ନମସ୍କାର ବନ୍ଧୁଗଣ, ପୁଅ ଝିଅ ଉଭୟ ସମାନ ହୋଇଥାନ୍ତି ମା ପାଇଁ । ତେଣୁ କେବେ ବି ପାତର ଅନ୍ତର ପୁଅ ଝିଅ ମଧ୍ୟରେ କରିବା ଉଚିତ ନୁହେଁ । ଯେଉଁଭଳି ପୁଅ ମାନେ ଦୁନିଆରେ ବଞ୍ଚୁଛନ୍ତି ସେହିଭଳି ଝିଅମାନଙ୍କର ମଧ୍ୟ ମୁଣ୍ଡଟେକି ବାଟ ଚାଲିବାର ଅଧିକାର ରହିଛି । କିନ୍ତୁ ସମସ୍ତଙ୍କର ଗୋଟିଏ ଇଚ୍ଛା ଆଗତ ଜୀବନ ବା ସମୟ ବିଷୟରେ ଜାଣିବା ପାଇଁ ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ କେଉଁବାରରେ ପ୍ରଥମ ରଜୋଦର୍ଶକ ହେଲେ କଣ ହୁଏ ଜାଣିବେ ଏହା ବିଷୟରେ ଆସନ୍ତୁ ଜାଣିବା ।
ନାରୀ ମାନଙ୍କ ସ୍ଥାନ ସଂସାରରେ ବହୁତ ଉଚରେ । ନାରୀ ସବୁ ସହିଥାଏ । ସହନଶୀଳତା ହୋଇଥାଏ ନାରୀ । ସମସ୍ତ କଷ୍ଟକୁ ନିଜ ଭିରେ ଜାବୁଡି ରଖିବାର ସମର୍ଥ ମଧ୍ୟ ନାରୀ ପାଖରେ ଥାଏ । ସେହି ଭଳି ଗୋଟିଏ ନାରୀ ସନ୍ତାନ ପ୍ରାପ୍ତି ପାଇଁ ନଅ ମାସ ସନ୍ତାନକୁ ଗର୍ଭରେ ଧରି କଷ୍ଟ ପାଇଁ ଜନ୍ମ ଦେଇଥାଏ । ଗୋଟିଏ ନୂଆ ଜୀବନ କୁ ଏହି ଧରା ପୃଷ୍ଠକୁ ଆଣିଥାଏ ।
ନାରୀ ଏତେ କଷ୍ଟ କରୁଥିଲେ ମଧ୍ୟ ଆଜିର ଏହି ଦୁନିଆରେ ନାରୀ ପ୍ରତି ସମ୍ମାନ କମିବାରେ ଲାଗିଛି । ନାରୀକୁ ଆବାଳ ଦୁର୍ବଳା ଭାବି ଅତିଚର କରିଚାଲିଛନ୍ତି କିଛି ମାନବ ରୂପୀ ରାକ୍ଷସ ପୁରୁଷ । ନାରୀ ମା ଲକ୍ଷ୍ମୀଙ୍କ ସଦୃଶ । ନାରୀ ମା ଦୁର୍ଗତି ନାସିନୀ ଦୂର୍ଗାଙ୍କ ସଦୃଶ ତେଣୁ ନାରୀ ଦୁନିଆରେ ସବୁକିଛି କରିପାରେ । ସେଥିପାଇଁ ତ ସବୁଠାରୁ କଷ୍ଟ ଦାୟକ ଋତୁଶ୍ରାବକୁ ଭଗବାନ ନାରୀଙ୍କୁ ସମର୍ପି ଦେଇଛନ୍ତି । ଏବଂ ସେହି ଋତୁଶ୍ରାବର ମଧ୍ୟ ଅନେକ ପ୍ରାଧାନ୍ଯ ରହିଛି ଜୀବନରେ । ଯାହା ବିଷୟରେ ଆଜି ଆପଣ ମାନେ ଜାଣିବେ ।
ରବିବାର ଦିନ ନାରୀର ପ୍ରଥମ ରଜୋଦର୍ଶକ ହୁଏ ବା ଋତୁଶ୍ରାବ ହୁଏ ତେବେ ସେହି ନାରୀ ରୋଗ ଯୁକ୍ତ ହୋଇଥାଏ । ଯଦି ସୋମବାର ଦିନ ରଜୋଦର୍ଶକ ହୋଇଥାଏ ତେବେ ସେହି ନାରୀ ପତିବ୍ରତା ହୋଇଥାନ୍ତି । ମଙ୍ଗଳବାର ଦିନ ପ୍ରଥମ ରାଜା ଦର୍ଶନ ହୋଇଥାଏ ତେବେ ସେହି ନାରୀ କାମିନୀ ସୌଭାଗ୍ୟଯୁକ୍ତା ହେବାର ବହୁତ ସମ୍ଭାବନା ଥାଏ ।
ଯେଉଁ ନାରୀଙ୍କର ପ୍ରଥମ ରଜଦର୍ଶନ ବୁଧବାର ଦିନ ହୋଇଥାଏ ସେହି ନାରୀ ସୌଭାଗ୍ୟଶାଳିନୀ ହୋଇଥାନ୍ତି । ଗୁରୁବାର ଦିନ ହୋଇଥିଲେ ସର୍ବ ସୁଖ ଯୁକ୍ତ ହୋଇଥାନ୍ତି ଏବଂ ପୁତ୍ର ମୁଖ ଦେଖନ୍ତି ସେହି ନାରୀ । ଶୁକ୍ରବାର ଦିନ ପ୍ରଥମ ରଜଦର୍ଶନ ହୋଇଥିଲେ ସେହି ନାରୀ ବହୁତ ଧନ ଯୁକ୍ତ ହୁଅନ୍ତି ।
ଏବଂ ଶନିବାର ଦିନ ଯଦି କୌଣସି ନାରୀ ପ୍ରଥମ ରଜୋଦର୍ଶନ କରନ୍ତି ତେବେ ସେହି ନାରୀ ସନ୍ତାନ ପ୍ରାପ୍ତ କରିବାରେ ବହୁତ ବାଧା ଉପୁଜିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ ସେଯାର ନିଶ୍ଚୟ କରନ୍ତୁ । ଆସ କରୁଛୁ ଏହା ଆପଣଙ୍କ ଆପୀନ ଫଳପ୍ରଦ ହେବ । ଏବଂ ଆମର ଏହି ପୋଷ୍ଟଟିକୁ ସେସ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।