ଆମ ଜୀବନରେ ସବୁ ବେଳେ ସମସ୍ଯା ଲାଗି ରହି ଥାଏ କହିବା ପାଇଁ ଯିବା ତ ଆମେ ସବୁ ବେଳେ ନିଜ ପାଇଁ ନିଜ ପସନ୍ଦ ର ଜୀବନ ସାଥି ବାଛି ଥାଉ ଏହା ସହ ଆପଣ ଏହା ମଧ୍ୟ ଜାଣି ଥିବେ କି ଆମେ ଭଲ ପାଇବା ଆକୁ ପାଇବା ଅନେକ ଚେଷ୍ଟା କରିଲେ ମଧ୍ୟ ଆମେ ଏହାକୁ ପାଇ ନଥାଉ । ଏହା ଆମ ଭାଗ୍ୟ ଉପରେ ନିର୍ଭର କରି ଥାଏ । ଏହା ସହ ଆପଣ ଏହା ରାଶି ଉପରେ ନିର୍ଭର କରେ ଏହା ସହ ଏହା ଆପଣ ମାନେ ଏହା ମଧ୍ୟ ଦେଖିବେ କି ଆପଣଙ୍କ ଜାତକ ରେ ଏହାର ଯୋଗ ଭାଗ୍ୟ ଅଛି କି ନାଇ ।
ଏହା ଆପଣ ଙ୍କୁ ଦେଖାଇଆବ କି ଆପଣଙ୍କ ଜୀବନରେ ଖୁଶି କିଭଳି ଭାବେ ଆସିବ ଏହା ସହ ଓ କିଭଳି ଭାବେ ଆମେ ନିଜ ଜୀବନକୁ ବଞ୍ଚିବା । ଆଜି ଆମେ କହିବା କି ଭଲ ପାଇବା ପାଇବା ପାଇଁ କିଭଳି ଲୋକ ଦରକାର ଅଟେ । ଆପଣଙ୍କ ଜନ୍ମ ମାସ ଅନୁସାରେ ।
ଜାନୁଆରୀ – ଆପଣ ମାନେ ଯାହାକୁ ଭଲ ପାଇବେ ତା ପାଇଁ ଆପଣ ଅଧିକ ଚିନ୍ତା କରିବେ । ଆପଣ କିନ୍ତୁ ଯାହାଙ୍କୁ ଭଲ ପାଇବେ ସେମାନେ ଏହାକୁ ଗ୍ରହଣ କରିବେ ନି । କି ଆପଣ ନିଜ ପ୍ରେମ କୁ କାହା ଆଗରେ କହିବେ ନି ।
ଫେବୃୟାରି – ଏହି ମାସରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନେ ଖୁବ ଭଲ ହୋଇ ଥାନ୍ତି ନିଜ ପ୍ରେମ ସହ ଥିବା ବେଳେ ଏମାନେ ଖୁବ ଖୁଶି ଥାନ୍ତି କିନ୍ତୁ ଯଦି ଏମାନଙ୍କ ମନ ଖରାପ ଥାଏ ସେମାନେ ସବୁଙ୍କ ପାଖରୁ ନିଜକୁ ଦୂରେଇ ରଖୀ ଥାନ୍ତି । ଏହା ସହ ଏମାନେ ନିଜ ମରିୟାଦା ରେ ରହିବା ପାଇଁ ଭଲ ପାଇ ଥାନ୍ତି ।
ମାର୍ଚ୍ଚ – ଏମାନେ ଭରଷା ର ଥାନ୍ତି । ଏମାନଙ୍କୁ ଭଲ ପାଇବା ଦେଖାଇ ହେବା ଭଲ ଲାଗେନୀ କିନ୍ତୁ ଏମାନଙ୍କୁ କିସ କରିବା ଖୁବ ପସନ୍ଦ ।
ଏପ୍ରିଲ – ଏମାନେ ଖୁବ ଊର୍ଜାବାନ ହୋଇ ଥାନ୍ତି । ଏମାନେ ନିଜ ଜୀବନ ସାଥି ପାଖେ ଥିଲେ ସବୁ କିଛି ଭୁଲି ଯାଇଥାନ୍ତି । ଏମାନେ ବହୁତ ଜିଦିଆ ହୋଇ ଥାନ୍ତି ।
ମେ – ମେ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନେ ସବୁ ବେଳେ ଖୋଲା ମନର ହୋଇ ଥାନ୍ତି । ଏମାନେ ସବୁ ବେଳେ ଆକର୍ଷିତ ହୋଇ ରହନ୍ତି ।
ଜୁନ – ଏମାନେ ରାଗି ଥାନ୍ତି ରୋମାଣ୍ଟିକ ମଧ୍ୟ ଏମାନେ ଯେତେ ଶୀଘ୍ର କାହାକୁ ନିଜର କରି ଦେଇ ଥାନ୍ତି ସେତିକି ରାଗିକି ତାକୁ ପର ମଧ୍ୟ କରି ଦେଇ ଥାନ୍ତି ।
ଜୁଲାଇ – ଏମାନେ ମରଜାଦା ଭିତରେ ରୁହନ୍ତି । ଏମାନେ ଖୁବ ଭଲ ଭାବେ ନିଜ ଜୀବନ ସାଥିର ସହ ରହି ଥାନ୍ତି ।
ଅଗଷ୍ଟ – ଏମାନେ ଅନେକ ଉଦାର ହୋଇଥାନ୍ତି । ଏମାନେ ବେଳେ ବହୁତ ଭଲ ଭାବେ ସବୁ ପ୍ରକାର ଧ୍ୟାନ ରଖନ୍ତି ନିଜ ପାର୍ଟନର ର ।
ସେପ୍ଟେମ୍ବର – ଏମାନେ ସବୁ ବେଳେ ନିଜ ଜୀବନ ସାଥିର ଖୁଶି ଡେକହନ୍ତି ଓ ଏମାନେ ସବୁ ବେଳେ ଭାବୁକ ହୋଇ ଥାନ୍ତି । ଏମାନେ କହିବା ପାଇଁ ବହୁତ ପଛକୁ ଘୁଞ୍ଚି ଥାନ୍ତି ।
ଅକ୍ଟୋବର – ଏମାନେ ଖୁବ ଭାବୁକ ଭଳି ଥାନ୍ତି ଏମାନେ ତା ସହ ରହିବା ପାଇଁ ପସନ୍ଦ କରନ୍ତି ଯିଏ ଏମାନଙ୍କ ହିସାବରେ ଚାଲି ପାରିବ ।
ନଭେମ୍ବର – ଏମାନେ ସମ୍ପର୍କ ରେ ଖୁବ ଭଲ ପାଇବା ଆଡେଇ ତାକୁ ମଜବୁତ କରାଇ ଥାନ୍ତି କେବଳ ସେତିକି ନୁହେଁ ଏମାନେ ନିଜ ଜୀବନକୁ ସେହି ଭଳି ବଞ୍ଚିବା ଆକୁ ପସନ୍ଦ କରନ୍ତି ଯେଉଁ ଭଳି ଏମାନେ ଅଛନ୍ତି ।
ଡିସେମ୍ବର – ଭଲ ପାଇବା ରେ ଏମାନେ ନିଜ ଜୀବନ ସାଥିର ସବୁ ବେଳେ ଖୁଶି ଦିଅନ୍ତି ସବୁ ବେଳେ ସେମାନଙ୍କ ଧ୍ୟାନ ରଖନ୍ତି ମଧ୍ୟ ।