କର୍ପୁର କରିବ ଧନୀ, କରନ୍ତୁ ଏହି 8ଟି ମହାଉପାୟ- Vastu Tips

ଆପଣ ଯଦି ଏହି ଉପାୟ କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହା ଜାଣି ନିଅନ୍ତୁ ଆପଣଙ୍କ ସବୁ କମ ସାଙ୍ଗେ ସାଙ୍ଗେ ହୋଇଯିବ । ଆପଣ ସବୁଙ୍କ ଘରେ କର୍ପୁର ଅଛି । ଏହା ଦ୍ଵାରା ଆପଣ ପୂଜା କରି ପାରିବେ ଏହାକୁ ଆମେ ହୋମ କରିବା ବେଳେ ମଧ୍ୟ ବ୍ୟବହାର କରି କିନ୍ତୁ ଆମେ ଏହାକୁ ଆଉ କିଛି କାମ ପାଇଁ ମଧ୍ୟ ବ୍ୟବହାର କରି ପାରିବେ । ଏହାକୁ ଆମେ ନଜର ଉତାରିବା ପାଇଁ ବ୍ୟବହାର କରି ପାରିବା ।

ଏହା ଦେହରୁ ବାହାରି ଥିବା ଧୂଆଁ ପାଖା ପାଖି ରେ ଥିବା ନକାରାତ୍ମକ ଶକ୍ତି କୁ ଦୂରେଇ ଦେଇ ଥାଏ । ଜୀବନରେ ଆସୁଥିବା ସମସ୍ଯା ଙ୍କୁ ମଧ୍ୟ ଆପଣ ଏହାକୁ ଦୂରେଇ ପାରିବେ । ମାତ୍ର ଆପଣ ଯଦି ବିପଦ ଆସିବା ଆଗରୁ ଏହି ବିଦ୍ୟା କୁ ସମାଧାନ କରିବା ପାଇଁ ଚେଷ୍ଟା କରିବେ ତେବେ ଆପଣଙ୍କ ଜୀବନରେ ସମସ୍ଯା ଆସି ନଥାଏ ।

ତେବେ ଆସନ୍ତୁ ଜାଣିବା ଏହା ଉପକାରିତା ବିଷୟରେ । ଯେଉଁ ମାନଙ୍କ ର କାଳସର୍ପ ଯୋଗ ଅଛି କିମ୍ବା ଯେଉଁ ମାନେ ପିତୃ ଦୋଷ ଅଛି ସେମାନେ କିଛି କର୍ପୁର କୁ ନେଇକି ଏହାକୁ ଆପଣ ନିଜ ଗାଧୁଆ ଘରେ ରଖିବା ଦ୍ଵାରା ଆପଣଙ୍କ ଏହି ଦୋଷ କମ ହୋଇ ଯିବ । ଦ୍ଵିତୀୟ ରେ ହେଲା ଘରେ ଯଦି ସକାରତ୍ମକ ଊର୍ଜା ଘିଅ ଭିଯାଇ ଏହାକୁ ଜଳାନ୍ତୁ ।

ଏହା ଦ୍ଵାରା ଘର ଚାରି ଆଡେ ବାସ୍ନା ଖେଳାଇ ଯାଇ ଥାଏ । ଘରେ ଚାରି ଆଡେ ଶାନ୍ତି ର ବାତାବରଣ ଥାଏ । ବୈଜ୍ଞାନିକ ମାନେ ଏହାକାଉ ଗ୍ରହଣ କରି ଛନ୍ତି କି ଏହାର ସୁଗନ୍ଧ ରେ ବାୟୁ ରେ ଥିବା ଜୀବାଣୁ ଓ ଭୂତାଣୁ ସବୁ ସଫା ହୋଇ ଯାଇ ଥାଏ ଏହା ସହ ଏହା ଆମ ବାତାବରଣ କୁ ପରିଷ୍କାର ରଖୀ ଥାଏ ।

ଏହାକୁ ବ୍ୟବହାର କରିବା ଦ୍ଵାରା ଆମେ ସୁସତ୍ଥା ହୋଇକି ରହିବା । ସକାଳ ଓ ସନ୍ଧ୍ୟା ସମୟରେ ଆପଣ ଏହାକୁ ଜଳାନ୍ତୁ । ଆପଣଙ୍କ ବିବାହ ରେ ବାଧା ହେଉଛି ତେବେ ଆପଣ ଏହି ଉପାୟ କରିବେ ଏହା ଭଲ ପରିଣାମ ଦେବ । ଆପଣ ଲବଙ୍ଗ 36 ଟି ନେଇକି ଏହା ସହ ଅରୁଆ ଚାଉଳ ଓ ଘିଅ ଲଗାଇକି ଏହାକୁ ମା ଦୂର୍ଗା ଙ୍କୁ ଅର୍ପଣ କରନ୍ତୁ ।

ଏହା ଦ୍ଵାରା ଆପଣଙ୍କ ବିବାହ ଯୋଗ ର ସମସ୍ୟା ଦୂର ହୋଇଯିବ । ଏହା ପରେ ଆପଣ ଭାଗ୍ୟ ଚମକାଇବା ପାଇଁ କର୍ପୁର ର ତେଲ ଦୁଇ ଠୋପା ପାଣିରେ ମିଶାଇକି ଗାଧୋଇବା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକି ଜୀବ ଖୁବ ଜଲ୍ଦି । ଶରୀର ରେ ଥିବା ଅଖରାପ ଊର୍ଜା ସମାପତ ହୋଇ ଯାଇ ଥାଏ ।

ଯେଉଁ ମାନେ ଖରାପ ଚିନ୍ତାରେ ଥାନ୍ତି ସେମାନଙ୍କ ଭାଗ୍ୟ ଚମକି ଯାଇ ଥାଏ । ଆପଣ ହନୁମାନ ଚାଳିଶା ଗାଇବା ପରେ ଯଦି କର୍ପୁର କୁ ଜଳାଇ ଦେବେ ଏହା ଦ୍ଵାରା ଆପଣଙ୍କ ଆକସ୍ମିକ ଦୁର୍ଘଟଣା କମିଯିବା ସହ ଆପଣ ଙ୍କ ଆଗାମୀ ଦିନ ଭଲ ରେ ଜୀବ ।

Leave a Reply

Your email address will not be published. Required fields are marked *