କେବେ ବି ନିଜ ସ୍ଵାମୀଙ୍କୁ ଖୁସି କରିପାରନ୍ତି ନାହିଁ ଏହି 5 ପ୍ରକାର ସ୍ତ୍ରୀ….Type of Women

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ଦ୍ଵାରା ବ୍ଯକ୍ତିର ଅତୀତ ଓ ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ଏହି ଶାସ୍ତ୍ରରେ ମହିଳା ଓ ପୁରୁଷ କେତେ ପ୍ରକାର ହୋଇଥାନ୍ତି ତାହା ମଧ୍ୟ କୁହା ଯାଇଛି । ଶାସ୍ତ୍ର ଅନୁସାରେ ମହିଳା ମାନେ ଆଧାରଣତ ୫ ପ୍ରକାରର ହୋଇଥାନ୍ତି । ମହିଳା ମାନଙ୍କ ସ୍ଵଭାବ, ଚରିତ୍ର, ଆଚାର, ବ୍ୟବହାର ଅନ୍ୟ ମାନଙ୍କ ଠାରୁ ଅଲଗା ହୋଇଥାଏ । ଯାହାକୁ ବୁଝିବା କାହା ପକ୍ଷେ ସମ୍ଭବ ହୁଏ ନାହି । ଆଜି ଆମେ ଆପଣ ମାନଙ୍କୁ ନାରୀ ମାନଙ୍କର କିଛି ପ୍ରକୃତି ବିଷୟରେ କହିବାକୁ ଯାଉଛୁ ।

୧- ଶଙ୍ଖିନୀ ସ୍ତ୍ରୀ : ଏଭଳି ନାରୀଙ୍କ ଉଚ୍ଚତା ସାଧାରଣ ହେବା ସହ ନାକ ମୋଟା ହୋଇଥାଏ । ଏମାନେ ଅଧିକ କଥା କହିବା ସହ ଚୁଗୁଲି କରିଥାନ୍ତି । ଏମାନଙ୍କ ଶବ୍ଦ ବହୁତ ଗମ୍ଭୀର ହେବା ସହ ବୟସ ଲମ୍ବା ହୋଇଥାଏ । ଏମାନେ ନିଜ ସ୍ବାମୀଙ୍କ ଉପରେ ଅଧିକ ରାଗିଥାନ୍ତି । ପରିବାର ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି ।

୨- ଚିତ୍ରିଣୀ ସ୍ତ୍ରୀ : ଏଭଳି ନାରୀଙ୍କ ଆଖି ବହୁତ ସୁନ୍ଦର ହେବା ସହ ଚଞ୍ଚଳ ହୋଇଥାନ୍ତି । ଏହି ନାରୀ ସଙ୍ଗୀତ, ଚିତ୍ର ଓ ନୃତ୍ୟ ଆଦି କଳା ପସନ୍ଦ ହୋଇଥାଏ । ଏମାନଙ୍କୁ ସଜେଇ ହେବାକୁ ଅଧିକ ପସନ୍ଦ ହୋଇଥାଏ । ଏମାନେ ଧାର୍ମିକ ହେବା ସହ ପୂଜା ପାଠରେ ଲାଗି ରହିଥାନ୍ତି । ଏମାନଙ୍କ ଜନ୍ମ ଗରିବ ପରିବାରରେ ହେଲେ ମଧ୍ୟ ବିବାହ ପରେ ଖୁସିରେ ଜୀବନ ବିତାଇଥାନ୍ତି ।

୩- ତୃତୀୟ ପ୍ରକୃତିର ନାରୀ ଦେଖିବାକୁ ମୋଟା ଓ ଅଳସୁଆ ପ୍ରକୃତିର ହୋଇଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ସ୍ଵାମୀ ମଧ୍ୟ ସୁନ୍ଦର ହୋଇଥାନ୍ତି । ଏମାନଙ୍କର ପୁତ୍ର ସନ୍ତାନ ହେବାର ଅଧିକ ଆଶଙ୍କା ଥାଏ । ଏମାନଙ୍କୁ ଧର୍ମ ନୁହେଁ ବରଂ ଭୋଗ ବିଳାସ ଅଧିକ ପସନ୍ଦ ଥାଏ ।

୪- ପୁଞ୍ଚୁଲୀ ସ୍ତ୍ରୀ : ଏଭଳି ନାରୀ ଛୋଟ ବୟସରୁ ଯୁବତୀ ଦେଖାଯାନ୍ତି । ଏମନଙ୍କ ଆଖି ବଡ ଓ ହାତ ଗୋଡ ଛୋଟ ହୋଇଥାଏ । ଏମାନେ କଟୁ କଥା କହିଥାନ୍ତି । ଏମାନେ ନିଜ ସ୍ଵାମୀ ଙ୍କ ଅପେକ୍ଷା ଅନ୍ୟ ପୁରୁଷଙ୍କୁ ଅଧିକ ପସନ୍ଦ କରିଥାନ୍ତି । ସେଥିପାଇଁ ଏମାନଙ୍କୁ କେହି ସମାନ ଦିଅନ୍ତି ନାହି । ଯାହା ପାଇଁ ଏମାନଙ୍କ ପରିବାର ଦୁଖ ପାଇଥାନ୍ତି ।

୫- ପଦ୍ମିନୀ ସ୍ତ୍ରୀ : ଏଭଳି ନାରୀ ମାନେ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏମାନଙ୍କ ଆଖି ବଡ ବଡ ହେବ ସହ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଏମାନେ ପରିବାର ଓ ସ୍ଵାମୀ ଙ୍କ ସେବା କରିଥାନ୍ତି । ଏମାନେ ସମ୍ପର୍କ କୁ ନେଇ ବହୁତ ସମର୍ପିତ ହୋଇଥାନ୍ତି । ଯାହା ଫଳରେ ଏମାନଙ୍କ ସ୍ଵାମୀ ସବୁବେଳେ ଖୁସି ରେ ରହିଥାନ୍ତି । ଏମାନେ ସମସ୍ତଙ୍କ ସହ ମିତ୍ରତ୍ରା ଓ ସମାନତା ସ୍ଥାପନ କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସାହା ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *