କଥା କଥାରେ କାନ୍ଦୁଥିବା ଝିଅମାନେ କେମିତି ହୋଇଥାନ୍ତି ? Chanakya Niti

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଅନେକ ସମୟରେ ଦେଖାଯାଏ ଝିଅ ମାନଙ୍କର ଅଭ୍ଯାସ ରହିଥାଏ କି ସେମାନେ ପ୍ରତେକ ଛୋଟ ଛୋଟ କଥାରେ ଇମୋସନାଲ ହୋଇ କାନ୍ଦିବାକୁ ଲାଗିଥାନ୍ତି । ଆମ ସମାଜରେ ଏଭଳି ଝିଅ ମାନଙ୍କୁ କମଜୋର ମାନା ଯାଇଥାଏ । କିନ୍ତୁ ଏହି ଧାରଣା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ଏଭଳି ଝିଅ ମାନେ ସ୍ଵଭାବରେ ଇମୋସନାଲ ହୋଇଥାନ୍ତି କିନ୍ତୁ ସେମାନଙ୍କ ଠାରେ ବହୁତ ଖାସ ଗୁଣ ରହିଥାଏ । ଚାଣକ୍ୟ ନୀତି ଅନୁଯାୟୀ ଭାବନାତ୍ମକ ରୂପରେ ଭଲ ହେବା ସହ ଏଭଳି ଝିଅମାନଙ୍କ ଠାରେ ଖାସ ଗୁଣ ରହିଥାଏ । ଆଜି ଆମେ ଆପଣଙ୍କୁ କଥା କଥାରେ କାନ୍ଦୁଥିବା ଝିଅମାନେ କେମିତି ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁଯାୟୀ କଥା କଥାରେ କାନ୍ଦୁଥିବା ଝିଅ ମାନେ ବହୁତ କମ୍ଜୋର ହୋଇଥାନ୍ତି । ଏଭଳି ଝିଅ ମାନଙ୍କ ଠାରୁ ପୁଅମାନେ ଦୂରେଇ ରହିଥାନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେଉଁ ମାନେ ହୃଦୟରୁ କାନ୍ଦିଥାନ୍ତି ସେମାନେ ବହୁତ ମଜବୁତ ହୋଇଥାନ୍ତି । ଏମାନଙ୍କ ଠାରେ ଏହି ଖାସ ଗୁଣ ରହିଥାଏ ।

୧- ଏମିତି କୁହାଯାଏ ଯେଉଁ ମାନେ କଥା କଥାରେ କାନ୍ଦିଥାନ୍ତି ସେମାନେ ଭିତରୁ ବହୁତ ଷ୍ଟ୍ରଙ୍ଗ ହୋଇଥାନ୍ତି । ଏଭଳି ଝିଅ ମାନେ ଠାରେ କାନ୍ଦିବା ପରେ କୌଣସି ଦୁଖକୁ ହସିକି ସହିଥାନ୍ତି ।

୨- ଆଚାର୍ଯ୍ୟ ଚାଣକ୍ୟ କହିଥାନ୍ତି କାନ୍ଦିବା ଦ୍ଵାରା ମନର ଦୁଖ ଓ ଚିନ୍ତା ଦୂର ହୋଇଥାଏ । କଥା କଥାରେ କାନ୍ଦୁଥିବା ଝିଅ ମାନେ ରୋଗରୁ ଦୂରେଇ ରହିଥାନ୍ତି । ତେଣୁ ଟେନସନରୁ ବଞ୍ଚିବା ପାଇଁ କାନ୍ଦିବା ଜରୁରୀ ଅଟେ । ଏହା ସହ ମୁଣ୍ଡରେ ଚାଲିଥିବା ସବୁ ସମସ୍ଯା ବି ଦୂର ହୋଇଯାଇଥାଏ । ଅଧିକ କାନ୍ଦୁଥିବା ଝିଅ ମାନଙ୍କ ମନରେ ଟିକେ ହେଲେ ବି ଚିନ୍ତା ନ ଥାଏ କି ରୋଗ ହେବାର ଆଶଙ୍କା ନ ଥାଏ ।

୩- ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ କଥା କଥା ରେ କାନ୍ଦୁଥିବା ଝିଅ ମାନେ ଜୀବନ ସାଥି ପରିବାର ସଦସ୍ଯଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନଙ୍କୁ ପରିବାର ଠାରୁ ଦୂରେଇ ଯିବାକୁ ଭୟ ଲାଗିଥାଏ । ଏଭଳି ଝିଅମାନେ ଜୀବନ ସାଥୀଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି ଓ କେବେ ବି କାହାକୁ ଧୋକା ଦିଅନ୍ତି ନାହି ।

୪- ଚାଣକ୍ୟଙ୍କ ମତରେ ବହୁତ ଇମୋସନାଲ ଝିଅମାନେ ଭଲ ମଣିଷ ହେବ ସହ ଭଲ ବନ୍ଧୁ ମଧ୍ୟ ହୋଇଥାନ୍ତି । ସେମାନେ ନିଜ ବନ୍ଧୁଙ୍କ ସହ ପ୍ରତେକ ସ୍ଥିତିରେ ଛିଡା ହୋଇଥାନ୍ତି । ନିଜର ବନ୍ଧୁ ଓ ପରିବାର ଲୋକଙ୍କୁ ବିପଦରେ କେବେ ଏକା ଛାଡନ୍ତି ନାହି ।

୫- ଚାଣକ୍ୟଙ୍କ ମତରେ ବହୁତ ଅଧିକ ଇମୋସନାଲ ହେବା କାରଣରୁ ଅଧିକ କାନ୍ଦୁଥିବା ଝିଅ ମାନେ ଅନ୍ୟ ମାନଙ୍କର ଭାବନାକୁ ବୁଝିବା ପାଇଁ ସକ୍ଷମ ହୋଇଥାନ୍ତି । ଏହା ସହ ଏମାନେ ଅନ୍ୟ ର ଭାବନା ଉପରେ ହସି ତାର କଦର କରିଥାନ୍ତି । ଏମାନେ ଅନ୍ୟର ଦୁଖକୁ ବହୁତ ଜଲ୍ଦି ବୁଝିଥାନ୍ତି ଓ ତାଙ୍କର ସାଥ ବି ଦେଇଥାନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *