କରଜରୁ ମୁକ୍ତି ପାଇବାର 3ଟି ଅଚୁକ ଉପାୟ… ଆଜି ହିଁ କରିକି ଦେଖନ୍ତୁ

ଆପଣମାନେ ଜାଣିଛନ୍ତି କରଜରେ ଯଦି ଜଣେ କେହି ପଡି ଯାଇଥାଏ ତେବେ ସେ କେବେହେଲେ ଏହା ମଧ୍ୟରୁ ମୁକୁଳି ପାରି ନଥାଏ । ଆପଣମାନ ଯଦି ଏହି ଭଳି କିଛି ଧାର ଉଧାର କରିଛନ୍ତି ତେବେ ଅପାନ ଜାଣି ଥିବେ କ ମୁଣ୍ଡ ଉପରେ ଧାର କରଜ ରହିବା ଦ୍ଵାରା ଆମେ କିଭଳି ଭାବେ ହଇରାଣ ହୋଇ ଯାଇ ଥାଉ । ଆଜି ଆମେ କହିବା ପାଇଁ ଯାଉଥିବା ରାସ୍ତା ଆପାଙ୍କୁ ଆପଣଙ୍କ କରଜରୁ ମୁକ୍ତ କରାଇ ଦେବ ।

ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ଆପଣମାନେ ଭୁଲ କରିକି ଭି କେବେହେଲେ ମଙ୍ଗଳବାର  କିମ୍ବା ଶନିବାର ଦିନ କରଜ କରନ୍ତୁ ନି । ଆପଣ ଏହି ଦିନ ଅପେକ୍ଷା ଆଉ କେଉଁ ଦିନ ଏହାକାଉ ନେଇ ପାରିବେ । ଏହି ଦିନ କରଜ ପାଇ ଆବେଦନ ମଧ୍ୟ କରିବା ଭଲ ହୋଇ ନଥାଏ ।

ଆଜି ଆମେ କହିବାକୀ ଏହି ଦିନ ଯେଉଁ ମାନେ କର୍ଜ ଦେଇ ଥାନ୍ତି ତାଙ୍କ ପାଇଁ ଖରାପ ଥାଏ ଯେଉଁ ମାନେ କରଜ ନେଇ ଥାନ୍ତି ତାଙ୍କ ପାଇଁ ମଧ୍ୟ ଖରାପ ଥାଏ ।   ଯଦି ଆପଣଙ୍କ 8 ମ ଗ୍ରହରେ ରହି ଥାଏ ତେବେ ଆପଣ ଏହାକୁ ନେବା କଥା ନୁହେଁ କୁହାଯାଏ କି 8, 17, 26 ତାରିଖରେ କରଜ ନେବା କଥା ନୁହେଁ କାରଣ ହେଉଛି ଏମାନେ 8 ଅଙ୍କ କୁ ସୁଚାଇ ଥାନ୍ତି ।

ତେଣୁ ଆପଣ ମଧ୍ୟ କରଜ ନେବା ଅସମାୟାରେ କିମ୍ବା ଦେବା ସ୍ମାୟସରେ ଏହାର ଧ୍ୟାନ ରଖିବେ । କୁହାଯାଏ ଆପଣ କରଜ ନେବା ଅସମାୟାରେ କହିବେ ଭଗବାନ ଏହା ଆପଣଙ୍କ ପଇସା ଓ ଏହାକୁ ଆପଣ ହିଁ ନେଇ ଯାଅନ୍ତୁ । ତେଣୁ ଆପଣ ଏହାକୁ ନେଇ ଯାଅନ୍ତୁ । ତେବେ ଆସନ୍ତୁ ଜାଣିବା କି ଏହାକୁ କେଉଁ ଭଳି ଭାବେ ଆପଣ ଅଟକାଇବେ । ତେବେ ଆପଣ ମାନେ ଜାଣିଥିବେ କି ପାନକୁ ଆମେ ସବୁ ଭଲ କାମରେ ବ୍ୟବହାର କରାଯାଇ ଥାଏ ।

ପାନକୁ ଆମେ ସମୁଦ୍ରମନ୍ଥନ ବେଳେ ବ୍ୟବହାର କରାଯାଇଥିଲା ସେହି ଦିନରୁ ପାନକୁ ଶୁଭକାମରେ ବ୍ୟବହାର କରାଯାଇ ଥାଏ । ଆପଣ ମଧ୍ୟ ଏହାକୁ ବ୍ଯ୍ବହାର କରି ନିଜର କରଜ କୁ ଛାଡି ପାରିବେ । ଆପଣେ କ ସଫା ପାନ କୁ ନେଇକି ଏହାକୁ ଦେଖିବେ ଯେଉଁ ଭଳି ଭାବେ ଆପଣ ଯଦି ଏହାକୁ କାଣ୍ଡିଆ ନେବେ ଏହା କାମ ଦେବନି ।

ତେଣୁ ଆପଣ ଏକ କାମକରିବେ ଆପଣ ଦୁଇଟି ଲବଙ୍ଗ ରଖିକି ନଈ କୁଳକୁ ନେଇକି କହିବେ ହେ ଭଗବାନ ମୋର ସବୁ କରଜ ଚାଲିଯାଉ । ଏହା କହିକି ଆପଣ ନିଜ ପାନକୁ ଭସେଇ ଦେବେ ।

ଆପଣ ଏହା ଛଡା ଆଉ ଏକ କାମ କରି ପାରିବେ ଆପଣ ମଙ୍ଗଳବାର ଦିନ ଆପଣ କିଛି ସମୟ କାଢିକି ହନୁମାନ ଚାଳିଶା ପଢନ୍ତୁ ଦେଖିବେ ଏହା ଭଲ ପରିଣାମ ପାରିବେ । ଏହା ପରେ ଆପଣ ଆଉ ଏକ କମ କରିବେ ଆପଣ ଏହି ଦିନ ଲାଲ ସିନ୍ଦୁର ଓ ଲାଲ ଫୁଲ ମଧ୍ୟ ଚଢାଇ ଦେବେ ।

Leave a Reply

Your email address will not be published. Required fields are marked *