ଟେଲିଭିଜନ ଜଗତରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ଷ୍ଟାଇଲିସ ଅନ୍ଦାଜ, ଲୂକ ଓ ପର୍ଶନାଲିଟି ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରି ରେ କଳାକାର ମାନେ ଏତେ ଧୂମଧାମରେ ମ୍ୟାରେଜ କରୁଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନ ଓ ଜ୍ୟାଙ୍କଲିନ ପରିଡା ଙ୍କ ବିବାହର କିଛି ମୂହୁର୍ତ୍ତ ବିଷୟରେ କହିବାକୁ ଯାଉଛୁ ।
ଆପଣ ମାନେ ଟିଭି ଇଣ୍ଡଷ୍ଟ୍ରି ର୍ଲୋକପ୍ରିୟ ଅଭିନେତ୍ରୀ ସୋମାଲିନ ଓ ଜ୍ୟାଙ୍କଲିନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତେବେ ଜ୍ୟାଙ୍କଲିନଙ୍କର ଗତ କିଛି ଦିନ ତଳେ ଅରବିନ୍ଦଙ୍କ ସହ ବିବାହ ସମ୍ପନ୍ନ ହୋଇଥିଲା । ଏହା ସହ ଭଉଣୀ ସୋମାଲିନଙ୍କର ମଧ୍ୟ ନିଶିତଙ୍କ ସହ ବିବାହ ଶେଷ ହୋଇଛି । ଦୁଇ ଭଉଣୀଙ୍କର ରୀତିନୀତି ଅନୁସାରେ ବିବାହ ବିଧି ଶେଷ ହୋଇଛି । ଏହି ଭିଡିଓ ରେ ଆପଣ ମାନେ ଦୁଇ ଭୁଆଣୀଙ୍କର ବିବାହର କିଛି ମୂହୁର୍ତ୍ତ ଦେଖି ପାରିବେ ।
ଜ୍ୟାଙ୍କଲିନ ଙ୍କ ମଥାରେ ସିନ୍ଦୁର ଦେଇ ଅରବିନ୍ଦ ସାତ ଜନ୍ମ ପାଇଁ ତାଙ୍କୁ ଜୀବନ ସତାହି ଭାବେ ସ୍ଵୀକାର କରିଛନ୍ତି । ଠିକ ସେହିପରି ସୋମାଲିନଙ୍କ ମଥା ରେ ସିନ୍ଦୁର ଦେଇ ନିଶିତ ତାଙ୍କୁ ଜୀବନ ସତଥି ଭାବେ ସ୍ଵୀକାର କରିଛନ୍ତି । ଦୁଇ ଭଉଣୀ ନିଜର ମ୍ୟାରେଜ ସମୟରେ ଏତେ ସୁନ୍ଦର ଭାବେ ମେକପ ନେଇଛନ୍ତି ଯାହା ପାଇଁ ଦୁହେଁ ଗରଜେସ ଲାଗୁଛନ୍ତି । ଦୁଇ ଭଉଣୀଙ୍କର ପରସ୍ପର ପ୍ରତି ଭଲ ପାଇବା କେତେ ରହିଛି ତାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ଦୁଇ ଭଉଣୀଙ୍କର ମ୍ୟାରେଜ ଖୁବ ଧୂମଧାମ ରେ ସେଲିବ୍ରେସନ ହୋଇଛି ।
ଦୁହେଁ ନିଜର ମୟରେଜ ରେ ବହୁତ ସାରା ମଜାମସ୍ତି କରିବା ସହ ଉପୋଭୋଗ ମଧ୍ୟ କରିଛନ୍ତି । ଦୁହେଁ ନିଜର ହଳଦୀ ଓ ମେହେନ୍ଦି ରସମ ରେ ଜବରଦସ୍ତ ଦ୍ୟାନସ କରି ଖୁବ ପ୍ରଶଂସା ସାଉଣ୍ଟିଛନ୍ତି । ଏହା ସହ ଦୁଇ ଭଉଣୀ ନିଜ ନିଜ ଶାଶୁଘରେ ସ୍ଵାମୀ ଓ ପରିବାର ଲୋକଙ୍କ ସହ ବେଶ ହସ ଖୁସିରେ ଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ସୋମାଲିନ ନିଶିତଙ୍କ ସହ ଓ ଜ୍ୟାଙ୍କଲିନ ଅରବିନ୍ଦଙ୍କ ସହ ଖୁବ ସୁନ୍ଦର ମୂହୁର୍ତ୍ତ ବିତାଇବାର ଏହି ଭିଡିଓ ରେ ଜଣା ପଡୁଛି । ଦୁହେଁ ନିଜର ଲାଇଫ ପାର୍ଟନର ସହ ବେଶ ଖୁସିରେ ଅଛନ୍ତି । ଆଶା କରୁଛୁ ଦୁଇ ଭଉଣୀଙ୍କ ବୈବାହିକ ଜୀବନ ସୁଖମୟ ହେଉ ।
ବନ୍ଧୁଗଣ ଆପଣ ମାନଙ୍କର ସୋମାଲିନ ଓ ଜ୍ୟାଙ୍କଲିନଙ୍କ ବିବାହର ମୁହୂର୍ତ୍ତର କିଛି ସମୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।