଥାଏ ପାରିବାରିକ ସମସ୍ଯା ଥାଇ ପାରେ କିମ୍ବା ସ୍ଵାସ୍ଥ୍ୟଗତ ସମସ୍ଯା ଥାଇ ପାରେ କିମ୍ବା ଶିକ୍ଷାଗତ ସମସ୍ଯା ମଧ୍ୟ ଥାଇ ପାରେ । ଆପଣ ଏହା ଜାଣି ଥିବେ କି ଯେଉଁ ମାନେ ବାହାରେ ଅଛନ୍ତି କିମ୍ବା ଯେଉଁ ମାନେ ବାହାର ଜାଗାରେ କାମ କରୁଛନ୍ତି ।

ସାଧାରଣ ଭାବେ ଘରକୁ ପଇସା ପଠାଇବା ରେ ଡେରି ଅକ୍ରିୟ ଥାନ୍ତି ଯାହା ଦ୍ଵାରା ସେମାନଙ୍କ ପରିବାର ର ଲୋକମାନେ ଧାର ଉଧାର ଅକ୍ରିୟ ଥାନ୍ତି । ଧାର କରିବା ସହଜ ମାତ୍ର ଏହାକୁ ସୁଝିବା ଭାରି କଷ୍ଟ କର ହୋଇ ପଡି ଥାଏ । ଆମେ ଯଦି ନିଜେ କିଛି ଧାର କରିଛେ ଓ ଏହା ମଧ୍ୟରୁ ବାହାରିବା ପାଇଁ ଚାହୁଁ ଛେ ତେବେ ଆମେ ନିଶ୍ଚିତ ଭାବେ ଏହାକୁ ସୁଝି ନେବା ଭଲ ହେବ ।

ଆମେ ଆଜି କହିବା କି ଆପଣ ଧାର କରିଛନ୍ତି କିନ୍ତୁ ଏହାକୁ ଆଉ କିଛି କାରଣରୁ ସୁଝି ପାରୁ ନାହାନ୍ତି ସମସ୍ଯା ପରେ ସମସ୍ଯା ଆସି ଯାଉଛି । ଯାହା ଦ୍ଵାରା ଆପଣ ଜାଣି ପାରୁ ନାହାନ୍ତି କି କିଭଳି ଭାବେ ଏହି ଧାର ଉଧାର ର ଜୀବନରୁ ବାହାର କୁ ବାହାରିବେ ।

ଆଜି ଆମେ ଆପଣଙ୍କକୁ କିଛି ଉପାୟ କହିବା ଯାହାକୁ କରିବା ଦ୍ଵାରା ଆପଣ ନିଶ୍ଚିତ ଭାବେ ଧାର ଉଧାର ରୁ ବାହାରି ପାରିବେ । ଏହା ଦ୍ଵାରା ଆପଣ ଚିନ୍ତା ମୁକ୍ତ ଭି ରହିବେ । ଆପଣ ବଜାର ରୁ ଏକ ନଡିଆ ନେଇ ଆସନ୍ତୁ ଓ ଏହା ସହ କିଛି ନାଲି ସୂତା ମଧ୍ୟ ନେଇ ଆସନ୍ତୁ କିଛି ସିନ୍ଦୁର କୁ ଆପଣ ଘିଅ ସହ ମିଶାଇକି ରଖନ୍ତୁ ଓ ଏହା ପରେ ଏହି ନଡିଆ ଉପରେ ଆପଣ ଏକ ସ୍ଵସ୍ତିକ ଚିହ୍ନ କରି ଦିଅନ୍ତୁ ।

ଏହାକୁ ଆପଣ କେବଳ ମଙ୍ଗଗଲବାର ଦିନ କରିବା ଭଲ ହୋଇ ଥାଏ । ଆପଣ ଏହାକୁ ଆଉ କେଉଁ ଦିନ ନ କରିବା ଭଲ । ଆପଣ ଏହାକୁ ନେଇକି ହନୁମାନ ମନ୍ଦିର ରେ ଦେଇ ଆସିବେ । ଏହା ପରେ ଆପଣ ଆଉ ଏକ କାମ କରି ପାରିବେ ପ୍ରତେକ ଶନିବାର ଓ ସୋମବାର ଦିନ ଆପଣ କିଛି ବେଲ ପତ୍ର ଓ କିଛି ଚନ୍ଦନ ଅରକ୍ଷ କିଛି ଦେଇ ଭଗବାନ ଶିବ ଙ୍କୁ ଆରାଧନା କରିବେ ।

ଆପଣ ମାନେ ରଖିବେ କି ଭୁଲ ରେ ଭି ଆପଣ ମଙ୍ଗଳବାର କିମ୍ବା ଶନିବାର ଦିନ କାହା ଠାରୁ ଧାର ଆଣିବେନି କିମ୍ବା ଏହି ଦିନ ଆପଣ କାହାକୁ ଧାର ଦେବେନି । ଏହାକୁ ଯଦି ଏହି ବାରରେ ଆପଣ ଦେବେ ତେବେ ଏହା ସାଧାରଣ ଭାବେ ଲଗାତର ଚାଲି ରହିବ ।

ଆପଣ ଚେଷ୍ଟା ଅକରିବେ ଶୁକ୍ରବାର ଓ ରବିବାର ଦିନ ସାଧାରଣ ଭାବେ ସବୁ ପଇସା ଦେଇ ଦେବା ପାଇଁ । ଆପଣ ଯେଉଁ ସମୟରେ ପୂଜା କରୁଛନ୍ତି ସେହି ସମୟରେ ଆପଣ କର୍ପୁର ଓ ତା ଦେହରେ କିଛି ଲବଙ୍ଗ ମିଶାଇକି ଜଳାଇବା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *